କନ୍ୟା ପିନ୍ଧିଲା ଗୁପଚୁପ୍ ମୁକୁଟ, ଭିଡିଓ ଭାଇରାଲ୍

ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଥାଏ, ଯାହା ଲୋକଙ୍କୁ ଖୁବ୍ ମନୋରଞ୍ଜନ କରାଇଥାଏ। ଅନେକ ସମୟରେ ବିବାହ ଏବଂ ବର-କନ୍ୟାର ମଜାଦାର ଏବଂ ଅଜବ ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖି ଜଣେ ନିଜର ହସ ରୋକିପାରିବ ନାହିଁ। ଏହି ଭିଡିଓରେ ଜଣେ କନ୍ୟାକୁ ଗୁପଚୁପର ମାଳି ଓ ମୁକୁଟ ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି। ଭାଇରାଲ୍ ହୋଇଥିବା ଭିଡିଓକୁ ଲୋକେ ଖୁବ୍ […]

bride

bride

Ranjit Kumar Jena
  • Published: Tuesday, 06 July 2021
  • Updated: 07 July 2021, 05:23 PM IST

Sports

Latest News

ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଥାଏ, ଯାହା ଲୋକଙ୍କୁ ଖୁବ୍ ମନୋରଞ୍ଜନ କରାଇଥାଏ। ଅନେକ ସମୟରେ ବିବାହ ଏବଂ ବର-କନ୍ୟାର ମଜାଦାର ଏବଂ ଅଜବ ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖି ଜଣେ ନିଜର ହସ ରୋକିପାରିବ ନାହିଁ। ଏହି ଭିଡିଓରେ ଜଣେ କନ୍ୟାକୁ ଗୁପଚୁପର ମାଳି ଓ ମୁକୁଟ ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି।

ଭାଇରାଲ୍ ହୋଇଥିବା ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓ ଦେଖିବାକୁ ମିଳିଛି ଯେ ଜଣେ କନ୍ୟା ବସିଛି ଏବଂ ସେ ଗୁପଚୁପର ମାଳି ପିନ୍ଧିଛି। ଏହା ପରେ ଜଣେ ଆସି ତାଙ୍କୁ ଗୁପଚୁପରେ ତିଆରି ହୋଇଥିବା ମୁକୁଟ ପିନ୍ଧାଉଛି। ଏହାବ୍ୟତୀତ କନ୍ୟା ଆଗରେ ଏକ ଟେବୁଲ ରଖାଯାଇଛି, ଯାହାର ଚାରି ପାଖରେ ମଧ୍ୟ ଗୁପଚୁପର ସାଜସଜ୍ଜା କରାଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ କନ୍ୟା ଜଣକ ଯେତେ ଗହଣା ପିନ୍ଧିଛନ୍ତି, ତା'ଠାରୁ ଅଧିକ ତାଙ୍କ ଡ୍ରେସରେ ଗୁପଚୁପର ସାଜସଜ୍ଜା ହୋଇଛି। ସୋଶାଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଲୋକେ ପସନ୍ଦ କରିସାରିଛନ୍ତି। ଲୋକେ ମଧ୍ୟ ଏହି ଭିଡିଓ ଦେଖି ମଜାକିଆ କମେଣ୍ଟ୍ ମଧ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story