ଭୁଲ୍‌ରେ କଙ୍ଗାରୁ ମେଳରେ ପଡ଼ିଗଲେ, ଆଉ ତା ପରେ...

ଅଷ୍ଟ୍ରେଲିଆ: ସାଉଥ ଅଷ୍ଟ୍ରେଲିଆର ଏକ ନ୍ୟାସନାଲ ପାର୍କରେ ଘଟିଥିବା ଘଟଣାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି। ପାରାଚ୍ୟୁଟ୍‌ରେ ଆସି ଉକ୍ତ ପାର୍କରେ ଖସିଥିବା  ଜଣେ ବ୍ୟକ୍ତିଙ୍କୁ ଏକ କଙ୍ଗାରୁ ଆକ୍ରୋଶର ଶିକାର ହେବାକୁ ପଡିଛି। କଙ୍ଗାରୁଟି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରି କ୍ଷିପ୍ର ବେଗରେ ଦୌଡି ପଳାଉଛି। ଏହି ଭିଡ଼ିଓକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିଛନ୍ତି ଓ  ହଜାରେରୁ ଅଧିକ କମେଣ୍ଟ ମିଳିଛି। ପାରାଚ୍ୟୁଟ୍‌ରେ ଲାଗିଥିବା କ୍ୟାମେରାରେ ଏହି ଦୃଶ୍ୟ କଏଦ […]

kangaro--11.....

kangaro--11.....

Niharika Rout
  • Published: Wednesday, 13 March 2019
  • Updated: 13 March 2019, 02:54 PM IST

Sports

Latest News

ଅଷ୍ଟ୍ରେଲିଆ: ସାଉଥ ଅଷ୍ଟ୍ରେଲିଆର ଏକ ନ୍ୟାସନାଲ ପାର୍କରେ ଘଟିଥିବା ଘଟଣାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି। ପାରାଚ୍ୟୁଟ୍‌ରେ ଆସି ଉକ୍ତ ପାର୍କରେ ଖସିଥିବା  ଜଣେ ବ୍ୟକ୍ତିଙ୍କୁ ଏକ କଙ୍ଗାରୁ ଆକ୍ରୋଶର ଶିକାର ହେବାକୁ ପଡିଛି। କଙ୍ଗାରୁଟି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରି କ୍ଷିପ୍ର ବେଗରେ ଦୌଡି ପଳାଉଛି। ଏହି ଭିଡ଼ିଓକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିଛନ୍ତି ଓ  ହଜାରେରୁ ଅଧିକ କମେଣ୍ଟ ମିଳିଛି। ପାରାଚ୍ୟୁଟ୍‌ରେ ଲାଗିଥିବା କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା।

ସାଉଥ ଅଷ୍ଟ୍ରେଲିଆରେ ଥିବା ଏହି ନ୍ୟାସନାଲ ପାର୍କରେ ବହୁ ସଂଖ୍ୟକ କଙ୍ଗାରୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ କଙ୍ଗାରୁ ଉକ୍ତ ବ୍ୟକ୍ତିଙ୍କୁ  ଦେଖି ପ୍ରତିକ୍ରିୟାଶୀଳ ହୋଇ ଆକ୍ରମଣ କରିଥିଲା। ହେଲେ ସେଠାରେ ଉପସ୍ଥିତ ଅନ୍ୟ କଙ୍ଗାରୁମାନେ ପାରାଚ୍ୟୁଟ୍‌ ଦେଖି ଖୁସି ହୋଇଗଲେ।  ସେମାନେ ଉକ୍ତ  ଲୋକଙ୍କ ପାଖକୁ ଆସି ଖେଳିବାକୁ ଲାଗିଲେ।  ଏହି ଭିଡ଼ିଓ ସୋଶାଲ ମିଡ଼ିଆରେ ସେୟାର କରାଯିବା ପରେ ୟୁଜରମାନେ ଅଧିକ ଲାଇକ୍‌ କରୁଛନ୍ତି।

https://www.youtube.com/watch?time_continue=4&v=2WGo4li2K0o

ସୌଜନ୍ୟ- ୟୁଟ୍ୟୁବ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story