Advertisment

ସମ୍ପର୍କ ଏମିତି: ମାଲିକକୁ ବାଡ଼େଇଲେ ଧାଇଁଆସୁଛି ଷଣ୍ଢ

ନୂଆଦିଲ୍ଲୀ: କୁକୁରଙ୍କୁ ଟ୍ରେନିଂ ଦେଲେ ତଳେ ଗଡ଼ିବା, ହ୍ୟାଣ୍ଡଶେକ୍‌ କରିବା ଏବଂ ଡିଆଁ ମାରିବା ଆଦି ଆରମରେ ଶିଖାଯା’ନ୍ତି। କୁକୁରମାନେ ମାଲିକଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ସାବଧାନ ମଧ୍ୟ ହୋଇଥା’ନ୍ତି। କିନ୍ତୁ ଥରେ ଭାବନ୍ତୁ ତ ଯଦି ଏକ ଷଣ୍ଢ ଏପରି କରେ। ଆପଣ ବିଶ୍ୱାସ ନ କରୁଥିଲେ ମଧ୍ୟ ସତରେ ଏଭଳି ଘଟୁଛି। @imransuna47TikTok_India♬ original sound – shrutika💕 ଏଭଳି କିଛି ଭିଡିଓ ଆପଣ ମଧ୍ୟ ଦେଖିପାରିବେ ଯାହାକି ବେଶ ଭାଇରାଲ ହେଉଛି। ଏହି […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ସମ୍ପର୍କ ଏମିତି: ମାଲିକକୁ ବାଡ଼େଇଲେ ଧାଇଁଆସୁଛି ଷଣ୍ଢ

Bull

ନୂଆଦିଲ୍ଲୀ: କୁକୁରଙ୍କୁ ଟ୍ରେନିଂ ଦେଲେ ତଳେ ଗଡ଼ିବା, ହ୍ୟାଣ୍ଡଶେକ୍‌ କରିବା ଏବଂ ଡିଆଁ ମାରିବା ଆଦି ଆରମରେ ଶିଖାଯା’ନ୍ତି। କୁକୁରମାନେ ମାଲିକଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ସାବଧାନ ମଧ୍ୟ ହୋଇଥା’ନ୍ତି। କିନ୍ତୁ ଥରେ ଭାବନ୍ତୁ ତ ଯଦି ଏକ ଷଣ୍ଢ ଏପରି କରେ। ଆପଣ ବିଶ୍ୱାସ ନ କରୁଥିଲେ ମଧ୍ୟ ସତରେ ଏଭଳି ଘଟୁଛି।

Advertisment
@imransuna47TikTok_India♬ original sound - shrutika💕

ଏଭଳି କିଛି ଭିଡିଓ ଆପଣ ମଧ୍ୟ ଦେଖିପାରିବେ ଯାହାକି ବେଶ ଭାଇରାଲ ହେଉଛି। ଏହି ଭିଡିଓଟିରେ ଇମ୍ରାନ୍‌ ସୁନା ନାମକ ଜଣେ ବ୍ୟକ୍ତି ଅଛନ୍ତି ଏବଂ ତାଙ୍କ ସହ ଷଣ୍ଢଟିଏ ଅଛି। ଷଣ୍ଡଟିକୁ ସେ ବେଶ କିଛି ତାଲିମ ଦେଇଛନ୍ତି। ଏପରି ତାଲିମ ପାଇ ମାଲିକ ଇମ୍ରାନ୍‌ଙ୍କ ସୁରକ୍ଷାରେ ମଧ୍ୟ ଷଣ୍ଢଟି ତୁରନ୍ତ ପହଞ୍ଚିଯାଉଛି।

@imransuna47tiktok_india♬ original sound - sonaliazami

ଇମ୍ରାନଙ୍କ ଟିକଟକ୍‌ ଆକାଉଣ୍ଟରେ ଏହି ଭିଡିଓ ସବୁ ଅଛି। ଏଥିରେ ଇମ୍ରାନଙ୍କର କିଛି ସାଥି ତାଙ୍କୁ ବାଡ଼ିରେ ମାଡ଼ ମାରିବାର ଅଭିନୟ କରୁଛନ୍ତି। କିନ୍ତୁ ଷଣ୍ଢଟି ଦେହରେ ଏସବୁ ଯାଉନି। ଏହି ଭିଡିଓ ସବୁ ମଧ୍ୟରୁ ‘ଚୋଟ୍‌ ଲଗେ ତୁଝ୍‌କୋ ତୋ ଦର୍ଦ ମୁଝେ ହୋତା ହୈ..’ ଗୀତଟିରେ ଟିକ୍‌ ଟକ୍‌ ଦୃଶ୍ୟ ବେଶ ମନଛୁଆଁ ହୋଇଛି। ଏପରିକି ୫ ଲକ୍ଷ ଫଲୋୟର୍ସ ହେବାପରେ ଇମ୍ରାନ୍‌ ‘ପାର୍ଟି’ ବା ଉତ୍ସବ ମଧ୍ୟ ମନାଇଛନ୍ତି। ଦେଖନ୍ତୁ ସେଭଳି କିଛି ଦୃଶ୍ୟ।

Advertisment
@imransuna47500k complete thank you so much all friends#साईं47#મોજીલો_માલધારી TikTok_India

♬ AAJ KI PARTY - SALMAN KHAN,KAREENA KAPOOR KHAN,NAWAZUDDIN SIDDIQUI

@imransuna47TikTok_India

♬ original sound - shrutika💕