କାନ୍ଦି କାନ୍ଦି କୁନି ଝିଅଟି କହିଲା, 'କୁଆଡ଼େ ଗଲେ ମୋ ସ୍ୱାମୀ'

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଏକ କୁନି ଝିଅଟି ଖୁବ୍ କାନ୍ଦୁଛି ଏବଂ ନିଜ ମା’କୁ ନିଜ ପତି ବା ସ୍ୱାମୀ କଥା ପଚାରୁଛି। ଏହି ଭିଡିଓକୁ ଯିଏ ବି ଦେଖୁଛି, ତାକୁ ଦେଖି ହସି ହସି ଗଡ଼ୁଛନ୍ତି। ଭିଡିଓରେ ସ୍ପଷ୍ଟ ଶୁଣାଯାଉଛି ଯେ କୁନି ଶିଶୁଟି ନିଜ ମା’କୁ କାନ୍ଦି କାନ୍ଦି ନିଜ ସ୍ୱାମର କଥା ପଚାରୁଛି ଏବଂ ତା’ର ମା’ ବୁଝାଇବାକୁ ପ୍ରୟାସ କରୁଛି। ମା’ ତା’ର ଝିଅକୁ […]

girl

girl

Ranjit Kumar Jena
  • Published: Friday, 12 February 2021
  • Updated: 12 February 2021, 09:06 PM IST

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଏକ କୁନି ଝିଅଟି ଖୁବ୍ କାନ୍ଦୁଛି ଏବଂ ନିଜ ମା'କୁ ନିଜ ପତି ବା ସ୍ୱାମୀ କଥା ପଚାରୁଛି। ଏହି ଭିଡିଓକୁ ଯିଏ ବି ଦେଖୁଛି, ତାକୁ ଦେଖି ହସି ହସି ଗଡ଼ୁଛନ୍ତି। ଭିଡିଓରେ ସ୍ପଷ୍ଟ ଶୁଣାଯାଉଛି ଯେ କୁନି ଶିଶୁଟି ନିଜ ମା'କୁ କାନ୍ଦି କାନ୍ଦି ନିଜ ସ୍ୱାମର କଥା ପଚାରୁଛି ଏବଂ ତା'ର ମା' ବୁଝାଇବାକୁ ପ୍ରୟାସ କରୁଛି। ମା' ତା'ର ଝିଅକୁ ବୁଝାଇ କହୁଛି ଯେ କୁନି ଝିଅଙ୍କର ସ୍ୱାମୀ ନଥାନ୍ତି, ବରଂ ଭାଇ ଓ ଭଉଣୀ ଥାନ୍ତି।

ଏହି ଭିଡିଓକୁ ସୋଶାଲ ମିଡିଆରେ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ କୁନି ଝିଅଟି ତଳେ ବସି ଖେଳୁଛି ଏବଂ ତା'ର ମା' ପଚାରୁଛି ଝିଅ କାହିଁକି କାନ୍ଦୁଛୁ। କୁନି ଝିଅ କାନ୍ଦି କାନ୍ଦି କହୁଛି ମୁଁ ମୋ ସ୍ୱାମୀ ପାଖକୁ ଯିବି। ସମସ୍ତଙ୍କର ସ୍ୱାମୀ ଅଛନ୍ତି ଏବଂ ମୋର କାହିଁକି ନାହିଁ। ଏହା ପରେ କୁନି ଝିଅର ମା' ପଚାରୁଛି 'କିଏ ତୋର ପତି'? ଯାହାକୁ ସେ ତା'ର ମାମୁଁ ବୋଲି କହୁଛି। ମା' ଜବାବ ଦେଇଛନ୍ତି ଯେ ମାମୁଁଙ୍କ ପତ୍ନୀ ମାଇଁ। ପିଲାମାନଙ୍କ ପତି ନଥାନ୍ତି। ଏହା ପରେ କୁନି ଝିଅଟି ପୁଣିଥରେ ଭୋ ଭୋ ହୋଇ କାନ୍ଦିବାରେ ଲାଗିଲା ଏବଂ ସ୍ୱାମୀ ପାଖକୁ ଯିବାକୁ ଜିଦ୍ କରୁଛି। ବାସ୍ତବରେ କୁନି ଝିଅଟି ଯେଉଁ ପତି କଥା କହୁଛି, ସେ ହେଉଛନ୍ତି ତା'ର ମାମୁଁ।

https://twitter.com/vkvkmarwat/status/1359897002868264960?s=20

ଭିଡିଓଟି ପୋଷ୍ଟ ହେବା ପରେ ସୋଶାଲ ମିଡିଆରେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଭିଡିଓକୁ ଲଗାତର ଶେଆର୍ କରୁଛନ୍ତି ଏବଂ ଏହାକୁ ଦେଖି ନିଜ ହସକୁ ରୋକିପାରୁନାହାନ୍ତି। ଏହି ଭିଡିଓକୁ ନେଇ ବିଭିନ୍ନ କମେଣ୍ଟ ମଧ୍ୟ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story