Advertisment

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଚାକିରି ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ସୂଚନା ଓ ଲୋକସମ୍ପର୍କ ବିଭାଗ (I≺) ବିଭାଗ ଅଧୀନରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ବିଜ୍ଞପ୍ତି ଜାରି କରିଛି। ଅନ୍‌ଲାଇନ୍‌ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ସମସ୍ତ ‘ପ୍ରାରମ୍ଭିକ ନିଯୁକ୍ତି’ କାର୍ଯ୍ୟ I≺ ଅଧୀନରେ ହେବ। ମୋଟ ପଦବୀ-୧୫ ସିନିଅର୍‌ କ୍ୟାମେରାମ୍ୟାନ୍‌-୨ ଫଟୋଗ୍ରାଫର-୩ ଇଣ୍ଡେକ୍ସେର୍ସ-୩ ଆସିଷ୍ଟାଣ୍ଟ ଅପରେଟର୍‌-୭ କେବେଠୁ ଆରମ୍ଭ […]

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଚାକିରି ସୁଯୋଗ

I and PR Department

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ସୂଚନା ଓ ଲୋକସମ୍ପର୍କ ବିଭାଗ (I&PR) ବିଭାଗ ଅଧୀନରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ବିଜ୍ଞପ୍ତି ଜାରି କରିଛି। ଅନ୍‌ଲାଇନ୍‌ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ସମସ୍ତ ‘ପ୍ରାରମ୍ଭିକ ନିଯୁକ୍ତି’ କାର୍ଯ୍ୟ I&PR ଅଧୀନରେ ହେବ।

Advertisment

ମୋଟ ପଦବୀ-୧୫

ସିନିଅର୍‌ କ୍ୟାମେରାମ୍ୟାନ୍‌-୨

ଫଟୋଗ୍ରାଫର-୩

ଇଣ୍ଡେକ୍ସେର୍ସ-୩

ଆସିଷ୍ଟାଣ୍ଟ ଅପରେଟର୍‌-୭

କେବେଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା?

ଅନଲାଇନ୍ ପଞ୍ଜୀକରଣ ଅଗଷ୍ଟ ୧୦ରୁ ଆରମ୍ଭ ହେବ। ଅନଲାଇନ୍ ପଞ୍ଜୀକରଣ ପାଇଁ ଶେଷ ତାରିଖ ୯ ସେପ୍ଟେମ୍ବର ୨୦୨୨ ରହିଛି।

କିଭଳି କରିବେ ଆବେଦନ?
କେବଳ OSSC ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରିହେବ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ବିଜ୍ଞାପନ ଆୟୋଗର ୱେବସାଇଟରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ବିଜ୍ଞାପନ ଜାରି ହେବା ପରେ ହିଁ ପ୍ରାର୍ଥୀମାନଙ୍କ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe