Advertisment

ମାଛ ପିଉଛି ଥଣ୍ଡା ବିୟର...

ଆଜିକାଲି ସୋଶାଲ ମିଡିଆରେ ଖୁବ୍ ମଜାଦାର ଭିଡିଓ ସବୁ ଭାଇରାଲ ହେଉଛି। ଏହି କ୍ରମରେ ମାଛକୁ ବିୟର ପିଉଥିବା ଦେଖିବାକୁ ମିଳିଛି। ଭିଡିଓଟି ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଗୋଟିଏ ତୃଷାର୍ତ୍ତ ମାଛ ଖୁବ୍ ଆଗ୍ରହର ସହ ବିୟର ପିଉଥିବା ଦେଖିବାକୁ ମିଳିଛି। ଧୁ ଧୁ ଖରାରେ ବୋଟ୍ କଡ଼କୁ ଆସି ଜଣେ ବ୍ୟକ୍ତିଙ୍କ ହାତରୁ କିଭଳି ଥଣ୍ଡା ବିୟର ପିଇଯାଉଛି ମାଛଟି ଆପଣ ଭିଡିଓରେ ଦେଖିପାରିବେ। ଭିଡିଓଟିକୁ ଆଇଏଫଏସ ସୁଶାନ୍ତ ନନ୍ଦ ନିଜ […]

author-image
Pragnya Choudhury
ମାଛ ପିଉଛି ଥଣ୍ଡା ବିୟର...

representative-pic

ଆଜିକାଲି ସୋଶାଲ ମିଡିଆରେ ଖୁବ୍ ମଜାଦାର ଭିଡିଓ ସବୁ ଭାଇରାଲ ହେଉଛି। ଏହି କ୍ରମରେ ମାଛକୁ ବିୟର ପିଉଥିବା ଦେଖିବାକୁ ମିଳିଛି। ଭିଡିଓଟି ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

Advertisment

ଭିଡିଓରେ ଗୋଟିଏ ତୃଷାର୍ତ୍ତ ମାଛ ଖୁବ୍ ଆଗ୍ରହର ସହ ବିୟର ପିଉଥିବା ଦେଖିବାକୁ ମିଳିଛି। ଧୁ ଧୁ ଖରାରେ ବୋଟ୍ କଡ଼କୁ ଆସି ଜଣେ ବ୍ୟକ୍ତିଙ୍କ ହାତରୁ କିଭଳି ଥଣ୍ଡା ବିୟର ପିଇଯାଉଛି ମାଛଟି ଆପଣ ଭିଡିଓରେ ଦେଖିପାରିବେ। ଭିଡିଓଟିକୁ ଆଇଏଫଏସ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

ଭିଡିଓଟି ଶେୟାର କରି ସୁଶାନ୍ତ ଲେଖିଛନ୍ତି ଯେ, ମାଛ ଭଳି ଆପଣ ବି ପିଅନ୍ତୁ। ଦେଖନ୍ତୁ, ମାଛ କେତେ ଭାଗ୍ୟବାନ ଯେ, ତାଙ୍କୁ ଏଭଳି ଟାଣ ଖରା ସମୟରେ ଥଣ୍ଡା ବିୟର ପିଉଛି।

Advertisment

ମାଛର ଏଭଳି ବିୟର ପିଇବା ଭିଡିଓକୁ ସୋଶାଲ ମିଡିଆ ୟୁଜର୍ସ ଖୁବ୍ ପସନ୍ଦ କରୁଛନ୍ତି। ଏହାସହ ଅନେକ ଲାଇକ୍, ମଜାଦାର କମେଣ୍ଟ ସହ ଶେୟାର ମଧ୍ୟ କରାଯାଉଛି।