Advertisment

୪ ବିଲେଇଙ୍କ ସହିତ ଲଢ଼େଇ କରୁଛି ନାଗ ସାପ, ଭିଡିଓ ଭାଇରାଲ୍‌

ମୁମ୍ୱାଇ : ଗୋଟିଏ ନାଗ ସାପକୁ ଘେରିଛନ୍ତି ଚାରିଟି ବିଲେଇ। ଚାଲିଛି ସାପ ବିଲେଇ ଲଢ଼େଇ। ସାପ ଫଣା ଟେକି ଚୋଟ ମାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଲେଇମାନେ ତାକୁ ଯିବାକୁ ଦେଉନାହାନ୍ତି। ଏହିପରି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓଟିକୁ ବଲିଉଡ୍‌ ଅଭିନେତା ନୀଲ୍‌ ନୀତିଶ୍‌ ମୁକେଶ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍‌ କରିଛନ୍ତି। ଫିଲ୍ମ ‘ବାଇପାସ୍‌ ରୋଡ୍‌’ର ସୁଟିଂ କରିବାକୁ ଯିବା ସମୟରେ ନୀଲ୍‌ ଏହି ଦୃଶ୍ୟ ଦେଖିଥିଲେ। ଦେଖିବାର […]

୪ ବିଲେଇଙ୍କ ସହିତ ଲଢ଼େଇ କରୁଛି ନାଗ ସାପ, ଭିଡିଓ ଭାଇରାଲ୍‌

cccc

Advertisment

ମୁମ୍ୱାଇ : ଗୋଟିଏ ନାଗ ସାପକୁ ଘେରିଛନ୍ତି ଚାରିଟି ବିଲେଇ। ଚାଲିଛି ସାପ ବିଲେଇ ଲଢ଼େଇ। ସାପ ଫଣା ଟେକି ଚୋଟ ମାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଲେଇମାନେ ତାକୁ ଯିବାକୁ ଦେଉନାହାନ୍ତି। ଏହିପରି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଏହି ଭିଡିଓଟିକୁ ବଲିଉଡ୍‌ ଅଭିନେତା ନୀଲ୍‌ ନୀତିଶ୍‌ ମୁକେଶ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍‌ କରିଛନ୍ତି। ଫିଲ୍ମ ‘ବାଇପାସ୍‌ ରୋଡ୍‌’ର ସୁଟିଂ କରିବାକୁ ଯିବା ସମୟରେ ନୀଲ୍‌ ଏହି ଦୃଶ୍ୟ ଦେଖିଥିଲେ। ଦେଖିବାର ତୁରନ୍ତ ପରେ ସେ ଏହାର ଭିଡିଓ ରେକର୍ଡ କରି ଇନଷ୍ଟାଗ୍ରାମ୍‌ରେ ଶେଆର୍‌ କରିଥିଲେ ବୋଲି କହିଛନ୍ତି।

https://www.instagram.com/p/B2Zg2kSH1Eu/?utm_source=ig_web_copy_link

ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୭ ହଜାର ଲୋକେ ଦେଖି ସାରିଛନ୍ତି। ଭିଡିଓଟି ଶେଆର ହେବା ପରେ ବନ୍ୟପ୍ରାଣୀ ବିଭାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି ବୋଲି ନୀଲ୍‌ କନଫର୍ମ କରିଛନ୍ତି।

Advertisment

ନୀଲ୍‌ ନୀତେଶ ମୁକେଶଙ୍କ ଫିଲ୍ମ ‘ବାଇପାସ୍‌ ରୋଡ୍‌’ ୨୦୧୯ ଶେଷ ଆଡ଼କୁ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ନୀଲ୍‌ଙ୍କର ଭାଇ ନମନ୍‌ ନୀତିନ୍‌ ମୁକେଶ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଆଲିବାଗ ଓ ଲୋନାୱାଲାରେ ସୁଟିଂ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe