Advertisment

କୁମ୍ଭିର Vs ଅଜଗର, କେବେ ଦେଖିନଥିବେ ଏପରି ଲଢେଇ, ଜାଣନ୍ତୁ ଜିତିଲା କିଏ

ମୁମ୍ବାଇ: ଯଦି ଅଜଗର ଏବଂ କୁମ୍ଭିର ମଧ୍ୟରେ ଲଢ଼େଇ ହୁଏ ତାହାଲେ କିଏ ଜିତିବ? ଆପଣ ବିଭିନ୍ନ ଜାତୀୟ ଚ୍ୟାନେଲ୍‌ରେ ପଶୁ ପକ୍ଷୀଙ୍କ ଲଢ଼େଇ ଦେଖିଥିବେ। ଏହା ଦେଖିବାକୁ ବି ବହୁତ ମଜା ଲାଗେ। କାରଣ କ୍ରିକେଟ୍‌ ମ୍ୟାଚ୍‌ରେ ଯେପରି ହାର୍‌ ଜିତ୍‌ ଉପରେ ସମସ୍ତଙ୍କ ନଜର ଥାଏ ସେହିପରି ଏହି ଲଢ଼େଇକୁ ମଧ୍ୟ ଲୋକେ ବହୁତ କୌତୁହଳ ସହ ଦେଖିଥାନ୍ତି। ଅଷ୍ଟ୍ରେଲିଆରେ ଏକ ପାଇଥନ୍‌ ଏବଂ କୁମ୍ଭିର ମଧ୍ୟରେ ହେଉଥିବା ଘମାଘୋଟ୍‌ ଲଢ଼େଇର ଫଟୋ କ୍ୟାମେରାରେ […]

author-image
Rosalin Rath
ଅଦ୍ୟତନ ହୋଇଛି
କୁମ୍ଭିର Vs ଅଜଗର, କେବେ ଦେଖିନଥିବେ ଏପରି ଲଢେଇ, ଜାଣନ୍ତୁ ଜିତିଲା କିଏ

p11

ମୁମ୍ବାଇ: ଯଦି ଅଜଗର ଏବଂ କୁମ୍ଭିର ମଧ୍ୟରେ ଲଢ଼େଇ ହୁଏ ତାହାଲେ କିଏ ଜିତିବ? ଆପଣ ବିଭିନ୍ନ ଜାତୀୟ ଚ୍ୟାନେଲ୍‌ରେ ପଶୁ ପକ୍ଷୀଙ୍କ ଲଢ଼େଇ ଦେଖିଥିବେ। ଏହା ଦେଖିବାକୁ ବି ବହୁତ ମଜା ଲାଗେ। କାରଣ କ୍ରିକେଟ୍‌ ମ୍ୟାଚ୍‌ରେ ଯେପରି ହାର୍‌ ଜିତ୍‌ ଉପରେ ସମସ୍ତଙ୍କ ନଜର ଥାଏ ସେହିପରି ଏହି ଲଢ଼େଇକୁ ମଧ୍ୟ ଲୋକେ ବହୁତ କୌତୁହଳ ସହ ଦେଖିଥାନ୍ତି।

Advertisment

ଅଷ୍ଟ୍ରେଲିଆରେ ଏକ ପାଇଥନ୍‌ ଏବଂ କୁମ୍ଭିର ମଧ୍ୟରେ ହେଉଥିବା ଘମାଘୋଟ୍‌ ଲଢ଼େଇର ଫଟୋ କ୍ୟାମେରାରେ କଏଦ୍‌ ହୋଇଛି। ଏବେ ସୋଶାଲ୍‌ ମିଡିଆରେ ଏହି ଘମାଘୋଟ୍‌ ଲଢ଼େଇର ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଲୋକମାନେ ଏହା ବିଶ୍ୱାସ କରିପାରୁନାହାନ୍ତି ଯେ, ମଜବୁତ ଏବଂ ମୋଟା ଚମଡ଼ା ଥିବା କୁମ୍ଭିରକୁ କିଭଳି ଅଜଗର ହରାଇ ଗୋଟା ଗିଳି ଦେଉଛି।

ଏହି ଫଟୋ ସବୁକୁ GG Wildlife Rescue Inc ନାମକ ଏକ ଫେସ୍‌ବୁକ୍‌ ପେଜ୍‌ରେ ଶେଆର୍‌ କରାଯାଇଛି।

Advertisment

publive-image

ଦେଖନ୍ତୁ ସେହି ଫଟୋସବୁ

publive-image

publive-image

publive-image

publive-image

publive-image

publive-image

publive-image