୬ ବର୍ଷୀୟ କୁନି କ୍ରିକେଟର୍‌, ବ୍ୟାଟିଂ ଦେଖି ଉଡ଼ିଯିବ ହୋସ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଖେଳ କ୍ରିକେଟ। ଏହାକୁ ଖେଳିବା ଓ ଦେଖିବାକୁ ଅଧିକାଂଶ ପସନ୍ଦ କରନ୍ତି। ବିଶେଷ କରି ଅଧିକାଂଶ ଛୋଟ ପିଲାଙ୍କ ଏହା ଫେଭରେଟ୍ ଗେମ୍। କ୍ରିକେଟର କ୍ରେଜ ସେମାନଙ୍କୁ ମତୁଆଲା କରେ। ଏଥିପାଇଁ ଅନେକ ପିଲା ବଡ ହୋଇ କ୍ରିକେଟର ହେବାକୁ ସ୍ୱପ୍ନ ଦେଖନ୍ତି। ଆଉ କିଏ କିଏ ଛୋଟ ବେଳୁ ହିଁ ବନି ଯା’ନ୍ତି କ୍ରିକେଟର। ଏଭଳି ଜଣେ କୁନି କ୍ରିକେଟ ଏବେ ସାମ୍ନାକୁ ଆସିଛନ୍ତି। ଏହି କୁନି କ୍ରିକେଟରଙ୍କ ଭିଡିଓ ଏବେ ସୋଶାଲ […]

mehak fatima

mehak fatima

Madhupriya Mistry
  • Published: Tuesday, 22 June 2021
  • Updated: 22 June 2021, 05:12 PM IST

ନୂଆଦିଲ୍ଲୀ: ଲୋକପ୍ରିୟ ଖେଳ କ୍ରିକେଟ। ଏହାକୁ ଖେଳିବା ଓ ଦେଖିବାକୁ ଅଧିକାଂଶ ପସନ୍ଦ କରନ୍ତି। ବିଶେଷ କରି ଅଧିକାଂଶ ଛୋଟ ପିଲାଙ୍କ ଏହା ଫେଭରେଟ୍ ଗେମ୍। କ୍ରିକେଟର କ୍ରେଜ ସେମାନଙ୍କୁ ମତୁଆଲା କରେ। ଏଥିପାଇଁ ଅନେକ ପିଲା ବଡ ହୋଇ କ୍ରିକେଟର ହେବାକୁ ସ୍ୱପ୍ନ ଦେଖନ୍ତି। ଆଉ କିଏ କିଏ ଛୋଟ ବେଳୁ ହିଁ ବନି ଯା’ନ୍ତି କ୍ରିକେଟର। ଏଭଳି ଜଣେ କୁନି କ୍ରିକେଟ ଏବେ ସାମ୍ନାକୁ ଆସିଛନ୍ତି। ଏହି କୁନି କ୍ରିକେଟରଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

୬ ବର୍ଷର କୁନି ଝିଅ ମେହେକ ଫାତିମା। ସେ କରେଳର କୋଝିକୋଡ ବାସିନ୍ଦା। ତେବେ ମେହେକ ବୟସରେ ସିନା ଛୋଟ କିନ୍ତୁ ତାଙ୍କ ବ୍ୟାଟିଂ କରିବା ଷ୍ଟାଇଲ୍ କୌଣସି ବଡ ଖେଳାଳିଙ୍କ ଠାରୁ କମ୍ ନୁହେଁ। ତାଙ୍କ ବ୍ୟାଟିଂ ଷ୍ଟାଇଲ୍ ଦେଖି ବଡ ବଡଙ୍କ ହୋସ୍‌ ଉଡିଯାଏ। ସମସ୍ତେ ତାଙ୍କ ବ୍ୟାଟିଂକୁ ଦେଖି ଚକିତ ହୋଇଯା’ନ୍ତି। ମେହେକଙ୍କ ଦକ୍ଷତା କେତେ ତାହା ତାଙ୍କ ବ୍ୟାଟିଂରୁ ସ୍ପଷ୍ଟ ବାରି ହୋଇପଡେ। କାରଣ ସେ ଏକାଧିକ ଶଟ୍‌, ସିଧାସଳଖ ଡ୍ରାଇଭ୍ ମାରନ୍ତି। ମେହେକ ପ୍ରାୟ ୭ ମାସ ପୂର୍ବରୁ କ୍ରିକେଟ ଖେଳିବା ଆରମ୍ଭ କରିଛନ୍ତି।

ଫାତିମା ନିଜର ବ୍ୟାଟିଂ ଅଭ୍ୟାସର ସମସ୍ତ ଭିଡିସ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରନ୍ତି। ଫାତିମା ସେଆର କରିତିବା ନିଜ ବ୍ୟାଟିଂ କରୁଥିବା ଅଭ୍ୟାସର ଭିଡିଓକୁ ଏବେ ବିଶିଷ୍ଟ ଉଦ୍ୟଗୋପତି ଆନନ୍ଦ ମହିନ୍ଦ୍ରା, ମହିଳା କ୍ରିକେଟର ମିତାଲି ରାଜ, ଜେମିମା ରୋଡ୍ରିଗ୍ସ ସେଆର କରିଛନ୍ତି।

ମିତାଲି କହିଛନ୍ତି, ଫାତିମାଙ୍କ ବ୍ୟାଟିଂ ଦେଖି ମୁଁ ବେଶ୍ ପ୍ରଭାବିତ ହୋଇଛି। ତା’ ପାଇଁ ମୋର ପୂରା ସମର୍ଥନ ରହିଛି। କ୍ରିକେଟ ପ୍ରତି ଆଗ୍ରହୀ ଥିବା ସମସ୍ତ ଛୋଟ ଝିଅକୁ ଆଗକୁ ନେବା ପାଇଁ ମୋର ଆଶୀର୍ବାଦ ରହିଛି। ଏଥିପାଇଁ ଯଦି ମୋର କିଛି ଆବଶ୍ୟକ ଥାଏ ତେବେ ମୁଁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ମେହେକଙ୍କ ମା’ କହିଛନ୍ତି, ସେ କ୍ରିକେଟକୁ ନେଇ ବେଶ୍ ଆଗ୍ରହୀ। ଦିନସାରା ସେ ଘର ଭିତରେ ତା’ ବାପାଙ୍କ ସହ ମିଶି କ୍ରିକେଟ ଖେଳେ। ଭବିଷ୍ୟତରେ ସେ କ୍ରିକେଟର ହେବାକୁ ଇଚ୍ଛା ରଖିଛି।

https://twitter.com/M_Raj03/status/1403871413665075200?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story