22
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଲାଣି। ଭୋଟ୍ ଗଣତି ଚାଲୁଥିବା ସମୟରେ ଏନ୍ଡିଏ ସରକାର ଆଗରେ ଥିବା ଜଣାପଡ଼ିଛି। କିନ୍ତୁ ଏବେ ବିପକ୍ଷ ଦଳର କ’ଣ ଖବର? ଏହାକୁ ନେଇ ସୋଶାଲ୍ ମିଡିଆରେ ବିଭିନ୍ନ ପ୍ରକାର ମିମ୍ସ ଭାଇରାଲ୍ ହେବାକୁ ଲାଗିଲାଣି। ତେବେ ଦେଖନ୍ତୁ ସେହି ମିମ୍ସଗୁଡ଼ିକ।
Advertisment
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/22-9.jpg)