ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସୋଶାଲ୍ ମିଡିଆରେ ବିଭିନ୍ନ ଫଳ ବା ପରିବାରୁ ଚୋପା ଛଡ଼ାଇବା ଭିଡିଓ ଦେଖିଥିବେ। ବିଭିନ୍ନ ପ୍ରକାର ମେସିନ୍ ହେଉ ବା କୌଣସି ଜିନିଷ, କିଭଳି ଅତି ସହଜରେ ଏବଂ ଶୀଘ୍ର ଚୋପା ଛଡ଼ା ଯାଇପାରିବ ତାହା ଆମେ ଦେଖିଥାଉ। ଏହାକୁ ଦେଖିବାକୁ ଖୁବ୍ ମଜା ଲାଗେ ମଧ୍ୟ।
ପ୍ରାୟତଃ ରସୁଣରୁ ଚୋପା ଛଡ଼ାଇବା ବହୁତ ବିରକ୍ତିକର କାମ ହୋଇଥାଏ। ଏଥିପାଇଁ ବହୁତ ସମୟ ମଧ୍ୟ ଲାଗିଥାଏ। କିନ୍ତୁ ଭିଡିଓରେ ବ୍ୟକ୍ତି ଜଣଙ୍କ କୌଣସି ମେସିନ୍ ନୁହେଁ ଛୁରିରେ ଅତି ସହଜରେ ଏବଂ କମ୍ ସମୟରେ ରସୁଣରୁ ଚୋପା ଛଡ଼ାଇ ପାରୁଛନ୍ତି। ଏବେ ସୋଶାଲ୍ ମିଡିଆରେ ରସୁଣରୁ ଚୋପା ଛଡ଼ାଇବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଛାଇ ଯାଇଛି। ୧୫ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିବା ସହ ୩ ଲକ୍ଷରୁ ଅଧିକା ଲୋକ ଏହାକୁ ଶେଆର କରିଛନ୍ତି।
ତାହାଲେ ଭିଡିଓ ଦେଖି ଆପଣ ବି ଘରେ ଥରେ ଚେଷ୍ଟା କରି ଦେଖନ୍ତୁ।
https://twitter.com/VPestilenZ/status/1140437217619390465
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ
ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।
Events & Festivals
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କଠାରେ ଲାଗିହେଲା ପହିଲି ଭୋଗ
ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ ହୋଇଛି।
Events & Festivals
ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ଲାଗି ହେଲା ୮୫୧ ପ୍ରକାରର ବ୍ୟଞ୍ଜନ
ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି।
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ
ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି।
Accident
ଦୁଇଟି ବାଇକ୍କୁ ଧକ୍କା ଦେଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୮ ଷଣ୍ଢ ମୃତ
ଦୁଇଟି ବାଇକ୍କୁ ଧକ୍କା ଦେଇ ଏକ ପିକ୍ଅପ୍ ଓଲଟି ପଡ଼ିବାରୁ ୮ ଷଣ୍ଢଙ୍କ ମୃତ୍ୟୁ ଘଟିଛି।