Advertisment

ହାତୀ ଛୁଆର କରାଗଲା ମାଲିସ୍, ଭିଡିଓ ଭାଇରାଲ୍

ସୋଶାଲ ମିଡିଆରେ ଅନେକ ମଜାକିଆ ଓ ଅତି ସୁନ୍ଦର ଭିଡିଓ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳେ। ଏଥିମଧ୍ୟରୁ କିଛି ଭିଡିଓ ଯାହା ଲୋକଙ୍କ ହୃଦୟକୁ ଛୁଇଁ ଯାଇଥାଏ। ଏବେ ସୋଶାଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ନିଶ୍ଚୟ ସମସ୍ତଙ୍କୁ ଭଲ ଲାଗିବ। ଏକ ହାତୀ ଛୁଆର ଶୁଣ୍ଢକୁ ଜଣେ ବ୍ୟକ୍ତି ମାଲିସ୍ କରୁଛନ୍ତି। ମନକୁ ଛୁଇଁଲା ଭଳି ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡିଓରେ ହାତୀର ଛୁଆ ତା’ର କେୟାରଟେକର […]

ହାତୀ ଛୁଆର କରାଗଲା ମାଲିସ୍, ଭିଡିଓ ଭାଇରାଲ୍

baby-elephant

Advertisment

ସୋଶାଲ ମିଡିଆରେ ଅନେକ ମଜାକିଆ ଓ ଅତି ସୁନ୍ଦର ଭିଡିଓ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳେ। ଏଥିମଧ୍ୟରୁ କିଛି ଭିଡିଓ ଯାହା ଲୋକଙ୍କ ହୃଦୟକୁ ଛୁଇଁ ଯାଇଥାଏ। ଏବେ ସୋଶାଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ନିଶ୍ଚୟ ସମସ୍ତଙ୍କୁ ଭଲ ଲାଗିବ। ଏକ ହାତୀ ଛୁଆର ଶୁଣ୍ଢକୁ ଜଣେ ବ୍ୟକ୍ତି ମାଲିସ୍ କରୁଛନ୍ତି। ମନକୁ ଛୁଇଁଲା ଭଳି ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି।

Advertisment

ଏହି ଭିଡିଓରେ ହାତୀର ଛୁଆ ତା’ର କେୟାରଟେକର ଠାରୁ ନିଜ ଶୁଣ୍ଢର ମସାଜ୍ କରୁଥିବା ଦେଖିବାକୁ ମିଳିଛି। ହାତୀ ଛୁଆ ମଧ୍ୟ ଏହାର ଭରପୂର ଆନନ୍ଦ ଉଠାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଅତ୍ୟନ୍ତ ସୁନ୍ଦର ହୋଇଛି ଏବଂ ଲୋକଙ୍କୁ ମଧ୍ୟ ଏହା ଖୁବ୍ ପସନ୍ଦ ଆସିଛି।

https://twitter.com/SheldrickTrust/status/1415431120057929728?s=20

୨୨ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୬ହଜାରରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓକୁ ଶେଫିଲ୍ଡ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଶେଆର୍ କରିଛି।

Advertisment

ଏହି ଭିଡିଓକୁ ପୋଷ୍ଟ କରି କ୍ୟାପସନରେ ଲେଖାଯାଇଛି, ହାତୀର ଛୁଆର ଶୁଣ୍ଢର ମାଲିସ୍ କରାଯାଉଛି। ଲୋକେ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ କେୟାରଟେକରର ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe