Advertisment

ଅଭିନନ୍ଦନଙ୍କ ନିଶ ଲଗାଇ କିପରି ଦେଖାଯାଉଛନ୍ତି ବଡ଼ ବଡ଼ ନେତା ଅଭିନେତା ଓ କ୍ରିକେଟର୍‌?

ନୂଆଦିଲ୍ଲୀ: ଲୋକସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦେଇଥିବା ଅଭିଭାଷଣରେ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ବିରୋଧୀ ଦଳ ବିଭିନ୍ନ ସମାଲୋଚନା କରିଥିଲେ। ଏ ପ୍ରସଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିନ୍ନ ପ୍ରକାର ପ୍ରସ୍ତାବ ରଖିଛନ୍ତି। Congress Lok Sabha leader, Adhir Ranjan Chowdhury in Lok Sabha: Wing Commander Abhinandan Varthaman should be awarded and his moustache should be made […]

author-image
Rosalin Rath
ଅଦ୍ୟତନ ହୋଇଛି
ଅଭିନନ୍ଦନଙ୍କ ନିଶ ଲଗାଇ କିପରି ଦେଖାଯାଉଛନ୍ତି ବଡ଼ ବଡ଼ ନେତା ଅଭିନେତା ଓ କ୍ରିକେଟର୍‌?

cq1

ନୂଆଦିଲ୍ଲୀ: ଲୋକସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦେଇଥିବା ଅଭିଭାଷଣରେ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ବିରୋଧୀ ଦଳ ବିଭିନ୍ନ ସମାଲୋଚନା କରିଥିଲେ। ଏ ପ୍ରସଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିନ୍ନ ପ୍ରକାର ପ୍ରସ୍ତାବ ରଖିଛନ୍ତି।

Advertisment

https://twitter.com/ANI/status/1143087805737971713

ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ରେ ପାକିସ୍ତାନ ବିମାନକୁ ଆକ୍ରମଣ କରି ଭାରତ ଫେରିଥିବା ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ସାଂସଦ ଅଧୀର ରଞ୍ଜନ ପ୍ରଶଂସା କରିଥିଲେ। ଏଥିସହ ଅଭିନନ୍ଦନଙ୍କ ନିଶକୁ ‘ରାଷ୍ଟ୍ରୀୟ ନିଶ’ ଭାବେ ଘୋଷଣା କରିବାକୁ  ପ୍ରସ୍ତାବ ରଖିଛନ୍ତି।

ତାହାଲେ ଦେଖନ୍ତୁ ବଡ଼ ବଡ଼ ନେତା ଯଦି ଅଭିନନ୍ଦନଙ୍କ ପରି ନିଶ ରଖିବେ କିପରି ଦେଖାଯିବେ।

Advertisment

ମହାତ୍ମା ଗାନ୍ଧି

publive-image

ଜବାହରଲାଲ୍‌ ନେହେରୁ

publive-image

ରାହୁଲ୍‌ ଗାନ୍ଧି

publive-image

ନରେନ୍ଦ୍ର ମୋଦି

publive-image

ଅମିତ ଶାହ

publive-image

ଅରବିନ୍ଦ କେଜ୍ରିୱାଲ୍‌

publive-image

ମନିଷ ସିସୋଦିଆ

publive-image

ସଚିନ ତେନ୍ଦୁଲକର

publive-image

ଅମିତାଭ ବଚ୍ଚନ

publive-image

ରଜନିକାନ୍ତ

publive-image

ଅର୍ନ୍ନବ ଗୋସ୍ୱାମୀ

publive-image

ରବିଶ କୁମାର

publive-image

ଶାହରୁଖ ଖାନ୍‌

publive-image

ସଲ୍‌ମାନ୍‌ ଖାନ୍‌

publive-image

ଅକ୍ଷୟ କୁମାର

publive-image

ମହେନ୍ଦ୍ର ସିଂ ଧୋନି

publive-image

ରାହୁଲ ଦ୍ରାବିଡ

publive-image

ଶଶୀ ଥରୁର

publive-image

ଅମର ଅବ୍‌ଦୁଲ୍ଲା

publive-image

ଏହି ସବୁ କାରନାମା କରି କ୍ରୀଷ୍ଣା ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ର ପେଜ୍‌ରେ ଶେଆର୍‌ କରିଛନ୍ତି। ତାଙ୍କର ଏହି  କ୍ରିଏଟିଭିଟିକୁ ମାନିବାକୁ ପଡ଼ିବ।