ବାଣରେ ନିଆଁ ଲଗାଇ ପେଟ୍ରୋଲ ପମ୍ପରେ ପକାଇ ଦେଲେ

ସୁରଟ: ଗାଡ଼ିରେ ତେଲ ଭର୍ତ୍ତି କରିବା ପରେ ପେଟ୍ରୋଲ ପମ୍ପକୁ ଫିଙ୍ଗି ଦେଲେ ଜଳନ୍ତା ବାଣ। ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟ ସହରରେ। ଆଉ ଏହାର ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ଗୋଟିଏ ସ୍କୁଟିରେ ତେଲ ଭର୍ତ୍ତି କରିବାକୁ ଆସିଛନ୍ତି। ତେଲ ଭର୍ତ୍ତି ହେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଏକ ଜଳନ୍ତା ବାଣକୁ ସେଠାରେ ଫିଙ୍ଗି ଦେଇଛି। ପେଟ୍ରୋଲ ପମ୍ପରେ ଥିବା ଜଣେ […]

Perol Pump

Perol Pump

Jitendra Garnayak
  • Published: Thursday, 04 November 2021
  • Updated: 04 November 2021, 05:39 PM IST

Sports

Latest News

ସୁରଟ: ଗାଡ଼ିରେ ତେଲ ଭର୍ତ୍ତି କରିବା ପରେ ପେଟ୍ରୋଲ ପମ୍ପକୁ ଫିଙ୍ଗି ଦେଲେ ଜଳନ୍ତା ବାଣ। ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟ ସହରରେ। ଆଉ ଏହାର ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହେଉଛି।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ଗୋଟିଏ ସ୍କୁଟିରେ ତେଲ ଭର୍ତ୍ତି କରିବାକୁ ଆସିଛନ୍ତି। ତେଲ ଭର୍ତ୍ତି ହେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଏକ ଜଳନ୍ତା ବାଣକୁ ସେଠାରେ ଫିଙ୍ଗି ଦେଇଛି। ପେଟ୍ରୋଲ ପମ୍ପରେ ଥିବା ଜଣେ ଆଟେଣ୍ଡାଣ୍ଟ ସଙ୍ଗେ ସଙ୍ଗେ ଉକ୍ତ ବାଣକୁ ଗୋଡ଼ରେ ସେଠାରୁ ଦୂରକୁ ଠେଲି ଦେଉଛନ୍ତି। ବାଣ ଫୁଟିଛି ମଧ୍ୟ। ତେବେ ଏହାର ତୀବ୍ରତା ଖୁବ୍ କମ୍ ଥିଲା।

ସିସିଟିଭି ଯାଞ୍ଚ କରିବା ପରେ ପୁଲିସ୍‌ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୧୮ ବର୍ଷ ହୋଇଛି। ସେମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି। ତେବେ ମଜା କରିବା ପାଇଁ ସେମାନେ ସେମିତି କରିଥିବା କହିଛନ୍ତି। ଏଭଳି କରିବା ପଛରେ ସେମାନଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ପୁଲିସ୍‌କୁ କହିଛନ୍ତି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story