Advertisment

ଦେଖି ନିଅନ୍ତୁ ଟିକ୍‌ଟକ୍‌ ‘କୁଇନ୍‌’ଙ୍କ ଭିଡିଓ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଟିକ୍‌ଟକ୍‌ ଏପରି ଏକ ପ୍ଲାଟଫର୍ମ ଯାହା ଲାଗି ଛୋଟଠୁ ବଡ଼ ସମସ୍ତେ ବାୟା। ଏବେ ଏଥିରେ ଜଣେ ବୃଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବୃଦ୍ଧାଜଣକ ନିଜ ନାତି ସହ ଟିକ୍‌ଟକ୍‌ ଭିଡିଓ କରିଥିବା ବେଳେ ତାଙ୍କ ଫଲୋଅର୍ସ ସଂଖ୍ୟା ଖୁବ୍‌ ଅଧିକ। ଶ୍ରଦ୍ଧାରେ ତାଙ୍କୁ ସମସ୍ତେ ‘ଦାଦି ମା’ ବୋଲି ଡାକୁଛନ୍ତି। ତାଙ୍କ ଅଭିନୟ ଆଗରେ ସମସ୍ତେ ଫିକା ଲାଗୁଛନ୍ତି। ଦାଦି ମା’ଙ୍କ ଭିଡିଓ ଏବେ ଟିକ୍‌ଟକ୍‌ ଛଡା ଟ୍ୱିଟର, […]

ଅଦ୍ୟତନ ହୋଇଛି
ଦେଖି ନିଅନ୍ତୁ ଟିକ୍‌ଟକ୍‌ ‘କୁଇନ୍‌’ଙ୍କ ଭିଡିଓ

tiktok-1..

Advertisment

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଟିକ୍‌ଟକ୍‌ ଏପରି ଏକ ପ୍ଲାଟଫର୍ମ ଯାହା ଲାଗି ଛୋଟଠୁ ବଡ଼ ସମସ୍ତେ ବାୟା। ଏବେ ଏଥିରେ ଜଣେ ବୃଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବୃଦ୍ଧାଜଣକ ନିଜ ନାତି ସହ ଟିକ୍‌ଟକ୍‌ ଭିଡିଓ କରିଥିବା ବେଳେ ତାଙ୍କ ଫଲୋଅର୍ସ ସଂଖ୍ୟା ଖୁବ୍‌ ଅଧିକ।

Advertisment

ଶ୍ରଦ୍ଧାରେ ତାଙ୍କୁ ସମସ୍ତେ ‘ଦାଦି ମା’ ବୋଲି ଡାକୁଛନ୍ତି। ତାଙ୍କ ଅଭିନୟ ଆଗରେ ସମସ୍ତେ ଫିକା ଲାଗୁଛନ୍ତି।

ଦାଦି ମା’ଙ୍କ ଭିଡିଓ ଏବେ ଟିକ୍‌ଟକ୍‌ ଛଡା ଟ୍ୱିଟର, ଫେସବୁକ୍‌ ଓ ହ୍ୱାଟସ୍‌ଆପ୍‌ରେ ବି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୨୦୧୨ ମସିହାରେ ସୁପରହିଟ୍‌ ହୋଇଥିବା ‘କୋଲାବରି ଡି’ ଗୀତରେ  ନିଜ ନାତି ସହ ସେ ଖୁବ୍‌ ଭଲ ଅଭିନୟ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ତାଙ୍କ ଚାହାଣି ଓ ଠାଣି ସମସ୍ତଙ୍କୁ ଦିୱାନା କରିଛି।

Advertisment

କେବଳ ଟ୍ୱିଟରରେ ଦାଦିଙ୍କ ‘କୋଲାବରୀ ଡି’ର ୮୨.୪ ହଜାର ଫଲୋଅର୍ସ ଅଛନ୍ତି। ଏହାପରେ ତାଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ରିଲିଜ ହୋଇ ଏବେ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛି। ଆସନ୍ତୁ ଦେଖିବା ଏହି ଦାଦିଙ୍କ ଭିଡିଓ।

https://twitter.com/Amit_smiling/status/1147401674677313537

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe