Advertisment

ଆଗରେ ଏନ୍‌ଡିଏ ସରକାର: ସୋଶାଲ୍‌ ମିଡିଆରେ ବିପକ୍ଷଙ୍କ ହାଲ୍‌ ବେହାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଲାଣି। ଭୋଟ୍‌ ଗଣତି ଚାଲୁଥିବା ସମୟରେ ଏନ୍‌ଡିଏ ସରକାର ଆଗରେ ଥିବା ଜଣାପଡ଼ିଛି। କିନ୍ତୁ ଏବେ ବିପକ୍ଷ ଦଳର କ’ଣ ଖବର? ଏହାକୁ ନେଇ ସୋଶାଲ୍‌ ମିଡିଆରେ ବିଭିନ୍ନ ପ୍ରକାର ମିମ୍ସ ଭାଇରାଲ୍‌ ହେବାକୁ ଲାଗିଲାଣି। ତେବେ ଦେଖନ୍ତୁ ସେହି ମିମ୍ସଗୁଡ଼ିକ। Rahul Gandhi : Amethi is my seat , I am gonna win !! Smriti Irani […]

author-image
Rosalin Rath
ଆଗରେ ଏନ୍‌ଡିଏ ସରକାର: ସୋଶାଲ୍‌ ମିଡିଆରେ ବିପକ୍ଷଙ୍କ ହାଲ୍‌ ବେହାଲ୍‌

22

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଲାଣି। ଭୋଟ୍‌ ଗଣତି ଚାଲୁଥିବା ସମୟରେ ଏନ୍‌ଡିଏ ସରକାର ଆଗରେ ଥିବା ଜଣାପଡ଼ିଛି। କିନ୍ତୁ ଏବେ ବିପକ୍ଷ ଦଳର କ’ଣ ଖବର? ଏହାକୁ ନେଇ ସୋଶାଲ୍‌ ମିଡିଆରେ ବିଭିନ୍ନ ପ୍ରକାର ମିମ୍ସ ଭାଇରାଲ୍‌ ହେବାକୁ ଲାଗିଲାଣି। ତେବେ ଦେଖନ୍ତୁ ସେହି ମିମ୍ସଗୁଡ଼ିକ।

Advertisment

Advertisment

View this post on Instagram

2 Cheez Hi Chalegi 😍 #rvcjinsta

A post shared by RVCJ Media (@rvcjinsta) on