ନାଇଜେରୀୟ ଯୁବକ ଗାଇଲେ ଶାହରୁଖ୍‌ଙ୍କ ଗୀତ, ଭିଡିଓ ହେଲା ଭାଇରାଲ୍

ମୁମ୍ୱାଇ: ବଲିଉଡ୍‌ ଷ୍ଟାର୍‌ ଶାହରୁଖ୍ ଖାନ୍‌ଙ୍କ ଫ୍ୟାନ୍ ଫଲୋଇଂ କେବଳ ଭାରତରେ ନୁହେଁ, ସାରା ଦୁନିଆରେ ରହିଛି। ତାଙ୍କର ଡାଏଲଗ୍‌ ସହିତ ତାଙ୍କ ଅଭିନୀତ ଅନେକ ଫିଲ୍ମର ଗୀତ ମଧ୍ୟ ସାରା ବିଶ୍ୱରେ ପପୁଲାର୍ ହୋଇ ରହିଛି। ଶାହରୁଖଙ୍କ ଫିଲ୍ମର ଗୀତ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ନ ହସି ରହିପାରିବେ ନାହିଁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଗୀତକୁ କୌଣସି ଭାରତୀୟ ନୁହେଁ, ବରଂ […]

naejerian-boy

naejerian-boy

Puspanjali Panda
  • Published: Tuesday, 25 December 2018
  • Updated: 25 December 2018, 05:33 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଷ୍ଟାର୍‌ ଶାହରୁଖ୍ ଖାନ୍‌ଙ୍କ ଫ୍ୟାନ୍ ଫଲୋଇଂ କେବଳ ଭାରତରେ ନୁହେଁ, ସାରା ଦୁନିଆରେ ରହିଛି। ତାଙ୍କର ଡାଏଲଗ୍‌ ସହିତ ତାଙ୍କ ଅଭିନୀତ ଅନେକ ଫିଲ୍ମର ଗୀତ ମଧ୍ୟ ସାରା ବିଶ୍ୱରେ ପପୁଲାର୍ ହୋଇ ରହିଛି।

ଶାହରୁଖଙ୍କ ଫିଲ୍ମର ଗୀତ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ନ ହସି ରହିପାରିବେ ନାହିଁ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଗୀତକୁ କୌଣସି ଭାରତୀୟ ନୁହେଁ, ବରଂ ଏହାକୁ ଗାଉଛନ୍ତି ଜଣେ ନାଇଜେରିୟ ଯୁବକ। ଶାହରୁଖ୍‌ଙ୍କ ଗୀତ କଲ୍‌ ହୋ ନା ହୋ ବହୁତ ପପୁଲାର୍‌। ଯାହାକୁ ନାଇଜେରିଆର ଦୁଇ ତିନିଜଣ ଗାଉଥିବାର ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।

ଏହି ଗୀତଟିକୁ ସୋନୁ ନିଗମ୍ ଗାଇଥିଲେ। ସୋନୁ ନିଗମ୍‌ ଗାଇଥିବା ଏହି ଗୀତଟିକୁ ନାଇଜେରିୟ ଯୁବକ ଗାଉଥିବାର ଦେଖି ସୋଶାଲ ମିଡିଆରେ ଏହାକୁ କିଛି ୟୁଜର୍ସ ପ୍ରଶଂସା କରିବା ସହିତ ଅନ୍ୟ କିଛି ୟୁଜର୍‌ ମଜାଳିଆ କମେଣ୍ଟ୍ କରିଛନ୍ତି।

https://youtu.be/dk2CiaB51dI

୧ ମିନିଟ୍‌ର ଏହି ଭିଡିଓଟିକୁ ନାଇଜେରିଆନ୍ ଯୁବକ ଅଲି ଗୁଲ୍ ଖାନ୍ ସୋଶାଲ ମିଡିଆରେ ସେୟାର୍‌ କରିଛନ୍ତି। ଯାହାକୁ ୭୫ହଜାରରୁ ଅଧିକ ଲୋକ ଦେଖିଛନ୍ତି।

କିଛି ୟୁଜର୍‌ ଏହି ନାଇଜେରିୟ ଯୁବକଙ୍କ ସ୍ୱରକୁ ପ୍ରଶଂସା କରି ତାଙ୍କୁ ଇଣ୍ଡିଆନ୍ ରିଏଲିଟି ଶୋରେ ଭାଗ ନେବା ପାଇଁ କମେଣ୍ଟ୍‌ରେ ଲେଖିଛନ୍ତି। ଆଉ ଜଣେ ୟୁଜର୍ ଲେଖିଛନ୍ତି, “ଏହି ଯୁବକର ସ୍ୱର ସୋନୁ ନିଗମ୍‌ଙ୍କ ସହିତ ମେଳ ଖାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story