ମୁମ୍ବାଇ: ଯଦି ଅଜଗର ଏବଂ କୁମ୍ଭିର ମଧ୍ୟରେ ଲଢ଼େଇ ହୁଏ ତାହାଲେ କିଏ ଜିତିବ? ଆପଣ ବିଭିନ୍ନ ଜାତୀୟ ଚ୍ୟାନେଲ୍ରେ ପଶୁ ପକ୍ଷୀଙ୍କ ଲଢ଼େଇ ଦେଖିଥିବେ। ଏହା ଦେଖିବାକୁ ବି ବହୁତ ମଜା ଲାଗେ। କାରଣ କ୍ରିକେଟ୍ ମ୍ୟାଚ୍ରେ ଯେପରି ହାର୍ ଜିତ୍ ଉପରେ ସମସ୍ତଙ୍କ ନଜର ଥାଏ ସେହିପରି ଏହି ଲଢ଼େଇକୁ ମଧ୍ୟ ଲୋକେ ବହୁତ କୌତୁହଳ ସହ ଦେଖିଥାନ୍ତି।
ଅଷ୍ଟ୍ରେଲିଆରେ ଏକ ପାଇଥନ୍ ଏବଂ କୁମ୍ଭିର ମଧ୍ୟରେ ହେଉଥିବା ଘମାଘୋଟ୍ ଲଢ଼େଇର ଫଟୋ କ୍ୟାମେରାରେ କଏଦ୍ ହୋଇଛି। ଏବେ ସୋଶାଲ୍ ମିଡିଆରେ ଏହି ଘମାଘୋଟ୍ ଲଢ଼େଇର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ଏହା ବିଶ୍ୱାସ କରିପାରୁନାହାନ୍ତି ଯେ, ମଜବୁତ ଏବଂ ମୋଟା ଚମଡ଼ା ଥିବା କୁମ୍ଭିରକୁ କିଭଳି ଅଜଗର ହରାଇ ଗୋଟା ଗିଳି ଦେଉଛି।
ଏହି ଫଟୋ ସବୁକୁ GG Wildlife Rescue Inc ନାମକ ଏକ ଫେସ୍ବୁକ୍ ପେଜ୍ରେ ଶେଆର୍ କରାଯାଇଛି।
ଦେଖନ୍ତୁ ସେହି ଫଟୋସବୁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ହିନ୍ଦୁ ମୁସଲିମ ସଦଭାବନା ପୀଠ ହେଉଛି ଜାହାନିଆଁ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରତ୍ୟୁଷରେ ଜାହାନିଆଁ ପିରଙ୍କ ପୀଠରେ ମୌଲବୀ(ମୁସଲିମ୍ ପୂଜକମାନେ) ସ୍ଵତନ୍ତ୍ର ନୀତି କରିଥିଲେ। ତା’ପରେ ଶ୍ରଦ୍ଧାଳୁମାନେ ପୀଠକୁ ଯାଇ ପିରବାବାଙ୍କ ଆଶୀର୍ବାଦ ନେଇଥିଲେ।
Events & Festivals
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଡଙ୍ଗା ଭସାଇବାକୁ ଜଳାଶୟରେ ଜମିଛି ଭିଡ଼
ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
Events & Festivals
ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଗତକାଲି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଇଥିଲେ କଳାଠାକୁର।
Events & Festivals
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ
ରାତି ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବା ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ସମସ୍ତ ରୀତିନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ପ୍ରଭୁଙ୍କୁ ହରିହର ବେଶରେ ଦର୍ଶନ କରୁଛନ୍ତି ଭକ୍ତ।
Crime
ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା; ରାସ୍ତାକଡ଼ରୁ ମିଳିଲା ମୃତଦେହ
ଚିତ୍ତରଞ୍ଜନ ରାଉତ ଗତ ରାତିରେ ନିଜ ଗାଁରେ ହେଉଥିବା ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରୁ ସେ ଏକୁଟିଆ ଘରକୁ ଫେରୁଥିଲେ ମଧ୍ୟ ରାତିରେ ଘରେ ପହଞ୍ଚି ନ ଥିଲେ।