Advertisment

ଜିଭାଙ୍କ ଏଭଳି ଅନ୍ଦାଜ ଦେଖି ଆପଣ ବି କହିବେ 'ସୋ କ୍ୟୁଟ୍...'

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଓରଫ୍ ଲୋକପ୍ରିୟ ମାହି ଯାହା କରନ୍ତି ଟିକେ ନିଆରା କରନ୍ତି। ତେବେ ଦୀପାବଳି ଅବସରରେ ମାହିଙ୍କ ଝିଅ ଜିଭା ମଧ୍ୟ ନିଜର ନିଆରା ଅନ୍ଦାଜରେ ସମସ୍ତଙ୍କ ପ୍ରଶଂସା ସାଉଁଟୁଛନ୍ତି। ଜିଭାଙ୍କ ଏକ ଭିଡିଓ ଭାଇରାଲ ହେଉଛି।   View this post on Instagram   A post shared by ZIVA SINGH DHONI (@ziva_singh_dhoni) ଶାରାରା ଡ୍ରେସ୍ ପିନ୍ଧି ନାଚୁଛନ୍ତି ଜିଭା। ଆଉ […]

ଅଦ୍ୟତନ ହୋଇଛି
ଜିଭାଙ୍କ ଏଭଳି ଅନ୍ଦାଜ ଦେଖି ଆପଣ ବି କହିବେ 'ସୋ କ୍ୟୁଟ୍...'

ziva

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଓରଫ୍ ଲୋକପ୍ରିୟ ମାହି ଯାହା କରନ୍ତି ଟିକେ ନିଆରା କରନ୍ତି। ତେବେ ଦୀପାବଳି ଅବସରରେ ମାହିଙ୍କ ଝିଅ ଜିଭା ମଧ୍ୟ ନିଜର ନିଆରା ଅନ୍ଦାଜରେ ସମସ୍ତଙ୍କ ପ୍ରଶଂସା ସାଉଁଟୁଛନ୍ତି। ଜିଭାଙ୍କ ଏକ ଭିଡିଓ ଭାଇରାଲ ହେଉଛି।

Advertisment

ଶାରାରା ଡ୍ରେସ୍ ପିନ୍ଧି ନାଚୁଛନ୍ତି ଜିଭା। ଆଉ ତାଙ୍କ ଡ୍ୟାନ୍ସକୁ ଲୋକେ ଖୁବ୍ ପସନ୍ଦ ବି କରୁଛନ୍ତି। ଜିଭା ନିଜ କ୍ୟୁଟ୍ ଅନ୍ଦାଜରେ ବାପାଙ୍କ ଭଳି ସମସ୍ତଙ୍କ ମନ କିଣିନେଉଛନ୍ତି। ହଳଦିଆ ଶାରାରାରେ ଜିଭା ଏକଦମ୍ କଣ୍ଢେଇ ଭଳି ଦେଖାଯାଉଛନ୍ତି।

Advertisment

ଭିଡିଓଟି ଜିଭାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ତେବେ ମଜାଦାର କଥା ହେଲା ମାହିଙ୍କଠାରୁ ଅଧିକ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ସୋଶାଲ ମିଡିଆରେ ଅଧିକ ସକ୍ରିୟ ରୁହନ୍ତି। ଇନଷ୍ଟାଗ୍ରାମରେ ଜିଭାଙ୍କ ପ୍ରାୟ 10 ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଜିଭାଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ 4 ଲକ୍ଷ ଲୋକ ଦେଖି ସାରିଲେଣି।

M.S. Dhoni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe