Advertisment

ଭାଇରାଲ୍‌ ହେଲା ସ୍କୁଲ୍‌ ପିଲାଙ୍କ ଷ୍ଟଣ୍ଟ୍‌ ଭିଡିଓ: ଲେକେ କହିଲେ ଏମାନଙ୍କୁ ଅଲିମ୍ପିକ୍‌ ପଠାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ରେ କିଛିଦିନ ହେବ ଦୁଇ ଜଣ ସ୍କୁଲ୍‌ ପିଲାଙ୍କ ଭିଡିଓ ଭାଇରାଲ୍‌ ହେଉଛି। ଏ ଦୁଇଜଣ ରାସ୍ତାରେ ଚାଲୁଚାଲୁ ନିଜ ଜିମ୍ନାଷ୍ଟିକ୍‌ ଦକ୍ଷତା ଦେଖାଇଛନ୍ତି।  ଭିଡିଓଟିରୁ ଦେଖିବାକୁ ମିଳିଛି ଯେ, ସର୍ବପ୍ରଥମେ ପୁଅଟି ପର୍ଫେକ୍ଟ ସମରସଲ୍ଟ ଓଲ୍‌ଟା ଡିଆଁ ମାରୁଛି, ପରେ ଝିଅଟି ବେଶ୍‌ ସୁନ୍ଦର ଭାବେ ଭାରସାମ୍ୟ ରକ୍ଷା କରି ଡବଲ୍‌ ସମରସଲ୍ଟ କରିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସମସରସଲ୍ଟ କରିବା କୌଣସି ପିଲା ଖେଳ ନୁହେଁ। ଏଥିପାଇଁ ଜିମ୍ନାଷ୍ଟିକ୍‌ର ତାଲିମ ଦରକାର […]

ଅଦ୍ୟତନ ହୋଇଛି
ଭାଇରାଲ୍‌ ହେଲା ସ୍କୁଲ୍‌ ପିଲାଙ୍କ ଷ୍ଟଣ୍ଟ୍‌ ଭିଡିଓ: ଲେକେ କହିଲେ ଏମାନଙ୍କୁ ଅଲିମ୍ପିକ୍‌ ପଠାଅ

school-girl

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ରେ କିଛିଦିନ ହେବ ଦୁଇ ଜଣ ସ୍କୁଲ୍‌ ପିଲାଙ୍କ ଭିଡିଓ ଭାଇରାଲ୍‌ ହେଉଛି। ଏ ଦୁଇଜଣ ରାସ୍ତାରେ ଚାଲୁଚାଲୁ ନିଜ ଜିମ୍ନାଷ୍ଟିକ୍‌ ଦକ୍ଷତା ଦେଖାଇଛନ୍ତି।  ଭିଡିଓଟିରୁ ଦେଖିବାକୁ ମିଳିଛି ଯେ, ସର୍ବପ୍ରଥମେ ପୁଅଟି ପର୍ଫେକ୍ଟ ସମରସଲ୍ଟ ଓଲ୍‌ଟା ଡିଆଁ ମାରୁଛି, ପରେ ଝିଅଟି ବେଶ୍‌ ସୁନ୍ଦର ଭାବେ ଭାରସାମ୍ୟ ରକ୍ଷା କରି ଡବଲ୍‌ ସମରସଲ୍ଟ କରିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସମସରସଲ୍ଟ କରିବା କୌଣସି ପିଲା ଖେଳ ନୁହେଁ। ଏଥିପାଇଁ ଜିମ୍ନାଷ୍ଟିକ୍‌ର ତାଲିମ ଦରକାର ହୁଏ। ଯେଉଁଠି ବଡ଼ ବଡ଼ ତାଲିମପ୍ରାପ୍ତ ଲୋକଙ୍କୁ ସମରସଲ୍ଟ କରିବାରେ କଷ୍ଟ ହୁଏ, ସେଠି ଏହି ସ୍କୁଲ ପିଲା ଦୁଇଜଣ ବେଶ୍‌ ଆରାମରେ ଏହା କରି ଦେଖାଇଛନ୍ତି।

Advertisment

https://twitter.com/0__1/status/1165486924720529408

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଷ୍ଟଣ୍ଟ୍‌ କରିବା ସମୟରେ ଦୁହିଁଙ୍କ କାନ୍ଧରେ ତାଙ୍କର ସ୍କୁଲ୍ ବ୍ୟାଗ୍ ମଧ୍ୟ ଥିଲା। ଆଉ ଆପଣ ତ ଜାଣିଥିବେ ସ୍କୁଲ୍ ବ୍ୟାଗ୍ କେତେ ଭାରି ଥାଏ! କାନ୍ଧରେ ଓଜନିଆ ବ୍ୟାଗ୍‌ର ଓଜନ ଥାଇ ମଧ୍ୟ ସେମାନଙ୍କର ଭାରସାମ୍ୟ ତିଳେ ମାତ୍ର ବିଗିଡ଼ି ନଥିଲା। ଦୁହେଁ ବଡ଼ ଆରାମ୍‌ରେ ସମରସଲ୍ଟ ଓ ଡବଲସମରସଲ୍ଟ କରିପାରିଥିଲେ।

https://twitter.com/sprasad1952/status/1165590249080115200

https://twitter.com/adcajay/status/1165608407027441667

ଏହି ଭିଡିଓକୁ ସୋଶାଲ୍‌ ମିଡିଆରେ ବହୁ ମାତ୍ରାରେ ଶେଆର୍ କରାଯାଉଛି। ଲେକମାନେ ଏହି ଭିଡିଓକୁ ଶେଆର୍‌ କରି କ୍ରୀଡ଼ା ମନ୍ତ୍ରାଳୟକୁ ଏହି ଦୁଇଜଜଣ ପିଲାଙ୍କ ଉପରେ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି। ଯାହାଫଳରେ ସେମାନଙ୍କୁ ପ୍ରଫେସନାଲ୍‌ ଟ୍ରେନିଂ ମିଳିପାରିବ ଓ ଭବିଷ୍ୟତରେ ସେମାନେ ଅଲମ୍ପିକ୍ସରେ ଭାରତର ନାଁ ରଖିପାରିବେ।

Advertisment

https://twitter.com/Muskurahateinn/status/1165487275288887297

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe