Advertisment

ମିଲଖା ସିଂହଙ୍କ ପାଇଁ ଟ୍ୱିଟ୍ କରି ଟ୍ରୋଲର ଶିକାର ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭାରତବର୍ଷକୁ ଯେଉଁ କେତେ ଜଣ ବିଶ୍ୱ ଦରବାରରେ ଗର୍ବିତ କରାଇଛନ୍ତି ସେମାନଙ୍କ ମଧ୍ୟରୁ ମିଲଖା ସିଂହ ଅନ୍ୟତମ। ତାଙ୍କ ବିୟୋଗ ସାରା ଭାରଷବର୍ଷ ପାଇଁ ଅପୁରଣୀୟ କ୍ଷତି। ଏହି ସମୟରେ ଅନେକ ବ୍ୟକ୍ତି ଟ୍ୱିଟ୍ କରି ନିଜର ମତାମତ ରଖୁଥିବା ବେଳେ ଶୋକ ପ୍ରକାଶ କରିଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମିଲଖା ସିଂହକୁ ନେଇ ଏକ ଟ୍ୱିଟ୍ କରିଛନ୍ତି। ହେଲେ ରାହୁଲ ତାଙ୍କ ଟ୍ୱିଟ୍ ପାଇଁ ଟ୍ରୋଲ ହୋଇଛନ୍ତି। ସୋଶାଲ ମିଡିଆ […]

କରୋନାକୁ ରୋକିବାର ଏକମାତ୍ର ବିକଳ୍ପ ଦେଶବ୍ୟାପୀ ଲକଡାଉନ: ରାହୁଲ ଗାନ୍ଧି

Rahul

Advertisment

ନୂଆଦିଲ୍ଲୀ: ଭାରତବର୍ଷକୁ ଯେଉଁ କେତେ ଜଣ ବିଶ୍ୱ ଦରବାରରେ ଗର୍ବିତ କରାଇଛନ୍ତି ସେମାନଙ୍କ ମଧ୍ୟରୁ ମିଲଖା ସିଂହ ଅନ୍ୟତମ। ତାଙ୍କ ବିୟୋଗ ସାରା ଭାରଷବର୍ଷ ପାଇଁ ଅପୁରଣୀୟ କ୍ଷତି। ଏହି ସମୟରେ ଅନେକ ବ୍ୟକ୍ତି ଟ୍ୱିଟ୍ କରି ନିଜର ମତାମତ ରଖୁଥିବା ବେଳେ ଶୋକ ପ୍ରକାଶ କରିଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମିଲଖା ସିଂହକୁ ନେଇ ଏକ ଟ୍ୱିଟ୍ କରିଛନ୍ତି। ହେଲେ ରାହୁଲ ତାଙ୍କ ଟ୍ୱିଟ୍ ପାଇଁ ଟ୍ରୋଲ ହୋଇଛନ୍ତି।

Advertisment

ସୋଶାଲ ମିଡିଆ ୟୁଜର କହିଛନ୍ତି ରାହୁଲ ଗାନ୍ଧୀ ଭୁଲ୍ ଟ୍ୱିଟ୍ କରିଛନ୍ତି। ଇଣ୍ଡିଆ ସହିତ Her ଲେଖିଛନ୍ତି। ଯାହାକି ଇଣ୍ଡିଆର ଜେଣ୍ଡରକୁ ପରିବର୍ତ୍ତନ କରିଛି। ରାହୁଲ ଗାନ୍ଧୀ ଭୁଲ ଇଂରାଜୀ ଲେଖିଛନ୍ତି। ଏହି ୟୁଜର କହିଛନ୍ତି ରାହୁଲ His ଲେଖିବା କଥା।

https://twitter.com/BabaSherloc/status/1406126165836722177?s=20

https://twitter.com/lalitksharma/status/1406108096544460800?s=20

ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ରାହୁଲ ଗାନ୍ଧୀ ଶଶୀ ଥରୁରଙ୍କ ପାଖରୁ ଇଂରାଜୀ ଶିଖିଛନ୍ତି। ସେଥିପାଇଁ ରାହୁଲ ମିଲଖାଙ୍କୁ ମହିଳା ବୋଲି ଉଲ୍ଲେଖ କରିଛନ୍ତି ରାହୁଲ।

Advertisment

ସୂଚନାଯୋଗ୍ୟ, ଦେଶକୁ ନେଇ କୌଣସି ଜେଣ୍ଡର ବି ଲିଙ୍ଗ ନିର୍ଦ୍ଧାରଣ ହୁଏ ନାହିଁ। କେବଳ ଦେଶର ନାଗରିକଙ୍କ କ୍ଷେତ୍ରରେ ଏହି ଜେଣ୍ଡର ବ୍ୟବହାର ହୁଏ। ଭାରତକୁ ସାଧାରଣତଃ ଭାରତକୁ ମଦରଲ୍ୟାଣ୍ଡ ବୋଲି କୁହାଯାଏ। ସେହିପରି ଜର୍ମାନୀରେ ଦେଶକୁ ଫାଦରଲ୍ୟାଣ୍ଡ ବୋଲି କୁହାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe