ମାନୁଷୀଙ୍କ ଫଟୋ ଭାଇରାଲ୍‌

ମୁମ୍ବାଇ: ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଉପରେ ଯେଉଁ ଫଟୋଟି ଦେଖୁଛନ୍ତି, ତାହା ସେଇ ଫଟୋ। ଏହି ଫଟୋଟି ଏବେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟିକୁ ପୋଷ୍ଟ୍ କରାଯିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାକୁ ଦୁଇ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିଲେ। ତେବେ ଏହି ଫଟୋଟିରେ କ’ଣ ଫରକ ଦେଖୁଛନ୍ତି ଆପଣ? ମିଳିଥିବା ସୂଚନା ଅନୁଯାୟୀ, ବିନା ‘ମେକ୍ ଅପ୍’ରେ ସେ ଏହି ଫଟୋଟି […]

manushee

manushee

Jitendra Garnayak
  • Published: Wednesday, 29 August 2018
  • Updated: 29 August 2018, 08:28 AM IST

Sports

Latest News

ମୁମ୍ବାଇ: ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଉପରେ ଯେଉଁ ଫଟୋଟି ଦେଖୁଛନ୍ତି, ତାହା ସେଇ ଫଟୋ। ଏହି ଫଟୋଟି ଏବେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟିକୁ ପୋଷ୍ଟ୍ କରାଯିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାକୁ ଦୁଇ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିଲେ।
ତେବେ ଏହି ଫଟୋଟିରେ କ’ଣ ଫରକ ଦେଖୁଛନ୍ତି ଆପଣ? ମିଳିଥିବା ସୂଚନା ଅନୁଯାୟୀ, ବିନା ‘ମେକ୍ ଅପ୍’ରେ ସେ ଏହି ଫଟୋଟି ଉଠାଇଥିଲେ।
ମାନୁଷୀ ସୋଶାଲ୍ ମିଡିଆରେ ଭାରି ଆକ୍ଟିଭ ରହନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୪୦ ଲକ୍ଷରୁ ଅଧିକ ଫଲୋଅର ଅଛନ୍ତି।

[caption id="attachment_268989" align="aligncenter" width="750"]ppp photo credit- instagram[/caption]

ଏହା ପୂର୍ବରୁ ମାନୁଷୀ ରକ୍ଷାବନ୍ଧନ ଅବସରରେ ତାଙ୍କ ଭାଇ ଓ ଭଉଣୀଙ୍କ ସହ ଉଠାଇ ଥିବା ଏକ ଫଟୋ ପୋଷ୍ଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story