କହିଲେ ଦେଖି, ଏଇଟା ମୁହଁ ନା କାନ୍‌ଭାସ୍‌ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଣ୍ଟିଂଟା କେମିତି ହୋଇଛି କୁହନ୍ତୁ ତ ? ଭଲ ଲାଗୁଥିବ ଆଉ କଳାକାରଙ୍କ କଳା ଚାତୁରୀକୁ ଆପଣ ପସନ୍ଦ ବି କରୁଥିବେ। ଆପଣଙ୍କୁ ଲାଗୁଥିବ ଏହା ବୋଧହୁଏ କୌଣସି ଡିଜିଟାଲ୍‌ ଆର୍ଟ। କ‘ଣ ଭାବୁଛନ୍ତି ସେଇଆ ତ ! ହେଲେ ଆପଣଙ୍କ ଭାବନା ଭୁଲ୍‌। ଫଟୋଟା କାଳ୍ପନିକ କି ଡିଜିଟାଲ୍‌ ଆର୍ଟ ନୁହେଁ। ଜଣେ ବ୍ୟକ୍ତି ନିଜ ମୁହଁକୁ ଏପରି ଢଙ୍ଗରେ ଚିତ୍ରିତ କରିଛନ୍ତି। ମୁହଁରେ କୌଣସି ମୁଖା ମଧ୍ୟ ସେ ବ୍ୟବହାର କରି […]

p1

p1

Puspanjali Panda
  • Published: Friday, 01 March 2019
  • Updated: 18 August 2019, 04:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଣ୍ଟିଂଟା କେମିତି ହୋଇଛି କୁହନ୍ତୁ ତ ? ଭଲ ଲାଗୁଥିବ ଆଉ କଳାକାରଙ୍କ କଳା ଚାତୁରୀକୁ ଆପଣ ପସନ୍ଦ ବି କରୁଥିବେ। ଆପଣଙ୍କୁ ଲାଗୁଥିବ ଏହା ବୋଧହୁଏ କୌଣସି ଡିଜିଟାଲ୍‌ ଆର୍ଟ।

କ‘ଣ ଭାବୁଛନ୍ତି ସେଇଆ ତ !

ହେଲେ ଆପଣଙ୍କ ଭାବନା ଭୁଲ୍‌। ଫଟୋଟା କାଳ୍ପନିକ କି ଡିଜିଟାଲ୍‌ ଆର୍ଟ ନୁହେଁ। ଜଣେ ବ୍ୟକ୍ତି ନିଜ ମୁହଁକୁ ଏପରି ଢଙ୍ଗରେ ଚିତ୍ରିତ କରିଛନ୍ତି। ମୁହଁରେ କୌଣସି ମୁଖା ମଧ୍ୟ ସେ ବ୍ୟବହାର କରି ନାହାନ୍ତି। ଖାଲି ଯାହା ନିଜ ସୃଜନଶୀଳତାକୁ ରଙ୍ଗ ତୁଳୀରେ ଚିତ୍ର ମାଧ୍ୟମରେ କରି ଦେଖାଇଛନ୍ତି।

ଆଶ୍ଚର୍ଯ୍ୟ ଲାଗୁଛି ନା ?

ଚକିତ କଲା ଭଳି ଏ ଚିତ୍ରଟିକୁ ଆଙ୍କିଥିବା ଶିଳ୍ପୀ ବାସ୍ତବରେ ସାବାସି ପାଇବାକୁ ଯୋଗ୍ୟ। ଆଉ ନିଜର ଏହି ରେକର୍ଡ ସୃଷ୍ଟିକାରୀ କଳାତ୍ମକ ସୃଷ୍ଟି ପାଇଁ ବର୍ତ୍ତମାନ ସାରା ବିଶ୍ୱରେ ତାଙ୍କୁ ନେଇ ଚର୍ଚ୍ଚା। ସେ ହେଉଛନ୍ତି ଇଟାଲିଆନ୍‌ ମେକଅପ୍‌ ଆର୍ଟିଷ୍ଟ୍‌ ଲୁକା ଲୁସ୍‌। ଲୁକାଙ୍କ ମେକଅପ୍‌କୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ। ସେ ନିଜ ମୁହଁରେ ମେକଅପ୍‌ କରିଥିବା ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍‌ କରିବା ପରେ ଏହାକୁ ୨.୪ ଲକ୍ଷରୁ ଅଧିକ ୟୁଜର୍‌ ପସନ୍ଦ କରିଛନ୍ତି।

ଲୁକା ଲୁସ୍‌ ତାଙ୍କ ମୁହଁରେ ମେକଅପ୍‌ ମାଧ୍ୟମରେ କେଉଁଠି ଜହ୍ନ ଓ ପାଣି କରିଛନ୍ତି ତ କେଉଁଠି ମୁଣ୍ଡକୁ କାଟି ସେଥିରେ ସିଡ଼ି ପକାଇଥିବା ଦେଖିବାକୁ ମିଳିଛି।

ମାଇଁ ମର୍ଡନ୍‌ ମେଟ୍‌ର ସୂଚନା ଅନୁସାରେ ରଙ୍ଗରେ ବିଭିନ୍ନ ଚିତ୍ର କରି ଭ୍ରମ ସୃଷ୍ଟି କରୁଥିବା ମେକଅପ୍‌ କରିବା ଲୁକା ଲୁସ୍‌ ୨୦୧୪ରୁ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ହାତରେ କାନଭାସ୍‌ ପେଣ୍ଟିଂ କରିବା ଓ ଧିରେ ଧିରେ ସେ ଏହି ପେଣ୍ଟିଙ୍ଗକୁ ମୁହଁରେ କରିବାକୁ ଚେଷ୍ଟା କଲେ। ମେକଅପ୍‌ ଜରିଆରେ ସେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ମୁହଁକୁ ବିକୃତ କରି ମୁଣ୍ଡକୁ ଅଧା ଖଣ୍ଡିଆ ମଧ୍ୟ କରିଥାନ୍ତି। ଏପରି କରି ସେ ତାଙ୍କ ମୁହଁକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥାନ୍ତି।

ଲୁକା ଲୁସ୍‌ଙ୍କର ଏହି ଆର୍ଟ ପାଇଁ ତାଙ୍କର ଫଲୋୟର୍ସ ସୋଶାଲ ମିଡିଆରେ ପ୍ରଶଂସା କରିବା ସହିତ କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର୍‌ ଲେଖିଛନ୍ତି, କଣ ଏହା ଯାଦୁ ଅଟେ! ସେହିପରି ଅନ୍ୟ ଜଣେ ୟୁଜର୍‌ ଲେଖିଛନ୍ତି, ଆପଣ ବହୁତ ପ୍ରତିଭାଶାଳୀ! ଆପଣଙ୍କର ଅବିଶ୍ୱସନୀୟ କଳାକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି।

ଏହାକୁ ନେଇ ଲୁକା ଲୁସ୍‌ କହିଛନ୍ତି, ମୁଁ ଖୁସି ଯେ ମୋର ଆର୍ଟ ଦର୍ଶକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସୁଛି। ଆମେରିକାବାସୀଙ୍କୁ ସୁପ୍ରଭାତ ଜଣାଇ ନିଜର ପ୍ରତିଭା ପାଇଁ ସେ ଗର୍ବିତ ବୋଲି କହିଛନ୍ତି।

View this post on Instagram

I have a hole in my hand ? My Famous #handpainting 3D ? You like it? [ Tag a Friend ] ?? Song of #michaeljackson xscape

A post shared by Luca Luce (@lucaluceartgallery_makeup) on Feb 23, 2019 at 12:30pm PST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story