ମୁମ୍ବାଇ: ମହାରାଷ୍ଟ୍ରର କୋଲ୍ହାପୁରରେ ରହନ୍ତି ନାଗେଶ୍ ପାଟିଲ୍। ନିକଟରେ ସେ ଏକ ନୂଆ କାର୍ କିଣିଛନ୍ତି। ନୂଆ କାର୍ର ପୂଜା ସାରିବା ପରେ ସେ ତାଙ୍କ ଝିଅର ପାଦକୁ ଲାଲ୍ ଅଳତାରେ ବୁଡ଼ାଇ କାର୍ ସାମ୍ନାରେ ଲଗାଇ ଦେଇଥିଲେ। କାର୍ରେ ସେ ଝିଅର ପାଦ ଚିହ୍ନ ଲଗାଇବା ବେଳେ ଏକ ଭିଡିଓ ଉଠାଯାଇଥିଲା।ପରେ ନାଗେଶ ଏହି ଭିଡିଓକୁ ତାଙ୍କ ଟ୍ୱିଟରରେ ଶେଆର୍ କରିଥିଲେ। ଏହା ଅନେକ ଲୋକଙ୍କ ମନକୁ ପାଇଥିଲା ଓ ଭାଇରାଲ୍ ହୋଇଥିଲା। ଏପରିକି ମହାରାଷ୍ଟ୍ରର ପୂର୍ତ୍ତ ମନ୍ତ୍ରୀ ଅଶୋକ ଚୌହାନ୍ ମଧ୍ୟ ନାଗେଶଙ୍କ ଏହି ଭିଡିଓକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଏଥିସହ ସେ ନାଗେଶ୍ଙ୍କୁ ଫୋନ୍ କରିଥିଲେ ଓ ତାଙ୍କର ଏହି କାର୍ଯ୍ୟ ହୃଦୟକୁ ଛୁଇଁଥିବା କହିଥିଲେ।
ସୂଚନା ଅନୁଯାୟୀ, ନାଗେଶ ପାଟିଲ ଏକ ଘରୋଇ କମ୍ପାନୀରେ ଡ୍ରାଇଭର୍ ଭାବେ କାମ କରନ୍ତି। ତାଙ୍କର ଦୁଇଟି ଝିଅ ଅଛନ୍ତି। ଆଉ ସେ ତାଙ୍କ ଝିଅମାନଙ୍କୁ କେତେ ଭଲ ପାଆନ୍ତି, ତାହା ଏ ଭିଡିଓରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।
https://twitter.com/AshokChavanINC/status/1214495136450613248
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Events & Festivals
ବାଲିଯାତ୍ରାରେ ବାସି ଖାଦ୍ୟ
ଖାଦ୍ୟରେ ଏମିତି ରଙ୍ଗ ମିଶାଉଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
Events & Festivals
ଗୀତ ଅଧାରୁ ଷ୍ଟେଜ୍ ଛାଡ଼ିବାକୁ ଅସୀମାଙ୍କୁ କୁହାଗଲା
ଅଧାରୁ ଗୀତ ବନ୍ଦ ହେବାରୁ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
Events & Festivals
ରାଗିଗଲେ ମୁଖ୍ୟମନ୍ତ୍ରୀ
ସିସୋର ଘାଟରେ ଡଙ୍ଗାରେ ବସି ବାଲିଯାତ୍ରା ଦେଖିବାକୁ ଗଡଗଡ଼ିଆ ଘାଟରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ।
Events & Festivals
ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା
ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ।