Advertisment

ଅଜବ ସଉକ୍‌ ଦେଖଲେ ନ ହସି ରହି ପାରିବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମସ୍ତଙ୍କର କିଛି ନା କିଛି ସଉକ୍‌ ରହିଛି।। ଆଉ ସଉକ୍‌ ରହିବା ବି ଭଲ। କିନ୍ତୁ ବେଳେ ବେଳେ କିଛି ଅଜବ ସଉକ୍‌ ଦେଖି ଆମକୁ ଲାଗେ ନା ସଉକ୍‌ ହେବତ ଏମିତି ନଚେତ୍‌ ନ ହେବା ଭଲ।  ସେମାନେ ନ ହେବା ଜିନିଷକୁ କରି ଦେଖାଇ ଦେବେ।  ଏହା ଦେଖି ଆପଣ ଭାବିବେ ସତେ ତ ଏପରି ହୋଇ ପାରିଥାନ୍ତା।  ଏହା ଟାଲେଣ୍ଟ୍‌ଠୁ କୌଣସି ଗୁଣରେ କମ୍‌ ନୁହେଁ। ଆମେ ଆଜି ଆପଣଙ୍କୁ ସେମିତି […]

author-image
Sangita Sahoo
ଅଜବ ସଉକ୍‌ ଦେଖଲେ ନ ହସି ରହି ପାରିବେ ନାହିଁ

laughing-1..

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମସ୍ତଙ୍କର କିଛି ନା କିଛି ସଉକ୍‌ ରହିଛି।। ଆଉ ସଉକ୍‌ ରହିବା ବି ଭଲ। କିନ୍ତୁ ବେଳେ ବେଳେ କିଛି ଅଜବ ସଉକ୍‌ ଦେଖି ଆମକୁ ଲାଗେ ନା ସଉକ୍‌ ହେବତ ଏମିତି ନଚେତ୍‌ ନ ହେବା ଭଲ।  ସେମାନେ ନ ହେବା ଜିନିଷକୁ କରି ଦେଖାଇ ଦେବେ।  ଏହା ଦେଖି ଆପଣ ଭାବିବେ ସତେ ତ ଏପରି ହୋଇ ପାରିଥାନ୍ତା।  ଏହା ଟାଲେଣ୍ଟ୍‌ଠୁ କୌଣସି ଗୁଣରେ କମ୍‌ ନୁହେଁ।

Advertisment

ଆମେ ଆଜି ଆପଣଙ୍କୁ ସେମିତି କିଛି ଅଜବ ସଉକ୍‌ର ଫଟୋ ଦେଖାଇବୁ । ସତରେ ଆପଣ ବି ଏହା ଦେଖି ନ ହସି ରହିପାରିବେ ନାହିଁ।  କିଛି ଲୋକଙ୍କର ଏମିତି ଅଜବ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।। ଦେଖନ୍ତୁ ଫଟୋ।

publive-image

ପାଣିରେ ବସି ତାସ୍‌ ଖେଳୁଛନ୍ତି

publive-image

ବାଇକ୍‌କୁ ଖରାରୁ ବଞ୍ଚାଇବାକୁ ନିଆର ପ୍ରୟାସ

publive-image

ଡାଟା ଟେବୁଲ୍‌ ଛୋଟ ହେଉଥିବାରୁ ଏମିତି ହେଉଛି ମୋବାଇଲ୍‌ ଚାର୍ଜ

publive-image

ସିପିୟୁରେ ତାଲା