ସ୍ୱପ୍ନରେ ଦୁଷ୍କର୍ମ କରୁଛି ତାନ୍ତ୍ରିକ! ମହିଳାଙ୍କର ଅଜବ ଅଭିଯୋଗ

ପାଟନା: ସାମ୍ନାକୁ ଆସିଛି ଏକ ଅଜବ ମାମଲା। ଜଣେ ମହିଳା ଆଣିଛନ୍ତି ଅଦ୍ଭୁତ ଅଭିଯୋଗ। ଜଣେ ତାନ୍ତ୍ରିକ ତାଙ୍କୁ ସ୍ୱପ୍ନରେ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ବିହାର ଔରଙ୍ଗାବାଦର କୁଣ୍ଡୱା ଥାନା ଗାନ୍ଧି ମୈଦାନ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳା ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଜଣେ ତାନ୍ତ୍ରିକ ସ୍ୱପ୍ନରେ ଆସି ବାରମ୍ବାର ଦୁଷ୍କର୍ମ କରୁଛି। ସୂଚନା ମୁତାବକ, ଚଳିତ ବର୍ଷ ଜାନୁଆରୀ ମାସରେ ଉକ୍ତ ମହିଳା […]

rape-1

rape-1

Madhupriya Mistry
  • Published: Friday, 25 June 2021
  • Updated: 25 June 2021, 04:17 PM IST

Sports

Latest News

ପାଟନା: ସାମ୍ନାକୁ ଆସିଛି ଏକ ଅଜବ ମାମଲା। ଜଣେ ମହିଳା ଆଣିଛନ୍ତି ଅଦ୍ଭୁତ ଅଭିଯୋଗ। ଜଣେ ତାନ୍ତ୍ରିକ ତାଙ୍କୁ ସ୍ୱପ୍ନରେ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

ବିହାର ଔରଙ୍ଗାବାଦର କୁଣ୍ଡୱା ଥାନା ଗାନ୍ଧି ମୈଦାନ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳା ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଜଣେ ତାନ୍ତ୍ରିକ ସ୍ୱପ୍ନରେ ଆସି ବାରମ୍ବାର ଦୁଷ୍କର୍ମ କରୁଛି।

ସୂଚନା ମୁତାବକ, ଚଳିତ ବର୍ଷ ଜାନୁଆରୀ ମାସରେ ଉକ୍ତ ମହିଳା ଜଣକ ପୁଅର ରୋଗ ବିଷୟରେ ଆଲୋଚନା କରିବା ପାଇଁ ତାନ୍ତ୍ରିକ ପ୍ରଶାନ୍ତ ଚତୁର୍ବେଦୀଙ୍କ ସହ କଥା ହୋଇଥିଲେ। ଏହାପରେ ମହିଳା ଜଣକ ତାନ୍ତ୍ରିକଙ୍କ କହିବା ଅନୁଯାୟୀ ପୁଅକୁ ଭଲ କରିବା ପାଇଁ ତନ୍ତ୍ର ପୂଜା କରିଥିଲେ। କିନ୍ତୁ ଏହି ପୂଜା କରିବାର ୧୫ ଦିନ ପରେ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଥିଲା।

କୁଣ୍ଡୱା ଥନା ଏସ୍‌ଏଚ୍‌ଓଙ୍କ କହିବା ମୁତାବକ, ପୁଅର ମୃତ୍ୟୁ ପରେ ମହିଳା ଜଣକ କାଳିବାଡି ମନ୍ଦିର ଯାଇଥିଲେ, ଯେଉଁଠି ଚତୁର୍ବେଦୀ ରୁହେ। ସେଠାରେ ପହଞ୍ଚିବା ପରେ ତାନ୍ତ୍ରିକ ଜଣକ ମହିଳାଙ୍କୁ ଦୁର୍ଷ୍କମ କରିବାକୁ ଚେଷ୍ଟା କରିଥିଲା। କେବଳ ସେତିକି ନୁହେଁ ସେହି ଦିନଠାରୁ ବାରମ୍ବାର ସ୍ୱପ୍ନରେ ଆସି ତାନ୍ତ୍ରିକ ଜଣକ ତାଙ୍କ ସହ ଦୁଷ୍କର୍ମ କରୁଛି ବୋଲି ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇ ପୁଲିସ ତାନ୍ତ୍ରିକକୁ ପଚରାଉଚରା କରିଛି। ପ୍ରମାଣ ଅଭାବରୁ ତାଙ୍କୁ ପୁଲିସ ଛାଡ଼ି ଦେଇଛି। ସେପଟେ ତାନ୍ତ୍ରିକ ଜଣକ କିନ୍ତୁ ମହିଳାଙ୍କୁ ଜାଣିନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story