ଚଳନ୍ତା କାର୍‌ର ବନେଟ୍‌ ଉପରେ ଚଢ଼ିଗଲେ ଟ୍ରାଫିକ୍ ପୁଲିସ୍, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ୍‌ର ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ଟ୍ରାଫିକ ନିୟମ ଭାଙ୍ଗି ପଳାଉଥିବା ଜଣେ କାର୍‌ ଚାଳକଙ୍କୁ ଧରିବା ପାଇଁ ଜଣେ ଟ୍ରାଫିକ୍ ପୁଲିସ୍‌ କିପରି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲ, ତାହା ଦେଖିବାକୁ ମିଳିଛି। କାର୍‌ଟିକୁ ଅଟକାଇବା ପାଇଁ ସେ ବନେଟ୍ ଉପରେ ଚଢ଼ିଯାଇଥିଲେ। କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସେ ପାଖାପାଖି ଦୁଇ କିଲୋମିଟର ପର୍ଯ୍ୟନ୍ତ ବନେଟ୍‌ରେ ଝୁଲି ରହିଥିଲେ। ଦୃଶ୍ୟଟି ଦେଖିଲେ ବେଶ୍ […]

car

car

Puspanjali Panda
  • Published: Monday, 03 February 2020
  • Updated: 03 February 2020, 05:43 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ୍‌ର ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ଟ୍ରାଫିକ ନିୟମ ଭାଙ୍ଗି ପଳାଉଥିବା ଜଣେ କାର୍‌ ଚାଳକଙ୍କୁ ଧରିବା ପାଇଁ ଜଣେ ଟ୍ରାଫିକ୍ ପୁଲିସ୍‌ କିପରି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲ, ତାହା ଦେଖିବାକୁ ମିଳିଛି। କାର୍‌ଟିକୁ ଅଟକାଇବା ପାଇଁ ସେ ବନେଟ୍ ଉପରେ ଚଢ଼ିଯାଇଥିଲେ। କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସେ ପାଖାପାଖି ଦୁଇ କିଲୋମିଟର ପର୍ଯ୍ୟନ୍ତ ବନେଟ୍‌ରେ ଝୁଲି ରହିଥିଲେ। ଦୃଶ୍ୟଟି ଦେଖିଲେ ବେଶ୍ ଡର ଲାଗୁଥିବା ବେଳେ ଏହା ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।

ଭାଇରାଲ୍ ହେଉଥିବା ଏହି ଭିଡିଓଟି ଗତ ବର୍ଷ ନଭେମ୍ୱର ମାସର ବୋଲି ଜଣାପଡ଼ିଛି। ଏହାକୁ ଏବେ ସୋଶାଲ୍‌ ମିଡିଆରେ ଶେଆର୍‌ କରାଯାଇଛି।

ଟ୍ରାଫିକ୍‌ ପୁଲିସ୍‌ର କହିବା ଅନୁସାରେ ଦିଲ୍ଲୀ ନନ୍‌ଗ୍ଲୋଇ ଚୌକ୍‌ ପାଖରେ ଗାଡ଼ି କାଗଜପତ୍ର ଚେକିଂ ଚାଲିଥିବା ସମୟରେ ଜଣେ ବ୍ୟକ୍ତି କାରରେ ରଙ୍ଗ୍ ରୁଟ୍‌ରେ ପ୍ରବେଶ କରିଥିଲେ। ଉପସ୍ଥିତ ଟ୍ରାଫିକ୍ ପୁଲିସ୍‌ କର୍ମଚାରୀମାନେ ତାଙ୍କୁ କାର୍‌ ସ୍ଲୋ କରିବା ପାଇଁ କହିଥିଲେ, କିନ୍ତୁ ସେ ମାନିନଥିଲେ। ସେଥିପାଇଁ ଉକ୍ତ ଟ୍ରାଫିକ୍‌ ପୁଲିସ୍‌ ଜଣଙ୍କ କାର୍‌କୁ ଅଟକାଇବର ପାଇଁ ବନେଟ୍ ଉପରେ ଚଢ଼ି ଯାଇଥିଲେ। କିନ୍ତୁ କାର୍‌ ଚାଳକ ଜଣକ ଗାଡ଼ି ରଖିବା ପରିବର୍ତ୍ତେ ବେଗ ବଢ଼ାଇ ଦେଇଥିଲେ। ଟ୍ରାଫିକ୍ ପୁଲିସ୍‌ ଜଣଙ୍କ ସେହି ଅବସ୍ଥାରେ ଗାଡ଼ିରେ ଝୁଲି ରହିଥିଲେ। ୨ କିଲୋମିଟର ପର୍ଯ୍ୟନ୍ତ କାର୍‌ଟି ଚାଲିଥିଲା ଏବଂ ଏହି ସମୟରେ କାର୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ତାଙ୍କ ମୋବାଇଲ୍‌ରେ ରେକର୍ଡ କରି ନେଇଥିଲେ।

ଟ୍ରାଫିକ୍ ପୁଲିସ୍‌ ଜଣଙ୍କ ବହୁତ ଅନୁରୋଧ କରିବା ପରେ କାର୍‌ ଚାଳକ ଗାଡ଼ି ରଖିଥିଲେ ଏବଂ ସେ ରକ୍ଷା ପାଇଥିଲେ। ଏହି ଘଟଣାରେ ଟ୍ରାଫିକ୍‌ ପୁଲିସ୍‌ ଜଣଙ୍କ ଆହତ ହୋଇଥିଲେ।

https://youtu.be/ztji1pLiDbc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story