ଅଭିନନ୍ଦନଙ୍କ ନିଶ ଲଗାଇ କିପରି ଦେଖାଯାଉଛନ୍ତି ବଡ଼ ବଡ଼ ନେତା ଅଭିନେତା ଓ କ୍ରିକେଟର୍‌?

ନୂଆଦିଲ୍ଲୀ: ଲୋକସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦେଇଥିବା ଅଭିଭାଷଣରେ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ବିରୋଧୀ ଦଳ ବିଭିନ୍ନ ସମାଲୋଚନା କରିଥିଲେ। ଏ ପ୍ରସଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିନ୍ନ ପ୍ରକାର ପ୍ରସ୍ତାବ ରଖିଛନ୍ତି।

ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ରେ ପାକିସ୍ତାନ ବିମାନକୁ ଆକ୍ରମଣ କରି ଭାରତ ଫେରିଥିବା ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ସାଂସଦ ଅଧୀର ରଞ୍ଜନ ପ୍ରଶଂସା କରିଥିଲେ। ଏଥିସହ ଅଭିନନ୍ଦନଙ୍କ ନିଶକୁ ‘ରାଷ୍ଟ୍ରୀୟ ନିଶ’ ଭାବେ ଘୋଷଣା କରିବାକୁ  ପ୍ରସ୍ତାବ ରଖିଛନ୍ତି।

ତାହାଲେ ଦେଖନ୍ତୁ ବଡ଼ ବଡ଼ ନେତା ଯଦି ଅଭିନନ୍ଦନଙ୍କ ପରି ନିଶ ରଖିବେ କିପରି ଦେଖାଯିବେ।

ମହାତ୍ମା ଗାନ୍ଧି

ଜବାହରଲାଲ୍‌ ନେହେରୁ

ରାହୁଲ୍‌ ଗାନ୍ଧି

ନରେନ୍ଦ୍ର ମୋଦି

ଅମିତ ଶାହ

ଅରବିନ୍ଦ କେଜ୍ରିୱାଲ୍‌

ମନିଷ ସିସୋଦିଆ

ସଚିନ ତେନ୍ଦୁଲକର

ଅମିତାଭ ବଚ୍ଚନ

ରଜନିକାନ୍ତ

ଅର୍ନ୍ନବ ଗୋସ୍ୱାମୀ

ରବିଶ କୁମାର

ଶାହରୁଖ ଖାନ୍‌

ସଲ୍‌ମାନ୍‌ ଖାନ୍‌

ଅକ୍ଷୟ କୁମାର

ମହେନ୍ଦ୍ର ସିଂ ଧୋନି

ରାହୁଲ ଦ୍ରାବିଡ

ଶଶୀ ଥରୁର

ଅମର ଅବ୍‌ଦୁଲ୍ଲା

ଏହି ସବୁ କାରନାମା କରି କ୍ରୀଷ୍ଣା ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ର ପେଜ୍‌ରେ ଶେଆର୍‌ କରିଛନ୍ତି। ତାଙ୍କର ଏହି  କ୍ରିଏଟିଭିଟିକୁ ମାନିବାକୁ ପଡ଼ିବ।