ମାଛ ପେଟରୁ ବାହାରିଲା ପୁଳା ପୁଳା ପ୍ଲାଷ୍ଟିକ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପାଇଁ ବିପଦ ସାଜିଲାଣି। ପ୍ଲାଷ୍ଟିକ୍ ଓ ପଲିଥିନ୍‌ର ଅପକାରିତା ସଂପର୍କରେ ଲୋକେ ଅବଗତ ଥାଇ ସୁଦ୍ଧା ଏହାର ବ୍ୟବହାରରୁ କ୍ଷାନ୍ତ ହେଉ ନାହାନ୍ତି। ଏହା ଯେ କେବଳ ମଣିଷ ପାଇଁ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ ତା’ନୁହେଁ, ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବି କାଳ ସାଜିବ। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ଏହା ପ୍ରମାଣିତ ହେଉଛି। ଏହି ଭିଡିଓରେ ଏକ ମାଛ ପେଟରୁ ଅନେକ ପ୍ଲାଷ୍ଟିକ୍‌ ବାହାରୁଥିବା […]

plastic

plastic

Biswobandita Swain
  • Published: Sunday, 26 January 2020
  • Updated: 26 January 2020, 03:10 PM IST

Sports

Latest News

ନୂଆଦିଲ୍ଲୀ: ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପାଇଁ ବିପଦ ସାଜିଲାଣି। ପ୍ଲାଷ୍ଟିକ୍ ଓ ପଲିଥିନ୍‌ର ଅପକାରିତା ସଂପର୍କରେ ଲୋକେ ଅବଗତ ଥାଇ ସୁଦ୍ଧା ଏହାର ବ୍ୟବହାରରୁ କ୍ଷାନ୍ତ ହେଉ ନାହାନ୍ତି। ଏହା ଯେ କେବଳ ମଣିଷ ପାଇଁ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ ତା’ନୁହେଁ, ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବି କାଳ ସାଜିବ। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ଏହା ପ୍ରମାଣିତ ହେଉଛି। ଏହି ଭିଡିଓରେ ଏକ ମାଛ ପେଟରୁ ଅନେକ ପ୍ଲାଷ୍ଟିକ୍‌ ବାହାରୁଥିବା ଦେଖିବାକୁ ମିଳିଛି।

ୟାସମିନ୍‌ ସ୍କୋଟ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ ଶେଆର କରିଛନ୍ତି। ସେ ଏହାର କ୍ୟାପସନ୍‌ରେ ଲେଖିଛନ୍ତି ‘ପେଟରେ ପ୍ଲାଷ୍ଟିକ୍‌ ଭର୍ତ୍ତି ଥିବା ଏକ ମାଛ ମିଳିଛି’। 

ଜଣେ ୩୫ ବର୍ଷୀୟ ମତ୍ସ୍ୟଜୀବୀ ଦୁଇଟି ଅକ୍ଟୋପସ୍‌ ଓ ଗୋଟିଏ ମାଛ ଧରିଥିଲେ। ତେବେ ମାଛକୁ ଦେଖି ତାଙ୍କୁ ସେଥିରେ କିଛି ଅସ୍ୱାଭାବିକ ଲାଗିଲା। ମାଛ ପେଟ ଭିତରେ କିଛି ଥିବା ସେ ଅନୁମାନ କରିଥିଲେ। ତା’ପରେ ମାଛର ପେଟକୁ କାଟି ଦେଇଥିଲେ। ଆଉ ମାଛ ପେଟ ଭିତରରୁ ଅନେକ ଛୋଟ ଛୋଟ ଖଣ୍ଡ ପ୍ଲାଷ୍ଟିକ୍ ପାଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story