Advertisment

ଟିକ୍‌ଟକ୍‌ରେ ଛାଇଯାଇଛନ୍ତି ବିରାଟ୍‌!

ନୂଆଦିଲ୍ଲୀ: କ୍ରିକେଟ୍‌ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଜଲୱା କିଏ ବା ନଦେଖିଛି। କିନ୍ତୁ ଟିକ୍‌ଟକ୍‌ରେ ବି ଛାଇ ଯାଇଛନ୍ତି ବିରାଟ। ଦ୍ୱନ୍ଦ୍ୱରେ ପଡ଼ିଗଲେ କି? ନା, ଆମେ ଏଠି କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ କହୁନୁ। ଆମେ କହୁଛୁ ଗୌରବ ଅରୋରାଙ୍କ ବିଷୟରେ, ଯିଏ ଦେଖିବାକୁ ବିରାଟଙ୍କ ପରି।  ଟିକ୍‌ଟକ୍‌ରେ ତାଙ୍କର ୪୦ ଲକ୍ଷରୁ ଅଧିକ ଫଲୋଅର୍ ଅଛନ୍ତି। ସେ ଶେଆର କରୁଥିବା ଭିଡିଓ ଗୁଡ଼ିକୁ ଲକ୍ଷ ଲକ୍ଷ ଲାଇକ୍ ମିଳୁଛି। ବିରାଟଙ୍କ […]

ଟିକ୍‌ଟକ୍‌ରେ ଛାଇଯାଇଛନ୍ତି ବିରାଟ୍‌!

z11

Advertisment

ନୂଆଦିଲ୍ଲୀ: କ୍ରିକେଟ୍‌ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଜଲୱା କିଏ ବା ନଦେଖିଛି। କିନ୍ତୁ ଟିକ୍‌ଟକ୍‌ରେ ବି ଛାଇ ଯାଇଛନ୍ତି ବିରାଟ। ଦ୍ୱନ୍ଦ୍ୱରେ ପଡ଼ିଗଲେ କି? ନା, ଆମେ ଏଠି କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ କହୁନୁ। ଆମେ କହୁଛୁ ଗୌରବ ଅରୋରାଙ୍କ ବିଷୟରେ, ଯିଏ ଦେଖିବାକୁ ବିରାଟଙ୍କ ପରି।  ଟିକ୍‌ଟକ୍‌ରେ ତାଙ୍କର ୪୦ ଲକ୍ଷରୁ ଅଧିକ ଫଲୋଅର୍ ଅଛନ୍ତି। ସେ ଶେଆର କରୁଥିବା ଭିଡିଓ ଗୁଡ଼ିକୁ ଲକ୍ଷ ଲକ୍ଷ ଲାଇକ୍ ମିଳୁଛି।

Advertisment

publive-image

ବିରାଟଙ୍କ ଭଳି ଦେଖା ଯାଉଥିବା ଗୌରବଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୁହଁ ବିରାଟଙ୍କ ମୁହଁ ସହିତ ପ୍ରାୟ ମିଶି ଯାଉଥିବାରୁ ଅନେକ ଲୋକ ତାଙ୍କୁ ଫଲୋ କରୁଛନ୍ତି। ସେ ବିରାଟଙ୍କ ଭଳି ଦାଢ଼ି ବି ରଖିଛନ୍ତି।

publive-image

ଗୌରବ ଅଧିକାଂଶ ସମୟରେ ଟିମ୍‌ ଇଣ୍ଡିଆର ଜର୍ସି ପିନ୍ଧି ଟିକ୍‌ଯକ୍‌ ଭିଡିଓ ପ୍ରସ୍ତୁତ କରୁଛନ୍ତି। ବେଳେବେଳେ ତାଙ୍କ ସାଙ୍ଗମାନଙ୍କ ସହ ଭିଡିଓ କରି ସେ ପୋଷ୍ଟ୍‌ କରୁଛନ୍ତି। ତାଙ୍କ ଭିଡିଓଗୁଡ଼ିକ ଲୋକଙ୍କୁ ବେଶ୍ ପସନ୍ଦ ବି ଆସୁଛନ୍ତି।

Advertisment

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe