ମହଙ୍ଗା ପଡିଲା ରାତିଅଧିଆ ବାଇକ୍‌ ଷ୍ଟଣ୍ଟ, ଏବେ ଥାନାରେ ଲାଙ୍ଗୁଡ ଜାକିଲେ

ଅହମ୍ମଦାବାଦ: ବିଚ୍‌ ରାସ୍ତାରେ ହାତରେ ବନ୍ଧୁକ ଓ ସିଗାରେଟ ଧରି ବାଇକ୍‌ ଚଲାଇଲେ ଯୁବକ। କେବଳ ସେତିକି ନୁହେଁ ଜଣେ ଯୁବକ ବାଇକ୍‌ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ କାନ୍ଧ ଉପରେ ବସି ପିଇଲେ ସିଗାରେଟ୍‌। ଦେଖାଇଥିଲେ ଆକ୍ସନ, ଆଉ ଦେଇଥିଲେ ପୁଲିସକୁ ଓପନ୍‌ ଚ୍ୟାଲେଞ୍ଜ। ଏହି ବାଇକ୍‌ ଷ୍ଟଣ୍ଟ ଉଭୟ ଯୁବକଙ୍କୁ ଏବେ ମହଙ୍ଗା ପଡିଛି। ଯେଉଁ ରୁବାବରେ ରାସ୍ତା ଉପରେ ବାଇକ୍‌ ଚଳାଉଥିଲେ, ଏବେ ଠିକ୍‌ ତା’ର ବିପରିତ ଭାବେ ଥାନାରେ ବସି […]

Bike Stunt

Bike Stunt

Madhupriya Mistry
  • Published: Monday, 03 January 2022
  • Updated: 03 January 2022, 04:22 PM IST

Sports

Latest News

ଅହମ୍ମଦାବାଦ: ବିଚ୍‌ ରାସ୍ତାରେ ହାତରେ ବନ୍ଧୁକ ଓ ସିଗାରେଟ ଧରି ବାଇକ୍‌ ଚଲାଇଲେ ଯୁବକ। କେବଳ ସେତିକି ନୁହେଁ ଜଣେ ଯୁବକ ବାଇକ୍‌ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ କାନ୍ଧ ଉପରେ ବସି ପିଇଲେ ସିଗାରେଟ୍‌। ଦେଖାଇଥିଲେ ଆକ୍ସନ, ଆଉ ଦେଇଥିଲେ ପୁଲିସକୁ ଓପନ୍‌ ଚ୍ୟାଲେଞ୍ଜ। ଏହି ବାଇକ୍‌ ଷ୍ଟଣ୍ଟ ଉଭୟ ଯୁବକଙ୍କୁ ଏବେ ମହଙ୍ଗା ପଡିଛି। ଯେଉଁ ରୁବାବରେ ରାସ୍ତା ଉପରେ ବାଇକ୍‌ ଚଳାଉଥିଲେ, ଏବେ ଠିକ୍‌ ତା'ର ବିପରିତ ଭାବେ ଥାନାରେ ବସି ଲାଙ୍ଗୁଡ ଜାକିଛନ୍ତି। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ସୁରଟରୁ।

ସୋଶାଲ ମିଡିଆରେ ପ୍ରସିଦ୍ଧ ହେବା ନିଶା ଏବେ ସମସ୍ତଙ୍କୁ ଘାରିଛି। ରିଲ୍‌ ଭିଡିଓ ଓ ଟିକ୍‌ଟକ୍‌ ତିଆରି କରି ରାତାରାତି ଫେମସ୍‌ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି ଯୁବପିଢ଼ି। ଏଭଳି ହିଁ ଦୁଇ ଜଣ ଯୁବକ ନିକଟରେ ସୁରଟର ରାସ୍ତାରେ ରିଲ୍‌ ଭିଡିଓ ଶୁଟ୍‌ କରିଥିବା ନଜର ଆସିଛନ୍ତି। ତେବେ ଏହି ଭିଡିଓ କରିବା ଉଭୟଙ୍କୁ ମହଙ୍ଗା ପଡିଛି। ଦୁହିଁଙ୍କୁ ପୁଲିସ ଗିରଫ କରିଛି।

କରୋନା ଯୋଗୁଁ ବର୍ତ୍ତମାନ ସୁରଟରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ତେବେ ଏହି କରୋନା ନିୟମକୁ ଉଲ୍ଲଙ୍ଘନ କରି ଦୁଇ ଯୁବକ ରାତିରେ ବାଇକ୍‌ ଉପରେ କରିଛନ୍ତି ଭୟାନକ ଷ୍ଟଣ୍ଟ। ଜଣେ ବାଇକ୍‌ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ କାନ୍ଧ ଉପରେ ବସି ଦେଖାଇଛନ୍ତି ଆକ୍ସନ। କେବଳ ସେତିକି ନୁହେଁ କାନ୍ଧ ଉପରେ ବସି ଯୁବକ ଜଣକ ହାତରେ ବନ୍ଧୁକ ଓ ସିଗାରେଟ ଧରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓ ଉପରେ ସୁରଟର ଗୃହରାଜ୍ୟ ମନ୍ତ୍ରୀଙ୍କ ଯେତେବଳେ ଦୃଷ୍ଟି ପଡିଥିଲା, ସେତେବେଳେ ଆକ୍ସନ ମୁଡ୍‌କୁ ଆସିଥିଲେ। ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଦୁଇ ଯୁବକଙ୍କୁ ସୁରଟ ପୁଲିସ କରୋନା ଓ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଗିରଫ କରିଛି। ଡିସେମ୍ବର ୧୪ରେ ଉଭୟ ଯୁବକ ସୁରଟର ଅମରୋଲି ସାୟାନ ରୋଡରେ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଡିସେମ୍ବର ୨୬ରେ ସୋଶାଲ ମିଡିଆରେ ଅପଲୋଡ୍ କରିଥିଲେ। ଏବେ ପୋଲିସ ଉଭୟଙ୍କୁ ଗିରଫ କରି ମାମଲାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story