Advertisment

ଶିବ ମନ୍ଦିରରେ ଖେଳୁଛନ୍ତି ସାପ-କଇଁଚ୍ଛ; ଦେଖନ୍ତୁ ଭିଡିଓ

ଗଜପତି: ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ସାପ ଏବଂ କଇଁଚ୍ଛ ଖେଳୁଥିବାର ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ହସ୍ପିଟାଲ ଛକରେ ଥିବା ଅର୍ଦ୍ଧନାରୀଶ୍ୱର ମନ୍ଦିରରେ ଏମିତି ଏକ ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା। କଇଁଚ୍ଛଙ୍କ ଗହଣରେ ନାଗ ସାପ ଖେଳିବାର ଅଭୂତପୂର୍ବ ଦୃଶ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିଭାବ ସୃଷ୍ଟି କରିଥିଲା। ସାପ ଏବଂ କଇଁଚ୍ଛଙ୍କ ଖେଳ ଦେଖିବାକୁ ମନ୍ଦିରରେ ଶହ ଶହ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ଶ୍ରାବଣ ସୋମବାର ହୋଇଥିବାରୁ ପ୍ରଭୁ ମହାଦେବଙ୍କ ପ୍ରିୟ […]

ଶିବ ମନ୍ଦିରରେ ଖେଳୁଛନ୍ତି ସାପ-କଇଁଚ୍ଛ; ଦେଖନ୍ତୁ ଭିଡିଓ

a11

Advertisment

ଗଜପତି: ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ସାପ ଏବଂ କଇଁଚ୍ଛ ଖେଳୁଥିବାର ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ହସ୍ପିଟାଲ ଛକରେ ଥିବା ଅର୍ଦ୍ଧନାରୀଶ୍ୱର ମନ୍ଦିରରେ ଏମିତି ଏକ ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା। କଇଁଚ୍ଛଙ୍କ ଗହଣରେ ନାଗ ସାପ ଖେଳିବାର ଅଭୂତପୂର୍ବ ଦୃଶ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିଭାବ ସୃଷ୍ଟି କରିଥିଲା।

Advertisment

ସାପ ଏବଂ କଇଁଚ୍ଛଙ୍କ ଖେଳ ଦେଖିବାକୁ ମନ୍ଦିରରେ ଶହ ଶହ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ଶ୍ରାବଣ ସୋମବାର ହୋଇଥିବାରୁ ପ୍ରଭୁ ମହାଦେବଙ୍କ ପ୍ରିୟ ନାଗସାପ କଇଁଚ୍ଛଙ୍କ ସହ ଖେଳିବା ଘଟଣାକୁ ଅଲୌକିକ ଦୃଶ୍ୟ ବୋଲି ଲୋକେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe