ପୁଣି ଚର୍ଚ୍ଚାରେ ପ୍ରିୟା ପ୍ରକାଶ: ଏଥର ଆଖିମାରି ନୁହେଁ, କାରଣ କିଛି ଅଲଗା

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ ୱାରିଅର। ପୂର୍ବରୁ ଆଖିମାରି ଚର୍ଚ୍ଚାକୁ ଆସିଥିବା ପ୍ରିୟା ଏବେ ଏକ ଭିନ୍ନ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ପ୍ରିୟା ତାଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଏହି ଫଟୋଟି ଏବେ ଭାଇରାଲ୍ ହେଉଛି। ଏଥିରେ ସେ ଧଳା ରଙ୍ଗର ପାରମ୍ପରିକ ଦକ୍ଷିଣ ଭାରତୀୟ ଶାଢ଼ି ଓ ଲାଲ୍‌ ରଙ୍ଗର ବ୍ଲାଉଜ୍‌ ପିନ୍ଧିଛନ୍ତି। କେଶକୁ ମୁକୁଳା ରଖିଛନ୍ତି ଓ ଖୁବ୍ ସୁନ୍ଦର ଦିଶୁଛନ୍ତି। ସେ ଫଟୋଟିକୁ […]

priya (2)

priya (2)

Rakesh Mallick
  • Published: Monday, 27 August 2018
  • Updated: 27 August 2018, 06:18 AM IST

Sports

Latest News

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ ୱାରିଅର। ପୂର୍ବରୁ ଆଖିମାରି ଚର୍ଚ୍ଚାକୁ ଆସିଥିବା ପ୍ରିୟା ଏବେ ଏକ ଭିନ୍ନ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି।

ନିଜ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ପ୍ରିୟା ତାଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଏହି ଫଟୋଟି ଏବେ ଭାଇରାଲ୍ ହେଉଛି। ଏଥିରେ ସେ ଧଳା ରଙ୍ଗର ପାରମ୍ପରିକ ଦକ୍ଷିଣ ଭାରତୀୟ ଶାଢ଼ି ଓ ଲାଲ୍‌ ରଙ୍ଗର ବ୍ଲାଉଜ୍‌ ପିନ୍ଧିଛନ୍ତି। କେଶକୁ ମୁକୁଳା ରଖିଛନ୍ତି ଓ ଖୁବ୍ ସୁନ୍ଦର ଦିଶୁଛନ୍ତି।

ସେ ଫଟୋଟିକୁ ପୋଷ୍ଟ୍ କରିବା ମାତ୍ରେ ତାହା ଭାଇରାଲ୍ ହୋଇଛି।

[caption id="attachment_268153" align="aligncenter" width="477"]priya (2) image credit- instagram[/caption]

ଯଦିଓ ପ୍ରିୟା ପ୍ରକାଶଙ୍କ ପ୍ରଥମ ଫିଲ୍ମ ଏଯାଏ ପରଦାକୁ ଆସି ନାହିଁ, ତଥାପି ସୋଶାଲ୍‌ ମିଡିଆରେ ସେ ଜଣେ ବଡ଼ ଷ୍ଟାର୍‌।  ତାଙ୍କର ବହୁତ ଫଲୋୟର୍ ଅଛନ୍ତି। ତାଙ୍କର ଯେ କୌଣସି ଭିଡିଓ ଅବା ଫଟୋ ସୋଶାଲ୍ ମିଡିଆରେ ପୋଷ୍ଟ୍‌ ହେବା ମାତ୍ରେ ତାହା ଭାଇରାଲ୍‌ ହୋଇଯାଉଛି।

ସୂଚନାଯୋଗ୍ୟ, ମାଲାୟାଲମ୍‌ ‘ଅରୁ ଅଦାର୍‌ ଲଭ୍‌’ ସେପ୍ଟେମ୍ବର ୧୪ ତାରିଖରେ ରିଲିଜ୍‌ ହେବ। ଏହି ଫିଲ୍ମର ଏକ ୨୭ ସେକେଣ୍ଡର ଭିଡିଓ ସୋଶାଲ୍‌ ମିଡିଆରେ ପୂର୍ବରୁ ପୋଷ୍ଟ୍ ହୋଇଥିଲା। ଏଥିରେ ପ୍ରିୟା ଆଖି ମାରିବା ଓ ଆଖି ଡୋଳାକୁ ବୁଲାଇବା ଦୃଶ୍ୟ ଭାଇରାଲ୍ ହୋଇଯାଇଥିଲା। ତାଙ୍କ ଷ୍ଟାଇଲ୍‌କୁ ପ୍ରାୟ ସମସ୍ତେ ପସନ୍ଦ କରିଥିଲେ। ଏହି ଭିଡିଓରେ ତାଙ୍କ କ୍ୟୁଟ୍‌ନେସ୍‌ ଓ ଆଖିର ଏକ୍ସପ୍ରେସନ୍‌ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story