ଢିନ୍‌ଚାକ୍‌ ପୂଜାଙ୍କ ନୂଆ ଗୀତ ଆସିଲା : ଆଉ ନ ଗାଇବାକୁ ପରାମର୍ଶ ଦେଲେ ଦର୍ଶକ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ ଏବଂ ବିଗବସ୍ ସିଜନ୍ -୧୧ର ପ୍ରତିଯୋଗୀ ଢିନ୍‌ଚାକ୍‌ ପୂଜାଙ୍କ “ସେଲ୍ଫି ମେନେ ଲେ-ଲି ଆଜ୍” ଗୀତଟି ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାପରେ ସେ ଇଣ୍ଟରନେଟ୍ ସେନସେସନ୍ ପାଲଟି ଯାଇଥିଲେ । ଏହାପରେ ସେ ପପୁଲାର୍ ରିୟାଲିଟି ଶୋ’ ବିଗବସ୍ ସିଜନ୍ -୧୧ ରେ ବି ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଢିନ୍‌ଚାକ୍‌ ପୂଜା ଏହି ଶୋରେ ମଧ୍ୟ ଗୋଟିଏ ଗୀତ ପ୍ରସ୍ତୁତ କରିଥିଲେ ଯାହାକୁ ଟ୍ୱିଟରରେ ଖୁବ୍‌ ଶେଆର୍ […]

cu4qfhd_dhinchak-pooja-new-

cu4qfhd_dhinchak-pooja-new-

Biswobandita Swain
  • Published: Friday, 25 January 2019
  • Updated: 25 January 2019, 06:43 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ ଏବଂ ବିଗବସ୍ ସିଜନ୍ -୧୧ର ପ୍ରତିଯୋଗୀ ଢିନ୍‌ଚାକ୍‌ ପୂଜାଙ୍କ “ସେଲ୍ଫି ମେନେ ଲେ-ଲି ଆଜ୍” ଗୀତଟି ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାପରେ ସେ ଇଣ୍ଟରନେଟ୍ ସେନସେସନ୍ ପାଲଟି ଯାଇଥିଲେ । ଏହାପରେ ସେ ପପୁଲାର୍ ରିୟାଲିଟି ଶୋ’ ବିଗବସ୍ ସିଜନ୍ -୧୧ ରେ ବି ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଢିନ୍‌ଚାକ୍‌ ପୂଜା ଏହି ଶୋରେ ମଧ୍ୟ ଗୋଟିଏ ଗୀତ ପ୍ରସ୍ତୁତ କରିଥିଲେ ଯାହାକୁ ଟ୍ୱିଟରରେ ଖୁବ୍‌ ଶେଆର୍ କରାଯାଇଥିଲା ।

“ସେଲ୍ଫୀ ମେନେ ଲେ ଲୀ ଆଜ୍” ଏବଂ “ଦିଲୋଁ କା ସୁଟର” ପରେ ପୂଜାଙ୍କର ଆଉ ଏକ ଗୀତ ସୋଶାଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଗୀତର ନାଁ ରହିଛି ‘ନଚେ ଜବ୍ କୁଡି ଦିଲ୍ଲୀ ଦି’। ୨୦ ଜାନୁଆରୀ ଦିନ ଏହି ଗୀତକୁ ୟୁଟ୍ୟୁବ୍‌ରେ ଶେଆର୍ କରାଯାଇଥିଲା। ୩ମିନିଟର ଏହି ଗୀତ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା। ପାଖାପାଖି ୨ଲକ୍ଷ ଲୋକ ଏହାକୁ ଦେଖିଥିଲେ। ଗୀତ ଶୁଣିବା ପରେ ଢିନ୍‌ଚାକ୍‌ ପୂଜାଙ୍କୁ ଗୀତ ନ ଗାଇବାକୁ ପରାମର୍ଶ ଦେଇଛନ୍ତି ଦର୍ଶକ।

ଗତବର୍ଷ ତାଙ୍କ ଗୀତକୁ ବିଗବସ୍‌ରେ ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାର ଖୁବ୍ ଥଟ୍ଟା କରିଥିବା ଦେଖିବାକୁ ମିଳିଥିଲା ।

https://youtu.be/arKSVdIrCkI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story