ନୂଆଦିଲ୍ଲୀ: ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ପୁଅ ଆରବଙ୍କ ଏକ ଫଟୋ ଭାଇରାଲ୍ ହେଉଛି। ଏହି ଫଟୋରେ ମୋଦି ଥଟ୍ଟାମଜାରେ ଆରବଙ୍କ କାନ ଟାଣି ଧରିଥିବା ଦେଖିବାକୁ ମିଳିଛି।
https://www.instagram.com/p/CA4nPCjBkcM/?utm_source=ig_web_copy_link
ଏହି ଫଟୋରେ ମୋଦି ଆରବଙ୍କ କାନ ଭିଡ଼ି ଧରିଥିବା ସମୟରେ ସେ ହସୁଛନ୍ତି। ମୋଦି ମଧ୍ୟ ବେଶ୍ ଖୁସି ଅଛନ୍ତି। ତେଣୁ ଏହି ଫଟୋଟି ମୋଦି ଓ ଅକ୍ଷୟ କୁମାରଙ୍କ ଫ୍ୟାନ୍ଙ୍କ ଦୃଷ୍ଟି ଆକର୍ଷଣ କରିଛି।
ନିକଟରେ ଟ୍ୱିଙ୍କିଲ୍ ଖାନ୍ନା ଲକଡାଉନ ବେଳେ ତାଙ୍କର ରୋଷେଇ ଦକ୍ଷତାକୁ ଆରବ ପ୍ରଶଂସା କରୁଥିବାର ଭିଡିଓ ସୋଶାଲ ମିଡିଆରେ ଶେଆର୍ କରିଥିଲେ। ସେହିପରି ଆରବ ମଧ୍ୟ ଲକଡାଉନରେ ଏକ ଚକୋଲେଟ୍ କେକ୍ ତିଆରି କରିଥିଲେ। ଯାହାକୁ ଟ୍ୱିଙ୍କିଲ୍ ଫ୍ୟାନ୍ମାନଙ୍କ ପାଇଁ ଶେଆର୍ କରିଥିଲେ।
https://www.instagram.com/p/CAqPSeRDAz6/?utm_source=ig_web_copy_link
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଡଙ୍ଗା ଭସାଇବାକୁ ଜଳାଶୟରେ ଜମିଛି ଭିଡ଼
ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
Events & Festivals
ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଗତକାଲି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଇଥିଲେ କଳାଠାକୁର।
Events & Festivals
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ
ରାତି ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବା ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ସମସ୍ତ ରୀତିନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ପ୍ରଭୁଙ୍କୁ ହରିହର ବେଶରେ ଦର୍ଶନ କରୁଛନ୍ତି ଭକ୍ତ।
Crime
ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା; ରାସ୍ତାକଡ଼ରୁ ମିଳିଲା ମୃତଦେହ
ଚିତ୍ତରଞ୍ଜନ ରାଉତ ଗତ ରାତିରେ ନିଜ ଗାଁରେ ହେଉଥିବା ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରୁ ସେ ଏକୁଟିଆ ଘରକୁ ଫେରୁଥିଲେ ମଧ୍ୟ ରାତିରେ ଘରେ ପହଞ୍ଚି ନ ଥିଲେ।
Events & Festivals
ବାଙ୍କଚୂଡ ବେଶ ଦେଖିବାକୁ ଅସମ୍ଭାଳ ଗହଳି; କାର୍ତ୍ତିକ ପରେ ହେବ ନୂଆ ଦର୍ଶନ ବ୍ୟବସ୍ଥା
କାର୍ତ୍ତିକ ମାସ ପରେ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା । ଏହାର ରୂପରେଖ ଏବେ ପ୍ରସ୍ତୁତ ଚାଲିଛି, କିଛି ସ୍ଥିର ହୋଇନି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ।