ବିକ୍ରି ହେବ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଲାଦେନ ଭାଇର ବଙ୍ଗଳା

ନୂଆଦିଲ୍ଲୀ: ବିକ୍ରି ହେବ ୯/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍‌ ଲାଦେନ୍‌ର ଭାଇ ଇବ୍ରାହିମ ବିନ୍‌ ଲାଦେନ୍‌ର ବଙ୍ଗଳା। ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଆମେରିକାର ଲସ ଏଞ୍ଜଲିସରେ ରହିଛି ଇବ୍ରାହିମ ଲାଦେନର ଘର। ଇଣ୍ଡିଆ ଟାଇମ୍ସ ମୁତାବକ ୨ ଏକର ଜମିରେ ବିସ୍ତାରିତ ଏହି ବଙ୍ଗଳାଟି ପୋଶ୍‌ ଅଞ୍ଚଳରେ ଅବସ୍ଥିତ। ଏହାର ଦାମ୍‌ ୨୮ ମିଲିଅନ୍‌ ଡଲାର ରଖାଯାଇଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୨୦୮, ୩୧, ୩୦,୦୦୦ ଟଙ୍କା ରହିଛି। ୨୦୦୧ରେ […]

Ibraham laden House to sale

Ibraham laden House to sale

Madhupriya Mistry
  • Published: Monday, 02 August 2021
  • Updated: 02 August 2021, 05:29 PM IST

Sports

Latest News

ନୂଆଦିଲ୍ଲୀ: ବିକ୍ରି ହେବ ୯/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍‌ ଲାଦେନ୍‌ର ଭାଇ ଇବ୍ରାହିମ ବିନ୍‌ ଲାଦେନ୍‌ର ବଙ୍ଗଳା। ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଆମେରିକାର ଲସ ଏଞ୍ଜଲିସରେ ରହିଛି ଇବ୍ରାହିମ ଲାଦେନର ଘର।

ଇଣ୍ଡିଆ ଟାଇମ୍ସ ମୁତାବକ ୨ ଏକର ଜମିରେ ବିସ୍ତାରିତ ଏହି ବଙ୍ଗଳାଟି ପୋଶ୍‌ ଅଞ୍ଚଳରେ ଅବସ୍ଥିତ। ଏହାର ଦାମ୍‌ ୨୮ ମିଲିଅନ୍‌ ଡଲାର ରଖାଯାଇଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୨୦୮, ୩୧, ୩୦,୦୦୦ ଟଙ୍କା ରହିଛି।

[caption id="attachment_663759" align="aligncenter" width="650"]laden-brother-ibrahim-bin-laden-house ୨ ଏକର ଜମିରେ ବିସ୍ତାରିତ ହୋଇଥିବା ଏହି ବଙ୍ଗଳାଟି ପ୍ରାୟ ୨୦ ବର୍ଷ ଧରି ସମ୍ପୂର୍ଣ୍ଣ ଖାଲି ପଡ଼ିଛି।[/caption]

୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଲାଦେନ୍‌ର ଭାଇ ଇବ୍ରାହିମ ଅଉ ଏଠାରେ ରହୁନାହିଁ। ସେ ଏହି ଘର ଛାଡି କେଉଁଆଡେ ପଳାଇଛି। ଏହି ଜାଗାଟିକୁ ୨୯୮୩ରେ ଇବ୍ରାହିମ୍‌ କିଣିଥିଲା। ସେହି ସମୟରେ ଏହି ବଙ୍ଗଳାର ଦାମ୍‌ ଥିଲା ୨ ମିଲିଅନ୍‌ ଅର୍ଥାତ ପାଖାପାଖି ୧ କୋଟି ୪୮ ଲକ୍ଷ।

ଦ ମର୍‌କ୍ୟୁରି ନ୍ୟୁଜ ମୁତାବକ, ଇବ୍ରାହିମ ଏଠାରେ ନିଜ ପୂର୍ବତନ ପତ୍ନୀ କ୍ରିଷ୍ଟାଇନ୍ ହାର୍ଟୁନିୟନ୍ ସିନାଙ୍କ ସହ ରହୁଥିଲା। ସେହି ସମୟେର ଇବ୍ରାହିମର ଏହି ବଙ୍ଗଳରେ ଅନେକ ଚକାର କାମ କରୁଥିଲେ। ଏପରିକି ସିକ୍ୟୁରିଟି ଷ୍ଟାଫ ମଧ୍ୟ ରଖିଥିଲା ଇବ୍ରାହିମ।

ଏହା ଏକ ପୁରାତନ ବଙ୍ଗଳା ଯାହା ୧୯୩୧ ରେ ନିର୍ମିତ ହୋଇଥିଲା। ୨ ଏକର ଜମିରେ ବିସ୍ତାରିତ ହୋଇଥିବା ଏହି ବଙ୍ଗଳାଟି ପ୍ରାୟ ୨୦ ବର୍ଷ ଧରି ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ଏଥିରେ ସାତଟି ବେଡ୍‌ରୁମ୍‌, ପାଞ୍ଚଟି ବାଥରୁମ, ବିରାଟ ବଡ ଡାଇନିଂ ହଲ୍‌ ସାଙ୍ଗକୁ ଆହୁରି କେତେ କ'ଣ ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story