Advertisment

କହିଲେ ଦେଖି, ମୁହଁ ପରି ଦେଖାଯାଉଥିବା ଏହି ଜିନିଷଟି କ'ଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛିଦିନ ହେବ ଏକ ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି। ବେଶ୍ ଅଧିକ ଲାଇକ୍, କମେଣ୍ଟ,  ଶେଆର ମଧ୍ୟ ପାଇସାରିଲାଣି ଏହି ଭିଡିଓ। ଆପଣ ବି ପ୍ରଥମେ ଦେଖିଲେ, କିଛି ସମୟ ଭାବିବେ, ଏହା କ’ଣ? କିନ୍ତୁ ପରେ ଜାଣିବେ, ଏହା ଏକ ମନି ପର୍ସର ଭିଡିଓ। ଯୁବତୀ ଓ ମହିଳାମାନଙ୍କର ପର୍ସ ପ୍ରତି ଦୁର୍ବଳତା ଥାଏ। ଏଥିଲାଗି ସେମାନେ ଭଳିକି ଭଳି ପର୍ସ କିଣିଥାନ୍ତି। ହେଲେ ଆଜି ଆମେ […]

ଅଦ୍ୟତନ ହୋଇଛି
କହିଲେ ଦେଖି, ମୁହଁ ପରି ଦେଖାଯାଉଥିବା ଏହି ଜିନିଷଟି କ'ଣ?

mouth

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛିଦିନ ହେବ ଏକ ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି। ବେଶ୍ ଅଧିକ ଲାଇକ୍, କମେଣ୍ଟ,  ଶେଆର ମଧ୍ୟ ପାଇସାରିଲାଣି ଏହି ଭିଡିଓ। ଆପଣ ବି ପ୍ରଥମେ ଦେଖିଲେ, କିଛି ସମୟ ଭାବିବେ, ଏହା କ’ଣ? କିନ୍ତୁ ପରେ ଜାଣିବେ, ଏହା ଏକ ମନି ପର୍ସର ଭିଡିଓ।

Advertisment

ଯୁବତୀ ଓ ମହିଳାମାନଙ୍କର ପର୍ସ ପ୍ରତି ଦୁର୍ବଳତା ଥାଏ। ଏଥିଲାଗି ସେମାନେ ଭଳିକି ଭଳି ପର୍ସ କିଣିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ପର୍ସର ଭିଡିଓ ଦେଖାଇବୁ, ଯାହା ଆପଣ କେବେ ସ୍ୱପ୍ନରେ ବି ଭାବି ନ ଥିବେ। ପୁରୁଷଙ୍କ ମୁହଁ ଆକୃତିରେ ତିଆରି ହୋଇଛି ଏହି ପର୍ସ।

ଭିଡିଓରେ ଜଣେ ପୁରୁଷଙ୍କର ମୁହଁ ଖୋଲୁଛି। ପରେ ଦାନ୍ତ ମଧ୍ୟ ଖୋଲୁଛି ଓ ଏହାପରେ ତା’ ଭିତରେ ଟଙ୍କା ରଖାଯାଉଛି। ପ୍ରଥମେ ଏହି ଭିଡିଓଟିକୁ ଟ୍ୱିଟରରେ ଶେଆର କରାଯାଇଥିଲା। ପରେ ଏହା ଧିରେ ଧିରେ ଏହା ଭାଇରାଲ୍‌ ହେବାରେ ଲାଗିଲା। ଭିଡିଓଟିକୁ ଯେ କେହି ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହେଇଯାଉଛି। ଆପଣ ବି ଏହି  ଭିଡିଓଟିକୁ ଥରେ ଦେଖନ୍ତୁ  ।

Advertisment

https://twitter.com/44doooo/status/1134776852784877569

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe