ବେଦି ଉପରେ ସିନ୍ଦୁର ପିନ୍ଧିବାକୁ ମନା କରିଦେଲା କନିଆ

ରାଞ୍ଚି: ବର-କନିଆ ପରସ୍ପରକୁ ବରଣ ମାଳା ପିନ୍ଧାଇଲେ। ହାତଗଣ୍ଠି ପଡିଲା, ସାତ ଫେରା ବି ସରିଲା। ବେଦୀ ଚାରିପଟେ ଘେରି ରହିଥିଲେ ବନ୍ଧୁ ଓ ସମ୍ପର୍କୀୟ। ବର-କନିଆ ଉପରକୁ ଫୁଲ ବର୍ଷା ହେଉଥିଲା। ସାଙ୍ଗସାଥୀ ଥଟ୍ଟା ମଜା ବି କରୁଥିଲେ। ସବୁ ରୀତିନୀତି ସହ ହସ ଖୁସିରେ ଚାଲିଥିଲା ବାହାଘର। ତେବେ ପଣ୍ଡିତ ଯେତେବେଳେ ବରକୁ କନିଆ ମଥାରେ ସିନ୍ଦୁର ପିନ୍ଧାଇବାକୁ କହିଲେ ବଦଳିଯାଇଥିଲା ବାହାଘରର ପୁରା ଚିତ୍ର। ବେଦୀ ଉପରେ ସିନ୍ଦୁର ପିନ୍ଧିବାକୁ ମନା କରିଦେଲା […]

Bride Vermiliom

Bride Vermiliom

Madhupriya Mistry
  • Published: Thursday, 01 July 2021
  • Updated: 01 July 2021, 01:37 PM IST

Sports

Latest News

ରାଞ୍ଚି: ବର-କନିଆ ପରସ୍ପରକୁ ବରଣ ମାଳା ପିନ୍ଧାଇଲେ। ହାତଗଣ୍ଠି ପଡିଲା, ସାତ ଫେରା ବି ସରିଲା। ବେଦୀ ଚାରିପଟେ ଘେରି ରହିଥିଲେ ବନ୍ଧୁ ଓ ସମ୍ପର୍କୀୟ। ବର-କନିଆ ଉପରକୁ ଫୁଲ ବର୍ଷା ହେଉଥିଲା। ସାଙ୍ଗସାଥୀ ଥଟ୍ଟା ମଜା ବି କରୁଥିଲେ। ସବୁ ରୀତିନୀତି ସହ ହସ ଖୁସିରେ ଚାଲିଥିଲା ବାହାଘର। ତେବେ ପଣ୍ଡିତ ଯେତେବେଳେ ବରକୁ କନିଆ ମଥାରେ ସିନ୍ଦୁର ପିନ୍ଧାଇବାକୁ କହିଲେ ବଦଳିଯାଇଥିଲା ବାହାଘରର ପୁରା ଚିତ୍ର। ବେଦୀ ଉପରେ ସିନ୍ଦୁର ପିନ୍ଧିବାକୁ ମନା କରିଦେଲା କନିଆ। ସଫା ସଫା କହିଦେଲା କରିବନି ବିବାହ।

ନା ବରପକ୍ଷ ନା କନିଆ ଘର। କେହି କିଛି ବୁଝି ପାରୁନଥିଲେ। ଅଧା ବାହାଘରରୁ କନିଆ ମୁହଁ ମୋଡିଲା କାହିଁକି। ସମସ୍ତେ କନିଆକୁ ବୁଝାଇଥିଲେ। ବାରମ୍ବାର କାରଣ ପଚାରିଥିଲେ। ହେଲେ କନିଆର ଏକା ଜିଦ୍‌, ବାହା ହେବନି। ଶେଷରେ କନିଆ ଘର ଆଗରେ ଧାରଣାରେ ବସିଲେ ବର ପକ୍ଷ। ଦାବି କଲେ, ବାହାଘର ସାରି ଝିଅ ବିଦାଇ କର ନଚେତ୍ ଖର୍ଚ୍ଚ ହୋଇଥିବା ସବୁ ଟଙ୍କା ଫେରାଅ।

ରାଞ୍ଚି ଧୁର୍ବା ଥାନା ମୋସିବାଡି ଅଂଚଳର ଏହି ଘଟଣା ସାରା ଗାଁରେ ହଲଚଲ ଖେଳାଇ ଦେଇଥିଲା। ଅଧା ବାହାଘର, ଅଧା ରୀତିନୀତି ସହ ଅଧାରେ ଅଟକି ଯାଇଥିଲା ବରର ସ୍ୱପ୍ନ। ସେପଟେ ବାପା-ମାଆଙ୍କୁ କନିଆ କହିଥିଲା , ବର ପସନ୍ଦ ହେଉନି, ସେଥିପାଇଁ ସେ ବିବାହ କରିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story