ରୁଷ ଯୁବତୀଙ୍କୁ ଘାରିଲା ‘ପୁଷ୍ପା’ ଫିଭର୍‌, ସାମି ସାମି ଗୀତରେ ଧୁମ୍ ନାଚିଲେ

ନୂଆଦିଲ୍ଲୀ: ଫିଲ୍ମ ‘ପୁଷ୍ପା’କୁ ନେଇ ଥମୁନି କ୍ରେଜ। ଏହି ଫିଲ୍ମ ରିଲିଜ ହେବାର ପାଖାପାଖି ବର୍ଷେ ହୋଇଥିଲେ ମଧ୍ୟ କମୁନି ଏହାର ଫିଭର୍। ଅଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦନାଙ୍କ ଏହି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି। ଫିଲ୍ମର ପ୍ରତିଟି ସିନ୍ ଓ ଡାଏଲଗ୍ ଏବେବି ଫ୍ୟାନ୍‌ମାନଙ୍କ ମୁହଁରେ ଅଛିି। ସୋଶାଲ ମିଡିଆରେ ଏହି ଫିଲ୍ମର ଡାଏଲଗ୍ ଓ ଗୀତକୁ ନେଇ ଲକ୍ଷ ଲକ୍ଷ ସଂଖ୍ୟାରେ ରିଲ ଭିଡିଓ ମଧ୍ୟ ତିଆରି ହୋଇଛି। ଦେଶ ଠାରୁ ଆରମ୍ଭ […]

russian-women-dance

russian-women-dance

Madhupriya Mistry
  • Published: Monday, 05 December 2022
  • Updated: 05 December 2022, 03:23 PM IST

Sports

Latest News

ନୂଆଦିଲ୍ଲୀ: ଫିଲ୍ମ ‘ପୁଷ୍ପା’କୁ ନେଇ ଥମୁନି କ୍ରେଜ। ଏହି ଫିଲ୍ମ ରିଲିଜ ହେବାର ପାଖାପାଖି ବର୍ଷେ ହୋଇଥିଲେ ମଧ୍ୟ କମୁନି ଏହାର ଫିଭର୍। ଅଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦନାଙ୍କ ଏହି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି। ଫିଲ୍ମର ପ୍ରତିଟି ସିନ୍ ଓ ଡାଏଲଗ୍ ଏବେବି ଫ୍ୟାନ୍‌ମାନଙ୍କ ମୁହଁରେ ଅଛିି। ସୋଶାଲ ମିଡିଆରେ ଏହି ଫିଲ୍ମର ଡାଏଲଗ୍ ଓ ଗୀତକୁ ନେଇ ଲକ୍ଷ ଲକ୍ଷ ସଂଖ୍ୟାରେ ରିଲ ଭିଡିଓ ମଧ୍ୟ ତିଆରି ହୋଇଛି। ଦେଶ ଠାରୁ ଆରମ୍ଭ କରି ବିଦେଶ ସବୁଠି ଏହି ଫିଲ୍ମକୁ ନେଇ କ୍ରେଜ୍ ଏବେ ବି ଜାରି ରହିଛି। ନିକଟରେ ରୁଷର କିଛି ଯୁବତୀଙ୍କୁ ଏହି ଫିଲ୍ମର ଫିଭର୍ ଘାରିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାମି ସାମି ଗୀତରେ ଠୁମ୍‌କା ଲଗାଇଲେ ବିଦେଶିନୀ। ମସ୍କୋର ବିଚ୍ ରାସ୍ତାରେ ରୁଷ ଯୁବତୀମାନେ ହଲାଇଲେ ଅଣ୍ଟା। ସାମି ସାମି ଗୀତର ହୁକ୍ ଷ୍ଟେପ୍ କରି ଲୋକଙ୍କୁ କଲେ ଘାଇଲା। ମସ୍କୋର ରେଡ୍ ସ୍କେ୍ୱଆର୍ ଉପରେ ଐତିହାସିକ ମ୍ୟୁଜିଅମ ସାମ୍ନାରେ ୬ ଜଣ ରୁଷ ଯୁବତୀ ଧାଡିରେ ଠିଆ ହୋଇ ପୁଷ୍ପା ଫିଲ୍ମର ଗୀତରେ ଧୁମ୍ ନାଚିଛନ୍ତି। ଏହି ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ଲୋକଙ୍କୁ ରୁଷ ଯୁବତୀଙ୍କ ଏହି ଦମ୍‌ଦାର ଡ୍ୟାନ୍ସ ପସନ୍ଦ ଆସିଛି।

ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓକୁ ନତାଲିଆ ଓଡେଗୋବା ଶେଆର କରିଛନ୍ତି। ନତାଲିଆ ଜଣେ ଇଣ୍ଡିଆନ୍ ଡ୍ୟାନ୍ସର ଓ କୋରିଓଗ୍ରାଫର ଅଟନ୍ତି। ଏହି ଭିଡିଓକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ସାମି ସାମି ଡ୍ୟାନ୍ସିଂ ୱିଥ୍ ମାଇ ଗାର୍ଲ୍ସ’। ଏହି ଭାଇରାଲ ଭିଡିଓକୁ ବର୍ତ୍ତମାନ ସୁଦ୍ଧ ୧୬ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story