ଟ୍ରାଫିକ୍‌ ପୁଲିସ ପାଲଟିଲେ ଶିକ୍ଷକ, ରାସ୍ତାକଡ଼ରେ ପିଲାଙ୍କୁ ପଢ଼ାଇଲେ

କୋଲକାତା: ପେଶା ଦାୟିତ୍ୱ ନିଭାଉ ନିଭାଉ ନିଶା ଛାଡି ପାରିନାହାନ୍ତି ଜଣେ ଟ୍ରାଫିକ ପୁଲିସ। ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ସହ ଶିକ୍ଷକତାକୁ ଆଦରି ନେଇଛନ୍ତି ସେ। ସିଗ୍‌ନାଲରେ ଠିଆ ହୋଇ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ସହ ଗଛ ମୂଳେ ଗରିବ ପିଲାଙ୍କୁ ପଢ଼ାଉଛନ୍ତି। ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ। ପ୍ରକାଶ ଘୋସ୍‌। ସେ ପେଶାରେ ଜଣେ ଟ୍ରାଫିକ୍‌ ପୁଲିସ। ପଶ୍ଚିମବଙ୍ଗର ବାଲିଗଞ୍ଜ ଅଞ୍ଚଳର ଆଇଟିଆଇ ପାଖରେ ଡ୍ୟୁଟି କରନ୍ତି ସେ। […]

Traffic Police

Traffic Police

Madhupriya Mistry
  • Published: Saturday, 16 April 2022
  • Updated: 16 April 2022, 04:29 PM IST

Sports

Latest News

କୋଲକାତା: ପେଶା ଦାୟିତ୍ୱ ନିଭାଉ ନିଭାଉ ନିଶା ଛାଡି ପାରିନାହାନ୍ତି ଜଣେ ଟ୍ରାଫିକ ପୁଲିସ। ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ସହ ଶିକ୍ଷକତାକୁ ଆଦରି ନେଇଛନ୍ତି ସେ। ସିଗ୍‌ନାଲରେ ଠିଆ ହୋଇ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ସହ ଗଛ ମୂଳେ ଗରିବ ପିଲାଙ୍କୁ ପଢ଼ାଉଛନ୍ତି। ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ।

ପ୍ରକାଶ ଘୋସ୍‌। ସେ ପେଶାରେ ଜଣେ ଟ୍ରାଫିକ୍‌ ପୁଲିସ। ପଶ୍ଚିମବଙ୍ଗର ବାଲିଗଞ୍ଜ ଅଞ୍ଚଳର ଆଇଟିଆଇ ପାଖରେ ଡ୍ୟୁଟି କରନ୍ତି ସେ। ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ସହ ସେ ପ୍ରତିଦିନ ରାସ୍ତା କଡରେ ବସିଥିବା ଗିରବ ପିଲାଟିକୁ ପଢ଼ାଉଛନ୍ତି ପାଠ। ଯେପରି ପିଲାଟିକୁ ସରକାରୀ ସ୍କୁଲରେ ଆଡମିସନ ମିଳିପାରିବ ସେଥିପାଇଁ ସେ ଦିନରାତି କରୁଛନ୍ତି ପରିଶ୍ରମ।

ରାସ୍ତାକଡରେ ବସି ପାଠ ପଢ଼ୁଥିବା ଏହି ପିଲାଟିର ବୟସ ୮ ବର୍ଷ। ସେ ତୃତୀୟ ଶ୍ରେଣୀର ଛାତ୍ର। ପ୍ରାୟ ସବୁଦିନେ ରାସ୍ତାକଡରେ ଖେଳୁଥିଲା। ଏହା ଦେଖି ଟ୍ରାଫିକ୍‌ ପୁଲିସ ପ୍ରକାଶ ଘୋଷ ତାଙ୍କ ମା'ଙ୍କୁ ଭେଟିଥିଲେ। ଅର୍ଥ ଅଭାବରୁ ପିଲାଟି କୌଣସି ଭଲ ବିଦ୍ୟାଳୟରେ ଆଡମିଶନ ପାଇପାରିନଥିବା ସେ ଜାଣିବାକୁ ପାଇଥିଲେ।

ପ୍ରାବେଶିକା ପରୀକ୍ଷା ପାଇଁ ମହିଳାଙ୍କ ପାଖରେ ଟଙ୍କା ମଧ୍ୟ ନଥିଲା। ଏହାପରେ ଟ୍ରାଫିକ୍‌ ପୁଲିସ ଜଣକ ନିଜେ ଏହି ପିଲାକୁ ପଢ଼ାଇବା ପାଇଁ ଆଗେଇ ଆସିଥିଲେ। ନିଜେ ଟ୍ରାଫିକ୍‌ ଡ୍ୟୁଟି କରିବା ସହ ପିଲାଟିକୁ ପାଠ ପଢ଼ାନ୍ତି ପ୍ରକାଶ। ଅନେକ ଥର ପ୍ରାକାଶ ନିଜ ଡ୍ୟୁଟି ସରିବା ପରେ ମଧ୍ୟ ଘରକୁ ନଯାଇ ପିଲାଟିକୁ ପଢ଼ାଇଥାନ୍ତି। ଟ୍ରାଫିକ୍‌ ପୁଲିସର କଡା ନିୟମ ଥିବା ଯୋଗୁଁ ପ୍ରକାଶ ବସି ପାରନ୍ତି ନାହିଁ। ଏଥିପାଇଁ ସେ ଠିଆ ହୋଇ ହିଁ ପିଲାଟିକୁ ପଢ଼ାନ୍ତି।

ଗିରବ ପିଲାଟିକୁ ତାଙ୍କର ଏଭଳି ନିଆରା ଶିକ୍ଷା ଦାନ ଦେଉଥିବା ବେଳର ଫଟୋ ଏବେ ସାମ୍ନାକୁ ଆସିଛି। କୋଲକାତା ପୁଲିସ ତାଙ୍କର ଏହି ଫଟୋକୁ ନିଜ ଅଫିସିଆଲ ଟ୍ୱିଟ୍‌ର ଆକାଉଣ୍ଟରେ ଶେଆର କରିଛି। ଏହି ଟ୍ରାଫିକ୍‌ ପୁଲିସ କର୍ମୀଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଚାରିଆଡୁ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story