କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନାଚିଲେ ଅନ୍ତେବାସୀ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : କ୍ୱାରେଣ୍ଟାଇନ୍ ସେଣ୍ଟରର ବିଭିନ୍ନ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। କେଉଁଠି ଅନ୍ତେବାସୀ ଟିକ୍‌ଟକ୍ ଓ ଯୋଗ ଅଭ୍ୟାସ କରୁଛନ୍ତି ତ କେଉଁଠାରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି। ଏହିକ୍ରମରେ ବିହାର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ୧୯୬୭ ମସିହାର ହିନ୍ଦୀ ଫିଲ୍ମ ‘ପଡୋସନ୍‌’ରେ ଥିବା ଲୋକପ୍ରିୟ ଗୀତ ‘ଏକ ଚତୁର୍‌ ନାର୍‌ କର୍‌କେ ସିଙ୍ଗାର’ରେ ନାଚୁଥିବାର […]

dddd

dddd

Puspanjali Panda
  • Published: Monday, 08 June 2020
  • Updated: 08 June 2020, 03:07 PM IST

Sports

Latest News

ନୂଆଦିଲ୍ଲୀ : କ୍ୱାରେଣ୍ଟାଇନ୍ ସେଣ୍ଟରର ବିଭିନ୍ନ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। କେଉଁଠି ଅନ୍ତେବାସୀ ଟିକ୍‌ଟକ୍ ଓ ଯୋଗ ଅଭ୍ୟାସ କରୁଛନ୍ତି ତ କେଉଁଠାରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି। ଏହିକ୍ରମରେ ବିହାର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ୧୯୬୭ ମସିହାର ହିନ୍ଦୀ ଫିଲ୍ମ ‘ପଡୋସନ୍‌’ରେ ଥିବା ଲୋକପ୍ରିୟ ଗୀତ ‘ଏକ ଚତୁର୍‌ ନାର୍‌ କର୍‌କେ ସିଙ୍ଗାର’ରେ ନାଚୁଥିବାର ଦେଖିବାକୁ ମିଳିଛି।

ବ୍ୟକ୍ତି ଜଣକ ଗୀତର ପ୍ରକୃତ ହିରୋ ମେହମୁଦ୍‌ଙ୍କର ମିମିକ୍ରି କରିବା ଶୈଳୀ ୟୁଜର୍ସଙ୍କୁ ବେଶ୍‌ ପସନ୍ଦ ଆସିଛି। ଗୀଚରେ ସେ ମେହମୁଦ୍‌ଙ୍କ ପରି ଧଳା ଧୋତି ମଧ୍ୟ ପିନ୍ଧିଛନ୍ତି। ନାଚୁଥିବା ସମୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଅନ୍ୟ ଅନ୍ତେବାସୀମାନେ ତାଙ୍କୁ ତାଳି ମାରି ଉତ୍ସାହିତ କରୁଥିବା ଦେଖାଯାଇଛି।

‘ଏକ ଚତୁର୍‌ ନାର୍‌’ ଗୀତଟିକୁ ଆର୍‌ଡି ବର୍ମନ୍‌ ନିର୍ଦ୍ଦେଶନା ଦେଇଥିଲେ ଏବଂ କିଶୋର କୁମାର, ମନ୍ନା ଦେ ଓ ମେହମୁଦ୍‌ ଏଥିରେ କଣ୍ଠଦାନ କରିଥିଲେ।

ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି। ଏହା ଦିନକୁ ଦିନ ଅଧିକ ଭାଇରାଲ ହେବାରେ ଲାଗିଛି। ସମସ୍ତେ ବ୍ୟକ୍ତି ଜଣଙ୍କର ନାଚକୁ ଖୁବ ପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ବିହାରରେ ୪୭୦୦ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୯ ଜଣଙ୍କର ମୃତ୍ୟୁ ହୋଇଛି।

https://youtu.be/8bSGmaPnji8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story