Advertisment

ରସୁଣରୁ ଚୋପା ଛଡ଼ାଇବାର ମଜାଦାର ଉପାୟ, ଆପଣ ଚେଷ୍ଟା କରି ଦେଖିଲେଣି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସୋଶାଲ୍‌ ମିଡିଆରେ ବିଭିନ୍ନ ଫଳ ବା ପରିବାରୁ ଚୋପା ଛଡ଼ାଇବା ଭିଡିଓ ଦେଖିଥିବେ। ବିଭିନ୍ନ ପ୍ରକାର ମେସିନ୍ ହେଉ ବା କୌଣସି ଜିନିଷ, କିଭଳି ଅତି ସହଜରେ ଏବଂ ଶୀଘ୍ର ଚୋପା ଛଡ଼ା ଯାଇପାରିବ ତାହା ଆମେ ଦେଖିଥାଉ। ଏହାକୁ ଦେଖିବାକୁ ଖୁବ୍‌ ମଜା ଲାଗେ ମଧ୍ୟ। ପ୍ରାୟତଃ ରସୁଣରୁ ଚୋପା ଛଡ଼ାଇବା ବହୁତ ବିରକ୍ତିକର କାମ ହୋଇଥାଏ। ଏଥିପାଇଁ ବହୁତ ସମୟ ମଧ୍ୟ ଲାଗିଥାଏ। କିନ୍ତୁ ଭିଡିଓରେ ବ୍ୟକ୍ତି ଜଣଙ୍କ କୌଣସି […]

ରସୁଣରୁ ଚୋପା ଛଡ଼ାଇବାର ମଜାଦାର ଉପାୟ, ଆପଣ ଚେଷ୍ଟା କରି ଦେଖିଲେଣି କି?

g11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସୋଶାଲ୍‌ ମିଡିଆରେ ବିଭିନ୍ନ ଫଳ ବା ପରିବାରୁ ଚୋପା ଛଡ଼ାଇବା ଭିଡିଓ ଦେଖିଥିବେ। ବିଭିନ୍ନ ପ୍ରକାର ମେସିନ୍ ହେଉ ବା କୌଣସି ଜିନିଷ, କିଭଳି ଅତି ସହଜରେ ଏବଂ ଶୀଘ୍ର ଚୋପା ଛଡ଼ା ଯାଇପାରିବ ତାହା ଆମେ ଦେଖିଥାଉ। ଏହାକୁ ଦେଖିବାକୁ ଖୁବ୍‌ ମଜା ଲାଗେ ମଧ୍ୟ।

Advertisment

ପ୍ରାୟତଃ ରସୁଣରୁ ଚୋପା ଛଡ଼ାଇବା ବହୁତ ବିରକ୍ତିକର କାମ ହୋଇଥାଏ। ଏଥିପାଇଁ ବହୁତ ସମୟ ମଧ୍ୟ ଲାଗିଥାଏ। କିନ୍ତୁ ଭିଡିଓରେ ବ୍ୟକ୍ତି ଜଣଙ୍କ କୌଣସି ମେସିନ୍‌ ନୁହେଁ ଛୁରିରେ ଅତି ସହଜରେ ଏବଂ କମ୍‌ ସମୟରେ ରସୁଣରୁ ଚୋପା ଛଡ଼ାଇ ପାରୁଛନ୍ତି। ଏବେ ସୋଶାଲ୍‌ ମିଡିଆରେ ରସୁଣରୁ ଚୋପା ଛଡ଼ାଇବା ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଛାଇ ଯାଇଛି। ୧୫ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିବା ସହ ୩ ଲକ୍ଷରୁ ଅଧିକା ଲୋକ ଏହାକୁ ଶେଆର କରିଛନ୍ତି।

Advertisment

ତାହାଲେ ଭିଡିଓ ଦେଖି ଆପଣ ବି ଘରେ ଥରେ ଚେଷ୍ଟା କରି ଦେଖନ୍ତୁ।

https://twitter.com/VPestilenZ/status/1140437217619390465

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe