Advertisment

ବିଦେଶରେ ବାଜିଲା ଦେଶୀ ଗୀତ: ଧୁମ୍‌ ନାଚିଲେ ବିଦେଶୀ

ଲଣ୍ଡନ: ଭାରତରେ ବାହାଘର ପାର୍ଟି ଇତ୍ୟାଦିରେ ଡିଜେ ନ ବାଜିଲେ ମଜା ଆସେ ନାହିଁ। ଡିଜେର ତାଳେ ତାଳେ ଲୋକେ ଖୁବ୍‌ ନାଚନ୍ତି। ଆମେ ଭୋଜ୍‌ପୁରୀ ଗୀତ ବୁଝି ନ ପାରିଲେ ବି ଡ୍ୟାନ୍ସ ଜବର୍‌ଦସ୍ତ କରିଥାଉ। ଆଉ ଯଦି ଲଣ୍ଡନରେ ଏହି ଗୀତ ବାଜେ ତାହାଲେ ଆପଣ କ’ଣ ଭାବୁଛନ୍ତି ଇଂରାଜି ବୁଝୁଥିବା ଲୋକେ ଏହି ଗୀତ ବୁଝି ନ ପାରି କ’ଣ ନାଚିବେନି। ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚୟ ଜାଣି ପାରିବେ ଯେ, […]

ଅଦ୍ୟତନ ହୋଇଛି
ବିଦେଶରେ ବାଜିଲା ଦେଶୀ ଗୀତ: ଧୁମ୍‌ ନାଚିଲେ ବିଦେଶୀ

111

Advertisment

ଲଣ୍ଡନ: ଭାରତରେ ବାହାଘର ପାର୍ଟି ଇତ୍ୟାଦିରେ ଡିଜେ ନ ବାଜିଲେ ମଜା ଆସେ ନାହିଁ। ଡିଜେର ତାଳେ ତାଳେ ଲୋକେ ଖୁବ୍‌ ନାଚନ୍ତି। ଆମେ ଭୋଜ୍‌ପୁରୀ ଗୀତ ବୁଝି ନ ପାରିଲେ ବି ଡ୍ୟାନ୍ସ ଜବର୍‌ଦସ୍ତ କରିଥାଉ। ଆଉ ଯଦି ଲଣ୍ଡନରେ ଏହି ଗୀତ ବାଜେ ତାହାଲେ ଆପଣ କ’ଣ ଭାବୁଛନ୍ତି ଇଂରାଜି ବୁଝୁଥିବା ଲୋକେ ଏହି ଗୀତ ବୁଝି ନ ପାରି କ’ଣ ନାଚିବେନି।

Advertisment

ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚୟ ଜାଣି ପାରିବେ ଯେ, କେବଳ ଭାରତ ନୁହେଁ ଲଣ୍ଡନରେ ମଧ୍ୟ ବିଦେଶୀଙ୍କୁ ଏହି ଗୀତ ମତୁଆଲା କରିଛି। ଆଉ ବିଦେଶୀଙ୍କ ଦେଶୀ ଗୀତରେ ଏହି ଡ୍ୟାନ୍ସ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

https://twitter.com/manmohanjha7/status/1138850045543903232

ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆ ଫେସ୍‌ବୁକ୍, ଟ୍ୱିଟର୍‌, ଇଣ୍ଟାଗ୍ରାମ୍‌ ଏବଂ ହ୍ୱାଟସ୍‌ଆପ୍‌ରେ ବହୁତ ଶେଆର୍‌ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ଯେ, ଏକ ଟ୍ରକ୍‌ ଉପରେ ଲୋକେ ଅଛନ୍ତି। ଯିଏ ଗୀତ ବଜାଉଛନ୍ତି ଯେ ଭାରତର ଜାତୀୟ ପତାକା ମଧ୍ୟ ଉଡ଼ାଉଛନ୍ତି। ଆଉ ଏହି ଗୀତରେ ବିଦେଶୀମାନେ ବହୁତ ମଜାରେ ଡ୍ୟାନ୍ସ କରୁଛନ୍ତି।

Advertisment

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଲଣ୍ଡନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତ ଦମ୍‌ଦାର୍ ବିଜୟ ଲାଭ କରିଥିଲା। ବିଦେଶରେ ଆମ ଦେଶୀ ଝାଲ୍‌ମୁଢ଼ି ବିକ୍ରି ହେବା ବିଷୟ କିଛି ଦିନ ପୂର୍ବରୁ ଚର୍ଚ୍ଚା ହୋଇଥିଲା। ଏବେ ଏହି ଭୋଜ୍‌ପୁରୀ ଗୀତରେ ବିଦେଶୀ ଡ୍ୟାନ୍ସ କରିବା ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

https://twitter.com/yogjan15/status/1138814895787393026

ଟ୍ୱିଟର୍‌ ୟୁଜର୍‌ମାନେ ମଧ୍ୟ ଏହି ଭିଡିଓରେ ବିଭିନ୍ନ ପ୍ରକାର ମଜାଦାର କମେଣ୍ଟ କରିଛନ୍ତି।

https://twitter.com/yogjan15/status/1138814895787393026

https://twitter.com/yogjan15/status/1138814895787393026

https://twitter.com/hemantbatra0/status/1138726714282897409

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe