ବାଇସେପ୍‌ ବଢ଼ାଇବା ନିଶା ନେଲା ଜୀବନ

ନୂଆଦିଲ୍ଲୀ: ଆଜିକାଲି ଜିମ୍‌ରେ ଝାଳ ବୁହାଇ ବଡି ବନାଇବା ଏକ ପ୍ରକାର ଫ୍ୟାଶନ ପାଲଟି ଗଲାଣି। ସିକ୍ସ ପ୍ୟାକ୍‌ ଆବ୍ସ ଓ ବାଇସେପ୍‌ ବଢ଼ାଇବା ନିଶା ଯୁବପିଢ଼ୀଙ୍କୁ ଘାରିଛି। କେବଳ ଯୁବପିଢ଼ୀ ନୁହନ୍ତି ଏଥିରୁ ବୟସ୍କମାନେ ମଧ୍ୟ ବାଦ୍‌ ପଡୁ ନାହାନ୍ତି। କିଏ ଏଥିପାଇଁ ଲଗାତର ଜିମ୍‌ ଯାଇ ପରିଶ୍ରମ କରୁଛି ତ ଆଉ କିଏ ଆପଣାଉଛି ସଟ୍‌ କଟ୍‌ ରାସ୍ତା। ତେବେ ଏହି ସଟ୍‌ କଟ୍‌ ରାସ୍ତା ବେଳେ ବେଳେ କିଛି ଲୋକଙ୍କ ପାଇଁ ଘାତକ […]

brazilian-hulk-bodybuilder

brazilian-hulk-bodybuilder

Madhupriya Mistry
  • Published: Wednesday, 03 August 2022
  • Updated: 03 August 2022, 05:06 PM IST

Sports

Latest News

ନୂଆଦିଲ୍ଲୀ: ଆଜିକାଲି ଜିମ୍‌ରେ ଝାଳ ବୁହାଇ ବଡି ବନାଇବା ଏକ ପ୍ରକାର ଫ୍ୟାଶନ ପାଲଟି ଗଲାଣି। ସିକ୍ସ ପ୍ୟାକ୍‌ ଆବ୍ସ ଓ ବାଇସେପ୍‌ ବଢ଼ାଇବା ନିଶା ଯୁବପିଢ଼ୀଙ୍କୁ ଘାରିଛି। କେବଳ ଯୁବପିଢ଼ୀ ନୁହନ୍ତି ଏଥିରୁ ବୟସ୍କମାନେ ମଧ୍ୟ ବାଦ୍‌ ପଡୁ ନାହାନ୍ତି। କିଏ ଏଥିପାଇଁ ଲଗାତର ଜିମ୍‌ ଯାଇ ପରିଶ୍ରମ କରୁଛି ତ ଆଉ କିଏ ଆପଣାଉଛି ସଟ୍‌ କଟ୍‌ ରାସ୍ତା। ତେବେ ଏହି ସଟ୍‌ କଟ୍‌ ରାସ୍ତା ବେଳେ ବେଳେ କିଛି ଲୋକଙ୍କ ପାଇଁ ଘାତକ ହେଉଛି ଏପରିକି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଏଭଳି ହିଁ କିଛି ଘଟଣା ଘଟିଛି ବ୍ରାଜିଲର ଜଣେ ବ୍ୟକ୍ତିଙ୍କ ସହ।

ଭାଲ୍‌ଦିର୍‌ ସେଗାତୋ। ସେ ଜଣେ ବଡିବିଲ୍ଡର ଓ ଟିକ୍‌ଟକ୍‌ ଷ୍ଟାର। ୫୫ ବର୍ଷିୟ ଏହି ବଡିବିଲ୍ଡର ଜଣକ 'ହଲ୍କ' ନାମରେ ପରିଚିତ। ତାଙ୍କୁ କେହି କେହି 'ହି-ମ୍ୟାନ୍‌' ମଧ୍ୟ କହି ଡାକୁଥିଲେ। ତାଙ୍କର ବଡ ବଡ ବାଇସେପ୍‌ ଲୋକଙ୍କୁ ଆକୃଷ୍ଟ କରୁଥିଲା। ହେଲେ ନିଜ ବାଇସେପ୍‌କୁ ଆହୁରି ବଢ଼ାଇବା ପାଇଁ ଲାଗି ପଡିଥିଲେ ଭାଲ୍‌ଦିର। ୨୩ ଇଞ୍ଚର ବାଇସେପ୍‌ ବନାଇବା ପାଇଁ ଭାଲ୍‌ଦିର ଆପଣାଇଥିଲେ ସଟ୍‌କଟ୍‌ ରାସ୍ତା। ଆଉ ନେଇଥିଲେ ବିପଦପୂର୍ଣ୍ଣ ଇଞ୍ଜେକସନ୍‌।

What Is Synthol, What Are Its Harms, What Is Synthol Good For, Is It Legal To Use Synthol?

ଘାତକ ବୋଲି ଜାଣିବା ପରେ ମଧ୍ୟ ବାଇସେପ୍‌ ଓ ବ୍ୟାକ୍‌ ମସଲ୍ସ ବଢ଼ାଇବା ପାଇଁ ସିନ୍ଥଲ ନାମକ ଇଞ୍ଜେକସନ୍‌ ନେଉଥିଲେ ଭାଲଦିର୍‌। ୬ ବର୍ଷ ପୂର୍ବେ ଡାକ୍ତର ତାଙ୍କୁ ଏଥିପାଇଁ ଚେତାବନୀ ମଧ୍ୟ ଦେଇଥିଲେ। ଯଦି ସେ ଏଭଳି ଲଗାତର ବଡି ବନାଇବା ପାଇଁ ଇଞ୍ଜେକସନର ବ୍ୟବହାର କରନ୍ତି ତେବେ ତାଙ୍କ ନର୍ଭସ ସିଷ୍ଟମ ନଷ୍ଟ ହେବା ସହ ଅନେକ ବିପଦର ସାମ୍ନାକୁ କରିବାକୁ ପଡିପାରେ ବୋଲି ଡାକ୍ତର କହିଥିଲେ। କିନ୍ତୁ ଡାକ୍ତରଙ୍କ କଥାକୁ ସେ ଖାତିର କରି ନେଇଥିଲେ। ଲୋକେ ତାଙ୍କୁ ଶ୍ୱର୍ଜନେଗର, ହଲ୍କ ଓ ହି-ମ୍ୟାନ ଡାକୁଥିବାରୁ ତାଙ୍କୁ ଖୁବ୍ ଆନନ୍ଦ ମିଳୁଥିଲା । ତେଣୁ ଏପରି ଖୁସି ଆଗରେ ମୃତ୍ୟୁର ସମ୍ଭାବନା ତାଙ୍କୁ କିଛି ବି ଲାଗୁନଥିଲା ବୋଲି ୨୦୧୬ରେ ଏକ ସାକ୍ଷାତକାର୍‌ରେ ଭାଲ୍‌ଦିର୍‌ କହିଥିଲେ।

Brazilian Hulk' who injected himself with OIL to create 23-inch biceps, dies on his 55th birthday | Daily Mail Online

ଶେଷରେ ଡାକ୍ତରଙ୍କ ଚେତାବନୀ ସତ ପ୍ରମାଣିତ ହୋଇଥିଲା। ନିଜ ଜନ୍ମଦିନର ହିଁ ପ୍ରାଣ ହରାଇଛନ୍ତି ଭାଲ୍‌ଦିର୍‌। ୫୫ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି।  ମୃତ୍ୟୁ ଦିନ ସାକଳୁ ଭାଲ୍‌ଦିରଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହାପରେ ସେ ସହାୟତା ପାଇଁ ନିଜ ମା'ଙ୍କୁ ଡାକିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତେବେ ହସ୍ପିଟାଲ ରିସେପ୍‌ସନରେ ପହଞ୍ଚିବା ପରେ ତାଙ୍କର ହୃଦ୍‌ଘାତ ଘଟିଥିଲା ଓ ଘଟଣାସ୍ଥଳରେ ସେ ଟଳି ପଡିଥିବା ତାଙ୍କ ପଡୋଶୀ କହିଛନ୍ତି।

Bodybuilder becomes latest to risk death by injecting oil into his muscles  but swears his ridiculous pics are the real deal

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story