Advertisment

ମନ୍ଦିର ବାହାରେ ଭକ୍ତକୁ ଆଶୀର୍ବାଦ ଦେଉଛି କୁକୁର

ଯଦି ଆପଣ ମନ୍ଦିର ଯାଇଥିଲେ ତାହେଲ ଭଗବାନ ବା ପୂଜକ କିମ୍ୱା ପାଖରେ ଉପସ୍ଥିତ ଥିବା ଗୁରୁଜନଙ୍କ ଆଶୀର୍ବାଦ ପାଇଁ ଚେଷ୍ଟା କରିବେ। ହେଲେ କେବେ ଦେଖିଥିଲେ କୁକୁର ଭକ୍ତକୁ ଆଶୀର୍ବାଦ ଦେଉଛି। ଯଦି ବି ଦେଖିଥିବେ ଭାବୁଥିବେ ଏହା ଏଡିଟେଡ୍ ଫଟୋ ହୋଇପାରେ। ହେଲେ ଏବେ ଯେଉଁ ଫଟୋ ଦେଖୁଛନ୍ତି ତାହା ଏଡିଟେଡ ନୁହେଁ ବରଂ ସତ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋ ମୁମ୍ୱାଇ ସିନ୍ଧିବିନାୟକ ମନ୍ଦିରର। ଯେଉଁଠି ମନ୍ଦିର ବାହାରେ ଜଣେ […]

ମନ୍ଦିର ବାହାରେ ଭକ୍ତକୁ ଆଶୀର୍ବାଦ ଦେଉଛି କୁକୁର

devotee

Advertisment

ଯଦି ଆପଣ ମନ୍ଦିର ଯାଇଥିଲେ ତାହେଲ ଭଗବାନ ବା ପୂଜକ କିମ୍ୱା ପାଖରେ ଉପସ୍ଥିତ ଥିବା ଗୁରୁଜନଙ୍କ ଆଶୀର୍ବାଦ ପାଇଁ ଚେଷ୍ଟା କରିବେ। ହେଲେ କେବେ ଦେଖିଥିଲେ କୁକୁର ଭକ୍ତକୁ ଆଶୀର୍ବାଦ ଦେଉଛି। ଯଦି ବି ଦେଖିଥିବେ ଭାବୁଥିବେ ଏହା ଏଡିଟେଡ୍ ଫଟୋ ହୋଇପାରେ। ହେଲେ ଏବେ ଯେଉଁ ଫଟୋ ଦେଖୁଛନ୍ତି ତାହା ଏଡିଟେଡ ନୁହେଁ ବରଂ ସତ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋ ମୁମ୍ୱାଇ ସିନ୍ଧିବିନାୟକ ମନ୍ଦିରର। ଯେଉଁଠି ମନ୍ଦିର ବାହାରେ ଜଣେ ଭକ୍ତକୁ କୁକୁର ଆଶୀର୍ବାଦ ଦେଉଥିବାର ଦେଖିବାକୁ ମିଳିଛି।

Advertisment

ଖାଲି ଏତିକି ନୁହେଁ ଭକ୍ତଙ୍କ ସହ କୁକୁରଟି ହାତ ମିଳାଉଥିବାର ମଧ୍ୟ ନଜିର ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe