ରାନୁଙ୍କ ପରେ ଉବେର ଡ୍ରାଇଭର୍‌ ଚର୍ଚ୍ଚାରେ

ଲକ୍ଷ୍ନୌ: ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ଲୋକପ୍ରିୟ ହୋଇଥିବା ରାନୁ ମଣ୍ଡଳଙ୍କ ପରି ଏବେ ଲକ୍ଷ୍ନୌର ଜଣେ ଉବେର ଡ୍ରାଇଭର୍‌ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ସେ ଗୀତ ଗାଇ ସୋଶାଲ୍‌ ମିଡିଆରେ ଲୋକଙ୍କ ମନ ଜିଣି ପାରିଛନ୍ତି। ତାଙ୍କ ନାଁ ବିନୋଦ। ତାଙ୍କ ଗାଡ଼ିରେ ଯାତ୍ରା କଲା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ। ବିନୋଦ ୧୯୯୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି’ରେ କୁମାର ସାନୁ ଗାଇଥିବା ‘ନଜର୍‌ କେ ସାମ୍‌ନେ’ […]

uber

uber

Puspanjali Panda
  • Published: Tuesday, 17 September 2019
  • Updated: 17 September 2019, 01:34 PM IST

Sports

Latest News

ଲକ୍ଷ୍ନୌ: ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ଲୋକପ୍ରିୟ ହୋଇଥିବା ରାନୁ ମଣ୍ଡଳଙ୍କ ପରି ଏବେ ଲକ୍ଷ୍ନୌର ଜଣେ ଉବେର ଡ୍ରାଇଭର୍‌ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ସେ ଗୀତ ଗାଇ ସୋଶାଲ୍‌ ମିଡିଆରେ ଲୋକଙ୍କ ମନ ଜିଣି ପାରିଛନ୍ତି। ତାଙ୍କ ନାଁ ବିନୋଦ। ତାଙ୍କ ଗାଡ଼ିରେ ଯାତ୍ରା କଲା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ। ବିନୋଦ ୧୯୯୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି’ରେ କୁମାର ସାନୁ ଗାଇଥିବା ‘ନଜର୍‌ କେ ସାମ୍‌ନେ’ ଗୀତଟିକୁ ଗାଇଥିଲେ। ସେ ଗୀତ ଗାଇବା ବେଳେ ଉକ୍ତ ଯାତ୍ରୀ ଜଣଙ୍କ ତାହାକୁ ମୋବାଇଲ୍‌ରେ ରେକର୍ଡ କରି ସୋଶାଲ୍ ମିଡିଆରେ ପୋଷ୍ଟ୍ କରି ଦେଇଥିଲେ, ଯାହା ଭାଇରାଲ୍ ହେଉଛି।

https://twitter.com/crowngaurav/status/1172899827979452416

ଗୀତଟିକୁ ଶେଆର୍‌ କରି ଯାତ୍ରୀ ଜଣଙ୍କ ଲେଖିଛନ୍ତି, “ଲକ୍ଷ୍ନୌର ଉବେର ଡ୍ରାଇଭର୍‌ ବିନୋଦଙ୍କ ବିଷୟରେ ଜାଣନ୍ତୁ। ସେ ଜଣେ ବହୁତ ଭଲ ଗାୟକ। ଯାତ୍ରା ଶେଷ ହେବା ପରେ ମୁଁ ତାଙ୍କୁ ଗୀତ ଗାଇବା ପାଇଁ କହିଥିଲି। ଆଉ କ’ଣ ଦରକାର ?”

ଏହି ପୋଷ୍ଟରେ ଟ୍ୱିଟ୍‌ କରି ଉବେର ଇଣ୍ଡିଆ ପ୍ରତିକ୍ରିୟା ଦେଇ କହିଛି, “ବିନୋଦ ଜଣେ ଲୋକପ୍ରିୟ ଡ୍ରାଇଭର୍‌ ପାର୍ଟନର୍‌। ସେ ଗୀତ ଗାଇ ଯାତ୍ରୀଙ୍କର ମନୋରଞ୍ଜନ କରୁଥିବାରୁ ସକାରାତ୍ମକ ଟିପ୍ପଣୀ ପ୍ରାପ୍ତ କରିଥା’ନ୍ତି।” ସେହିପରି ଯେଉଁ ଯାତ୍ରୀମାନେ ବିନୋଦଙ୍କର ଏହି ପ୍ରତିଭାକୁ ପ୍ରଶଂସା କରିଛନ୍ତି, ଉବେର ଇଣ୍ଡିଆ ସେମାନଙ୍କୁ ଧନ୍ୟବାଦ ଜଣାଇଛି।

ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ଏବଂ ୪ ହଜାରରୁ ଅଧିକ ଲାଇକ୍ ମିଳିଛି। ତେବେ ଦେଖାଯାଉ ରାନୁଙ୍କ ଭଳି ବିନୋଦଙ୍କୁ ବି ବଲିଉଡ୍‌ରେ ସୁଯୋଗ ମିଳୁଛି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story