୧୬ ଘଣ୍ଟା ଧରି ଗାଧୋଇଲେ, ଆଉ ତା’ ପରେ...

ନୂଆଦିଲ୍ଲୀ: ଗରମ ଦିନେ ଗାଧୋଇବା ପାଇଁ ସମସ୍ତେ ଭଲ ପା’ନ୍ତି । କିଏ ୧୫ ମିନିଟି ଗାଧାଏ ତ ଆଉ କିଏ ଅଧଘଣ୍ଟା । ସୁଇମିଂ ପୁଲ୍ ହୋଇଥିଲେ ଗାଧୋଇବାର ମଜା ନେଇ ଘଣ୍ଟେ କି ଦୁଇ ଘଣ୍ଟା କାଳ ଗାଧୋଇଥା’ନ୍ତି । କିନ୍ତୁ ନିକଟରେ ଜଣେ ଯୁବତୀ ସୁଇମିଂ ପୁଲରେ ୧୬ ଘଣ୍ଟା ଧରି ଗାଧୋଇଛନ୍ତି । ଆଉ ତା’ପରେ ତାଙ୍କର ଅବସ୍ଥା ଯାହା ହୋଇଛି ତାହା ଦେଖି ଯେକେହିବି ଆଚମ୍ବିିତ ହୋଇଯିବେ । ବ୍ରିଟେନର […]

woman in swimming pool

woman in swimming pool

Madhupriya Mistry
  • Published: Wednesday, 26 May 2021
  • Updated: 26 May 2021, 03:39 PM IST

Sports

Latest News

ନୂଆଦିଲ୍ଲୀ: ଗରମ ଦିନେ ଗାଧୋଇବା ପାଇଁ ସମସ୍ତେ ଭଲ ପା’ନ୍ତି । କିଏ ୧୫ ମିନିଟି ଗାଧାଏ ତ ଆଉ କିଏ ଅଧଘଣ୍ଟା । ସୁଇମିଂ ପୁଲ୍ ହୋଇଥିଲେ ଗାଧୋଇବାର ମଜା ନେଇ ଘଣ୍ଟେ କି ଦୁଇ ଘଣ୍ଟା କାଳ ଗାଧୋଇଥା’ନ୍ତି । କିନ୍ତୁ ନିକଟରେ ଜଣେ ଯୁବତୀ ସୁଇମିଂ ପୁଲରେ ୧୬ ଘଣ୍ଟା ଧରି ଗାଧୋଇଛନ୍ତି । ଆଉ ତା’ପରେ ତାଙ୍କର ଅବସ୍ଥା ଯାହା ହୋଇଛି ତାହା ଦେଖି ଯେକେହିବି ଆଚମ୍ବିିତ ହୋଇଯିବେ ।

ବ୍ରିଟେନର ଜଣେ ମହିଳାଙ୍କ ନିକଟରେ ଘଟିଛ କିଛି ଏଭଳି ଘଟଣା । ସେ ୧୬ ଘଣ୍ଟା ଧରି ପାଣିରେ ରହିବା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଛି । ତାଙ୍କ ଗୋଡର ପାଦଗୁଡିକ ପୁରାପୁରି ବତୁରି ଯାଇଛି । ପାଣିରେ ଅଧିକ ସମୟ ରହିବା ଯୋଗୁଁ ତାଙ୍କ ଗୋଡର ମାଂସ ଓହଳି ପଡିଛି । ଗୋଡର ରଙ୍ଗ ମଧ୍ୟ ବଦଳି ଯାଇ ଧୂସର ରଙ୍ଗ ପଡିଯାଇଛି ।

ଏଭଳି ଅବସ୍ଥା ହେବା ପରେ ଡୋନା ନାମକ ଏହି ମହିଳା ଜଣକ ଟିକଟକ ଭିଡିଓ ଜରିଆରେ ଲୋକଙ୍କୁ ସହାୟତା ମାଗିଛନ୍ତି । ଏଭଳି ଅବସ୍ଥାର କ’ଣ ଚିକିତ୍ସା ରହିଛି କୁହନ୍ତି ବୋଲି ସେ କହିଛନ୍ତି । ଟିକଟକରେ ଆକ୍ଟିଭ ରହୁଥିବା ଡୋନାଙ୍କ ଏହି ଭିଡିଓକୁ ୩ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ତେବେ ଏହି ମହିଳା ଜଣକ କାହିିଁକି ୧୬ ଘଣ୍ଟା ଧରି ପାଣି ଭିତରେ ରହିଥିଲେ ତା’ର କାରଣ କିଛି କହିନାହାନ୍ତି । ସେପଟେ ଡୋନାଙ୍କ ଏଭଳି ଅବସ୍ଥା ଦେଖି ଅନେକ ପ୍ରଶ୍ନ ଉଠାଇଛନ୍ତି । ମଣିଷ ୯ ଘଣ୍ଟା ଧରି ଶୋଇପାରେ କିନ୍ତୁ ୧୬ ଘଣ୍ଟା କିଭଳି ପାଣିରେ ରହିପାରିବେ ବୋଲି ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ଘଣ୍ଟା ଘଣ୍ଟା ଧରି ପାଣି ଭିତରେ ରହିଲେ ଟ୍ରଞ୍ଚ ଫୁଟ୍ ନାମକ ରୋଗ ହୋଇପରେ । ଏଭଳି ସ୍ଥିତିରେ ରକ୍ତ ସଂଚାଳନ ବନ୍ଦ ହୋଇଯାଏ । ଶିରାପ୍ରସିିିରା ଗମ୍ଭୀର ରୂପେ ପ୍ରଭାବିତ ହୁଏ । ଯଦି ଏହାର ସଠିକ ଚିକିତ୍ସା ନ କରାଯାଏ ତେବେ ଅଳ୍ସର ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story