Advertisment

ଡ୍ୟାମ୍‌ ଭିତରୁ ବାହାରିଲା ଭୂତ ଗାଁ

ନୂଆଦିଲ୍ଲୀ: ଡ୍ୟାମ୍‌ ଭିତରୁ ବାହାରିଲା ଭୂତ ଗାଁ। ପାଣି ତଳେ ଲୁଚି ରହିଥିବା ଏହି ଗାଁ ୩୦ ବର୍ଷ ପରେ ସାମ୍ନାକୁ ଆସିଛି। କେଉଁଠି ବଡ ବଡ କୋଠା ତ ଆଉ କେଉଁଠି ଭଗ୍ନାବେଶଷ ଘର। ସେହିପରି ଆଉ କେଉଁଠି କଳଙ୍କି ଲାଗିଯାଇଥିବା କାର୍‌। ସବୁ କିଛି ଏହି ଗାଁରେ ରହିଛି। କେବଳ ସେତିକି ନୁହେଁ ଏହି ଗାଁକୁ ଥିବା ରାସ୍ତାଗୁଡିକ ମଧ୍ୟ ସ୍ପଷ୍ଟ ଭାବେ ଦେଖି ହେଉଛି। ସ୍ପେନ୍‌ରୁ ଆସିଛି କିଛି ଏଭଳି ଚିତ୍ର। ଡ୍ୟାମ୍‌ […]

ଅଦ୍ୟତନ ହୋଇଛି
ଡ୍ୟାମ୍‌ ଭିତରୁ ବାହାରିଲା ଭୂତ ଗାଁ

Ghost Village

Advertisment

ନୂଆଦିଲ୍ଲୀ: ଡ୍ୟାମ୍‌ ଭିତରୁ ବାହାରିଲା ଭୂତ ଗାଁ। ପାଣି ତଳେ ଲୁଚି ରହିଥିବା ଏହି ଗାଁ ୩୦ ବର୍ଷ ପରେ ସାମ୍ନାକୁ ଆସିଛି। କେଉଁଠି ବଡ ବଡ କୋଠା ତ ଆଉ କେଉଁଠି ଭଗ୍ନାବେଶଷ ଘର। ସେହିପରି ଆଉ କେଉଁଠି କଳଙ୍କି ଲାଗିଯାଇଥିବା କାର୍‌। ସବୁ କିଛି ଏହି ଗାଁରେ ରହିଛି। କେବଳ ସେତିକି ନୁହେଁ ଏହି ଗାଁକୁ ଥିବା ରାସ୍ତାଗୁଡିକ ମଧ୍ୟ ସ୍ପଷ୍ଟ ଭାବେ ଦେଖି ହେଉଛି। ସ୍ପେନ୍‌ରୁ ଆସିଛି କିଛି ଏଭଳି ଚିତ୍ର। ଡ୍ୟାମ୍‌ ଶୁଖିଯିବା ପରେ ଏହି ଗାଁଟି ଉପରକୁ ଉଠିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

इंडिपेंडेंट की रिपोर्ट कहती है, अब यहां पर सूखे जैसे हालात बन रहे हैं. गांव के ऑटो लिंडोसो बांध में अब सिर्फ 15 फीसदी ही पानी बचा है. स्‍पेन के पर्यावरण मंत्रालय ने लोगों को चेतावनी जारी की है. 65 वर्षीय पेरेज रोमियो का कहना है, ऐसा जलवायु परिवर्तन के कारण हो रहा है. इसके असर के कारण यहां सूखा पड़ रहा है. इस गांव को देखकर ऐसा लग रहा है मानों कोई फ‍िल्‍म चल रही हो.

ସମୁଦ୍ର କିମ୍ବା ବନ୍ୟା ହେତୁ ବିଶ୍ୱର ଅନେକ ସହର ଏବଂ ଗାଁ ନଦୀ ଭିତରେ ଲୀନ ହୋଇଯାଇଛି। ଆମେ ପ୍ରାୟତଃ ଇତିହାସରେ ସେମାନଙ୍କ ବିଷୟରେ ସୂଚନା ପାଇଥାଉ। ବହୁ ବର୍ଷ ପୂର୍ବେ ସ୍ପେନରେ ମଧ୍ୟ ସମାନ ଘଟଣା ଘଟିଥିଲା।| ପ୍ରାୟ ୩୦ ବର୍ଷ ପୂର୍ବେ ଏକ ଗାଁ ଡ୍ୟାମ୍‌ ଭିତରେ ଲୀନ ହୋଇଯାଇଥିଲା। ବର୍ତ୍ତମାନ ଜଳଭଣ୍ଡାରର ଜଳ ଶୁଖିଯିବା ପରେ ଏବେ ଏହା ବାହାରକୁ ବାହାରିଛି। ଲୋକମାନେ ଏହାକୁ ଭୂତ ଗାଁ ବୋଲି ମଧ୍ୟ କହୁଛନ୍ତି। ସ୍ପେନ୍‌ ଏବଂ ପର୍ତ୍ତୁଗାଲ ସୀମାରେ ମରୁଡି ଯୋଗୁଁ ଡ୍ୟାମ୍‌ର ପାଣି ଶୁଖିଯାଇଛି। ପାଣି ଶୁଖିବା ପରେ ବାହାରକୁ ବାହାରିଛି ଏହି ଭୂତ ଗାଁ। ଏହି ଗାଁର ନାଁ ହେଉଛି ଆକ୍ରେଡୋ।

रिपोर्ट के मुताबिक, यहां के भयानक खंडहरों ने पर्यटकों का ध्‍यान आकर्षित किया है. वो यहां पहुंच रहे हैं और तस्‍वीरें व वीडियो ले रहे हैं. सामने आए गांव को देखकर कई बातें सामने आई हैं. जैसे- यहां पर कभी कैफे था, पानी का फौव्‍वारा था. उस दौर में भले ही यह एक गांव था लेकिन यहां कारें थी, जिसमें अब जंग लग चुका है.

ସ୍ପେନର ଉତ୍ତର-ପଶ୍ଚିମ ଗାଲିସିଆ ଅଞ୍ଚଳର ଆକ୍ରେଡୋ ଗ୍ରାମ ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ଲିମିଆ ନଦୀ ତଳୁ ପୁଣିଥରେ ଉତ୍ପନ୍ନ ହୋଇଛି। ଏହି ଗାଁଟି ସେତେବେଳେ ପାଣି ଭିତରେ ବୁଡି ଯାଇଥିଲା ଯେତେବେଳେ ଜଳଭଣ୍ଡାରର ରାସ୍ତା ତିଆରି କରାଯାଇଥିଲା।

Advertisment

यहां के मेयर सूखा पड़ने की वजह कम हुई बारिश को बताते हैं. उनका कहना है, पिछले कुछ महीनों में यहां बारिश कम हुई, जिसके कारण ऐसे हालत बने हैं. हालांकि रिपोर्ट कहती है, पुर्तगाल की सरकार ने 6 बांधों के पानी से बिजली बनाने और सिंचाई करने के ऑर्डर दिए थे. ग्रामीणों की लगातार शिकायतों के बाद अध‍िकारियों की इस पर नजर पड़ी.

କୁହାଯାଏ ଯେ ୧୯୯୨ରେ, ସେତେବେଳେ ଏଠାରୁ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଦିନେ ଡ୍ୟାମରୁ ଜଳ ଛଡା ଯାଇଥିଲା, ଯେଉଁଥିପାଇଁ ଲିମିଆ ନଦୀରେ ବନ୍ୟା ଆସିଥିଲା। ଏହାପରେ ଆକ୍ରେଡୋ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳ ପାଣିରେ ବୁଡ଼ି ଯାଇଥିଲା। ଏବେ ୩୦ ବର୍ଷ ପରେ ଡ୍ୟାମ୍‌ରୁ ପାଣି ଶୁଖିବା ପରେ ଭଗ୍ନାବଶେଷ ଅବସ୍ଥାରେ ଥିବା ଆକ୍ରେଡୋ ଗାଁଟି ପୁଣିଥରେ ଦୃଶ୍ୟମାନ ହୋଇଛି। ସବୁଠାରୁ ମଜା କଥା ହେଲା ଏହି ଗାଁକୁ ସଂଯୋଗ ହୋଇଥିବା ପାଇପ୍‌ରୁ ଏବେ ଝରୁଛି ପାଣି ଝରୁଥିବା ଦେଖିବାକୁ ମିଳିଛି। ଏହି ଗାଁକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି। ଏଠାରୁ ପଳାୟନ କରିଥିବା ଗାଁ ଲୋକେ ମଧ୍ୟ ଏହାକୁ ଦେଖିବା ପାଇଁ ପହଞ୍ଚିଛନ୍ତି।

वहीं, पर्यावरण मंत्रालय की रिपोर्ट कहती है कि यहां के बांधों में उनकी क्षमता का 44 फीसदी तक पानी मौजूद है. पिछले एक दशक में यहां 61 फीसदी ऐसे जलाशय देखे गए हैं जिनमें औसत क्षमता से कम पानी है. लेकिन सभी का स्‍तर 2018 में आए सूखे की स्थिति से बेहतर है.

ତେବେ ମରୁଡି ପରେ ଆଗାମୀ ସମୟରେ ଆଲ୍ଟୋ ଲିଣ୍ଡୋସୋ ଜଳଭଣ୍ଡାରର ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ଦେଶର ପରିବେଶ ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଏଠି ଜଳବାୟୁ ପରିବର୍ତ୍ତନ ହେତୁ ବର୍ଷାର ଅଭାବ ଯୋଗୁଁ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଫେବୃଆରୀ ୧ରେ, ପର୍ତ୍ତୁଗାଲ ସରକାର ଆଲ୍ଟୋ ଲିଣ୍ଡୋସୋ ସମେତ ୬ଟି ଡ୍ୟାମକୁ ବିଦ୍ୟୁତ୍ ଉତ୍ପାଦନ ଏବଂ ଜଳସେଚନ ପାଇଁ ସମ୍ପୂର୍ଣ୍ଣ ରୂପେ ଜଳ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Spanish ghost town rises from the depths 30 years after families were forced from their homes | Daily Mail Online

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe