କୁକୁର ଗାଉଛି ରାନୁ ମଣ୍ଡଳଙ୍କ ଗୀତ ‘ତେରୀ ମେରୀ କାହାନୀ’

ନୂଆଦିଲ୍ଲୀ : ହିମେଶ ରେଶମିୟାଙ୍କ ଫିଲ୍ମ ହାପି ହାର୍ଡି ଆଣ୍ଡ ହୀର୍ ଫିଲ୍ମରେ ରାନୁ ମଣ୍ଡଳଙ୍କ ଗାଇଥିବା ତେରୀ ମେରୀ କାହାନୀ ଗୀତଟି ଖୁବ୍‌ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ଏହି ଗୀତଟି ପୁଣି ଥରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟିକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ। କିନ୍ତୁ ଭାଇରାଲ୍‌ ହେଉଥିବା ଭିଡିଓରେ ରାନୁ ନୁହେଁ, ତାଙ୍କ ଗୀତଟିକୁ ଗୋଟିଏ କୁକୁର ଗାଉଛି। ସୋଶାଲ ମିଡିଆରେ ଭିଡିଓଟି ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ […]

dog

dog

Puspanjali Panda
  • Published: Wednesday, 15 January 2020
  • Updated: 15 January 2020, 05:35 PM IST

Sports

Latest News

ନୂଆଦିଲ୍ଲୀ : ହିମେଶ ରେଶମିୟାଙ୍କ ଫିଲ୍ମ ହାପି ହାର୍ଡି ଆଣ୍ଡ ହୀର୍ ଫିଲ୍ମରେ ରାନୁ ମଣ୍ଡଳଙ୍କ ଗାଇଥିବା ତେରୀ ମେରୀ କାହାନୀ ଗୀତଟି ଖୁବ୍‌ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ଏହି ଗୀତଟି ପୁଣି ଥରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟିକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ। କିନ୍ତୁ ଭାଇରାଲ୍‌ ହେଉଥିବା ଭିଡିଓରେ ରାନୁ ନୁହେଁ, ତାଙ୍କ ଗୀତଟିକୁ ଗୋଟିଏ କୁକୁର ଗାଉଛି। ସୋଶାଲ ମିଡିଆରେ ଭିଡିଓଟି ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି।

ଏହି ଭିଡିଓଟିକୁ ଫେସବୁକ୍‌ରେ ପୋଷ୍ଟ କରାଯାଇଛି। ଯାହାକୁ ୟୁଜର୍‌ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଲୋକ ହାର୍‌ମୋନିଅମ୍‌ ବଜାଇ ରାନୁଙ୍କର ଗୀତ ଗାଉଛି। ସାଥୀରେ କୁକୁରଟି ବି ତାଙ୍କ ସହ ତାଳ ମିଳେଇବା ପାଇଁ ଚେଷ୍ଟା କରୁଛି। ଭିଡିଓଟି ଦେଖିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ହସ ମଧ୍ୟ ଲାଗୁଛି। କିନ୍ତୁ ଏହା ସତ।

https://www.facebook.com/memekesto2.0/videos/2443334282594899/

ଭାଇରାଲ୍‌ ହେଉଥିବା ଏହି ଭିଡିଓଟିକୁ ‘ଅର୍ଲି ମର୍ଣ୍ଣି ରିଆଜ୍‌’ କ୍ୟାପସନ୍‌ ଦେଇ ଫେସବୁକ୍‌ରେ ପୋଷ୍ଟ କରାଯାଇଛି। ସୋଶାଲ ମିଡିଆରେ ୟୁଜର୍‌ କୁକୁରଟିକୁ ବେଶ୍‌ ପ୍ରଶଂସା କରୁଛନ୍ତି।

କିଛି ୟୁଜର୍‌ ଏହାକୁ ଏବର୍ଷର ସବୁଠାରୁ ମଜାଦାର ଭିଡିଓ ବୋଲି କହି କମେଣ୍ଟ ଦେଇଛନ୍ତି। ୧୨ ଜାନୁଆରୀରେ ଭିଡିଓଟିକୁ ପୋଷ୍ଟ କରାଯାଇଥିଲା। ଯାହାକୁ ଏପର୍ଯ୍ୟନ୍ତ ୧.୩ ନିୟୁତରୁ ଅଧିକ ୟୁଜର ଦେଖିସାରିଲେଣି। ଏହା ସହିତ ଭିଡିଓଟିକୁ ୩୫ ହଜାର ଶେଆର୍‌ ଓ ୯ ହଜାରରୁ ଅଧିକ ଲାଇକ୍‌ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story