ପାଣି ଟାଙ୍କି ଦେଖି ଆନନ୍ଦ ମହିନ୍ଦ୍ରା ଖୁସ୍‌

ବିହାରର ଭାଗଲପୁରର ଜଣେ ବ୍ୟକ୍ତି ତାଙ୍କ ତିନି ମହଲା କୋଠା ଉପରେ କରିଥିବା ପାଣି ଟାଙ୍କିକୁ ଦେଖି ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବେଶ୍ ଖୁସି ହୋଇଛନ୍ତି ଏବଂ ଏଭଳି ଅଭିନବ ଆଇଡିଆକୁ ପ୍ରଶଂସା କରିଛନ୍ତି। କାରଣ ଏହି ପାଣି ଟାଙ୍କିଟି ଦେଖିବାକୁ ପୂରା ଭିନ୍ନ। ଏହି ପାଣିଟାଙ୍କିଟି ଏକ ମହିନ୍ଦ୍ରା ସ୍କ୍ରୋପିଓ ଆକୃତିର ହୋଇଛି। ହଠାତ୍ କେହି ଦେଖିଲେ ଭାବିବେ ଯେ ଗାଡ଼ିଟିକୁ ଘର ଉପରେ ରଖାଯାଇଛି। Now that’s what I call […]

watertank

watertank

Jitendra Garnayak
  • Published: Monday, 02 November 2020
  • Updated: 02 November 2020, 12:13 PM IST

Sports

Latest News

ବିହାରର ଭାଗଲପୁରର ଜଣେ ବ୍ୟକ୍ତି ତାଙ୍କ ତିନି ମହଲା କୋଠା ଉପରେ କରିଥିବା ପାଣି ଟାଙ୍କିକୁ ଦେଖି ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବେଶ୍ ଖୁସି ହୋଇଛନ୍ତି ଏବଂ ଏଭଳି ଅଭିନବ ଆଇଡିଆକୁ ପ୍ରଶଂସା କରିଛନ୍ତି। କାରଣ ଏହି ପାଣି ଟାଙ୍କିଟି ଦେଖିବାକୁ ପୂରା ଭିନ୍ନ। ଏହି ପାଣିଟାଙ୍କିଟି ଏକ ମହିନ୍ଦ୍ରା ସ୍କ୍ରୋପିଓ ଆକୃତିର ହୋଇଛି। ହଠାତ୍ କେହି ଦେଖିଲେ ଭାବିବେ ଯେ ଗାଡ଼ିଟିକୁ ଘର ଉପରେ ରଖାଯାଇଛି।

ନିଜ ଘରେ ଏଭଳି ପାଣି ଟାଙ୍କି ତିଆରି କରିଥିବା ବ୍ୟକ୍ତିଙ୍କ ନାଁ ଇନ୍‌ତସର ଆଲାମ। ଏହି ପାଣି ଟାଙ୍କି ନିର୍ମାଣ କରିବା ପାଇଁ ସେ ଆଗ୍ରାରୁ କିଛି ସ୍ୱତନ୍ତ୍ର ରାଜମିସ୍ତ୍ରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ସେ ଏମିତି ଏକ ପାଣି ଟାଙ୍କି କରିବାକୁ କାହିଁକି ଚିନ୍ତା କଲେ?

କଥା ହେଉଛି, ଇନ୍‌ତସର ଆଲାମଙ୍କ ପ୍ରଥମ ଗାଡ଼ିଥିଲା ଏକ ମହିନ୍ଦ୍ରା ସ୍କ୍ରୋପିଓ । ତେଣୁ ଉକ୍ତ ଗାଡ଼ିର ସ୍ମୃତିରେ ସେ ଏଭଳି ଏକ ପାଣି ଟାଙ୍କି ନିର୍ମାଣ କରାଇଛନ୍ତି। ପାଣିଟାଙ୍କିଟି କେବଳ ମହିନ୍ଦ୍ରା ସ୍କ୍ରୋପିଓ ଆକାରର ହୋଇନାହିଁ, ଏଥିରେ ଏକ ନମ୍ବର ମଧ୍ୟ ରହିଛି। ଆଉ ଉକ୍ତ ନମ୍ବର ତାଙ୍କ ପ୍ରଥମ ଗାଡ଼ିର ଥିଲା।

ଇନ୍‌ତସର ଆଲାମ ଏହି ପାଣି ଟାଙ୍କି ନିର୍ମାଣ କରିବା ପାଇଁ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁ ରାଜମିସ୍ତ୍ରୀମାନେ ଏହାକୁ ତିଆରି କରିଥିଲେ ସେମାନେ ଦୈନିକ ୧,୨୦୦ ଟଙ୍କା ମଜୁରୀ ବାବଦକୁ ନେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story