Advertisment

୨ ମହଲା ଉପରୁ ଖସି ରିକ୍ସାରେ ପଡ଼ିଲା ଶିଶୁ

ନୂଆଦିଲ୍ଲୀ: କୁହାଯାଏ, ‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’। ଏହି ଉକ୍ତି ମଧ୍ୟପ୍ରଦେଶର ଜଣେ ୩ ବର୍ଷର ଶିଶୁ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶ ଟିକମଗଡ଼ରେ ଜଣେ ୩ ବର୍ଷର ଶିଶୁ ୨ ମହଲାରୁ ଖସି ତଳେ ଯାଉଥିବା ଏକ ରିକ୍ସାରେ ପଡ଼ିବା ଘଟଣା ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଟିକମଗଡ଼ରେ ଏହି ତିନିବର୍ଷର ଶିଶୁ ଦୁଇମହଲା ଛାତରୁ ତଳରୁ ଖସି ପଡ଼ିଥିଲା। ଏବଂ ସେହି ସମୟରେ ତଳେ ଯାଉଥିବା […]

୨ ମହଲା ଉପରୁ ଖସି ରିକ୍ସାରେ ପଡ଼ିଲା ଶିଶୁ

sisu

Advertisment

ନୂଆଦିଲ୍ଲୀ: କୁହାଯାଏ, ‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’। ଏହି ଉକ୍ତି ମଧ୍ୟପ୍ରଦେଶର ଜଣେ ୩ ବର୍ଷର ଶିଶୁ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶ ଟିକମଗଡ଼ରେ ଜଣେ ୩ ବର୍ଷର ଶିଶୁ ୨ ମହଲାରୁ ଖସି ତଳେ ଯାଉଥିବା ଏକ ରିକ୍ସାରେ ପଡ଼ିବା ଘଟଣା ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ସୂଚନା ଅନୁଯାୟୀ, ଟିକମଗଡ଼ରେ ଏହି ତିନିବର୍ଷର ଶିଶୁ ଦୁଇମହଲା ଛାତରୁ ତଳରୁ ଖସି ପଡ଼ିଥିଲା। ଏବଂ ସେହି ସମୟରେ ତଳେ ଯାଉଥିବା ଏକ ରିକ୍ସାରେ ଆସି ସେ ପଡ଼ିଥିଲା। ଏହାକୁ ଦେଖି ଆଖ ପାଖ ଲୋକ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଶିଶୁଟି ଦୁଇ ମହଲା ଉଚ୍ଚରୁ ପଡ଼ିବା ପରେ ବି ତା ଶରୀରରେ ଆଦୌ ଆଘାତ ଲାଗି ନଥିଲା।

https://twitter.com/ANI/status/1185835655009619968

ଏହି ଘଟଣା ଟି ଟିକମଗଡ଼ ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ବଜାରରେ ଘଟିଛି। ଯେଉଁଠାରେ ବ୍ୟବସାୟୀ ଆଶିଷ ଜୈନଙ୍କ ତିନିବର୍ଷର ପୁଅ ଜେଜେବାପାଙ୍କ ସହ ଘର ଛାତ ଉପରେ ଖେଳୁଥିଲା। ଶିଶୁଟି ଛାତ ଉପରେ ଖେଳୁଥିବା ସମୟରେ ହଠାତ୍‌ ଛାତରୁ ତଳକୁ ଖସି ପଡ଼ିଥିଲା

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe