Advertisment

ପିଠି କୁଣ୍ଡେଇ ଦେଉଛି ଜେସିବି ମେସିନ୍

ବଡ଼ ବଡ଼ ଅଟ୍ଟାଳିକା, ପାଚେରୀ, କୋଠା ତିଆରି ଏବଂ ଭାଙ୍ଗିବା ପାଇଁ ଜେସିବି ମେସିନର ବ୍ୟବହାର ଅନେକ ସମୟରେ ଆପଣମାନେ ଦେଖିଥିବେ। ହେଲେ କେବେ ଦେଖିନଥିବେ ମଣିଷର ପିଠି କୁଣ୍ଡେଇ ଦେଉଥିବ ଜେସିବି ମେସିନ୍। ସୋଶାଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ସୋଶାଲ ମିଡିଆରେ ଏହି ଫଟୋ ଚିତ୍ରକୁ ଦେଖି ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେହି କେହି ଏଭଳି ଖବର ଦେଖି ହସୁଥିବାବେଳେ ଆଉ କେହି କେହି ଏଭଳି କରିବା ବିପଦ […]

ଅଦ୍ୟତନ ହୋଇଛି
ପିଠି କୁଣ୍ଡେଇ ଦେଉଛି ଜେସିବି ମେସିନ୍

JCB

Advertisment

ବଡ଼ ବଡ଼ ଅଟ୍ଟାଳିକା, ପାଚେରୀ, କୋଠା ତିଆରି ଏବଂ ଭାଙ୍ଗିବା ପାଇଁ ଜେସିବି ମେସିନର ବ୍ୟବହାର ଅନେକ ସମୟରେ ଆପଣମାନେ ଦେଖିଥିବେ। ହେଲେ କେବେ ଦେଖିନଥିବେ ମଣିଷର ପିଠି କୁଣ୍ଡେଇ ଦେଉଥିବ ଜେସିବି ମେସିନ୍। ସୋଶାଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହୋଇଛି।

Advertisment

ସୋଶାଲ ମିଡିଆରେ ଏହି ଫଟୋ ଚିତ୍ରକୁ ଦେଖି ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେହି କେହି ଏଭଳି ଖବର ଦେଖି ହସୁଥିବାବେଳେ ଆଉ କେହି କେହି ଏଭଳି କରିବା ବିପଦ ଏବଂ ଦାୟିତ୍ୱହୀନତା ବୋଲି କହିଛନ୍ତି।

ଭିଡିଓରେ ଦେଖାଯାଇଥିବା ଚିତ୍ର ଅନୁଯାୟୀ, ଜେସିବି ପାଖରେ ଜଣେ ବ୍ୟକ୍ତି ଲୁଙ୍ଗି ପିନ୍ଧି ଛିଡ଼ା ହୋଇଛନ୍ତି। ତାଙ୍କ ପିଠି କୁଣ୍ଡେଇ ହେବା ପରେ ପାଖରେ ଥିବା ଗାମୁଛା ଧରି କୁଣ୍ଡେଇବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସନ୍ତୋଷ ନମିଳିବାରୁ ଜେସିବି ମେସିନର ଡ୍ରାଇଭରକୁ କହିଥିଲେ ମେସିନର ଷୁଣ୍ଡକୁ କୁଣ୍ଡେଇ ଦେବା ପାଇଁ। ଏହା ବିପଦଜନକ ହୋଇଥିଲେ ମଧ୍ୟ ଖବରଟି ସତ ହେଲେ ଏହେ କେଉଁଠି ଘଟିଛି ଜଣାପଡ଼ିନି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe